Odia News Portal
Yearly Archives

2021

ଲକ୍ଷ ଲକ୍ଷ ଟଙ୍କାର ଗୁଟଖା ଜଳି ପୋଡି ପାଉଁଶ

ସମ୍ବଲପୁରରେ ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଅଇଁଠାପାଲି ମାଝିପାଲି ଠାରେ ଥିବା ଗୁଟଖା କାରଖାନାରେ ସକାଳ ୧୧ଟା ବେଳକୁ ହଠାତ ନିଆଁ ଲାଗି ଯାଇଥିଲା। ଏଥିରେ ୨୩ରୁ ଅଧିକ ଆହତ ହୋଇଛନ୍ତି। ପ୍ରଚଣ୍ଡ ନିଆଁ ହଠାତ ଚାରିଆଡକୁ ମାଡ଼ି ଯାଇଥିଲା। ଲକ୍ଷଲକ୍ଷ ପ୍ୟାକେଟ ଗୁଟଖା ଜଳିଯାଇଥିଲା।

ବିଜେଡିରେ ଯୋଗ ଦେଇଛନ୍ତି ବିଜେପି ସଭାପତି କରମ ଚାନ୍ଦ ମହାନ୍ତି

ବିଜେଡିରେ ସାମିଲ ହୋଇଛନ୍ତି ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମଚାନ୍ଦ ମହାନ୍ତି । ବିଜେଡି ଯୁବ ଜନତା ଦଳ ମୁଖ୍ୟାଳୟରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି କରମଚାନ୍ଦ

ମାଲକାନଗିରିରେ ୫ ଜଣ ସାମ୍ବାଦିକଙ୍କୁ ଗିରଫ ଦାବିରେ ପ୍ରତିବାଦ ଜାରି

ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ପ୍ରତିବାଦ । ଜିଲ୍ଲାର ଶତାଧିକ ସାମ୍ବାଦିକ ମାଲକାନଗିରି ଥାନା ସମ୍ମୁଖରେ ବସି ପୋଲିସର ବର୍ବରତାକୁ ବିରୋଧ କରିବା ସହ ସାମ୍ବାଦିକଙ୍କ କାଉଂଟର ଏଫଆଇଆର ରୁଜୁ କରିବା ଲାଗି ଦାବି କରିଛନ୍ତି ସାମ୍ବାଦିକ । ଗତ ଗୁରୁବାର ରାତିରେ ସାମ୍ବାଦିକ ମାନେ

ତାଣ୍ଡବ ରଚିଲା ସାମୁଦ୍ରିକ ବାତ୍ୟା ରାଇ,ମୃତ୍ୟୁ ସଂଖ୍ୟା ୨୦୦ ଛୁଇଁଲା

ଫିଲିପାଇନ୍ସରରେ ପ୍ରକୃତିର ତାଣ୍ଡବ ରଚିଛି ସାମୁଦ୍ରିକ ବାତ୍ୟା ରାଇ । ଏହି ବାତ୍ୟା ପ୍ରଭାବରେ ମୃତ୍ୟୁ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୫୨ ଜଣ ନିଖୋଜ ଅଛନ୍ତି। ବିଗତ ୩ ଦିନ ଧରି ଏହି ଟାଇଫୁନ୍ ତାଣ୍ଡବ ମଚାଇଛି । କହିବାକୁ ଗଲେ ଫିଲିପାଇନ୍ସରେ ଗୁରୁବାର ଏବଂ ଶୁକ୍ରବାର

“ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା” ଉଦ୍ଘାଟନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ମାଲକାନଗିର,ନବରଙ୍ଗପୁର,ନୂଆପଡା ଓ କଳାହାଣ୍ଡିର ଜନସାଧାରଣ ପାଇବେ

ରଙ୍ଗୋଲିରେ ସ୍ୱାଧିନତା ସଂଗ୍ରାମୀଙ୍କୁ ସମ୍ମାନ

ନୂଆପଡା: ଆଜାଦୀ ର ଅମୃତ ମହୋତ୍ସବ ରେ ରଙ୍ଗୋଲି କରି ପ୍ରଶଂସିତ ହେଇଛନ୍ତି ନୂଆପଡ଼ା ଏଲଲବ୍ୟ ସ୍କୁଲର ଛାତ୍ରୀ ମାନେ। କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ତାଙ୍କ ଟୁଇଟର ପେଜ ରେ ନୂଆପଡା ଏକଲବ୍ୟ ସ୍କୁଲ ଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିବା ଜାତୀୟ ପତାକାର ଫୋଟୋ ସେୟାର କରି ପ୍ରଶଂସା କରିଛନ୍ତି

କର୍ଣ୍ଣାଟକରେ ପୁଣି ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଦେଶରେ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । କର୍ଣ୍ଣାଟକରେ ପୁଣି ୫ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଓମିକ୍ରନ ଆକ୍ରାନ୍ତକୁ ମିଶାଇ କର୍ଣ୍ଣାଟକରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା ବେଳେ, ଓମିକ୍ରନ

ରାଜ୍ୟରେ ଆଉ ୧୮୬ ନୂଆ କୋରନା ଆକ୍ରାନ୍ତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ୯୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୫୦.୫୩ ପ୍ରତିଶତ । ଆଜି ମୋଟ ପଜିଟିଭ୍ ରେଟ୍ ରହିଛି ୦.୩୪ ପ୍ରତିଶତ । ସଂକ୍ରମିତଙ୍କ

ଆସିଲା ଚିତ୍ତରଂଜନ ପଲାଇ ମୃତ୍ୟୁ ମାମଲାର ପୋଷ୍ଟମର୍ଟମ ରିପୋର୍ଟ

ପୁରୀ:ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲାଇଙ୍କ ମୃତ୍ୟୁ ମାମଲାରେ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ପୋଷ୍ଟମର୍ଟମ ରିପୋର୍ଟ । ଖବର ଅନୁଯାୟୀ, ବ୍ରହ୍ମଗିରିରେ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣା । ମାମଲାରେ ତଦନ୍ତ ପୋଲିସ

ରାଜ୍ୟରେ ଶୀତର ଲହରୀ ଜାରୀ,ଆହୁରି ୪ ଦିନ ଥରାଇବ ଶୀତ

ରାଜ୍ୟରେ ଆହୁରି ବଢିବ ଶୀତ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଉପାନ୍ତରେ ଅଧିକ ଜାଡ ଅନୁଭୁତ ହେବ । ଶୀତ ବଢୁଥିବା କାରଣରୁ ସଂନ୍ଧ୍ୟା ପରଠାରୁ ବିନା ଶୀତ ବସ୍ତ୍ରରେ