Odia News Portal
Yearly Archives

2021

କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଆଜିଠୁ ନାଇଟ୍ କର୍ଫ୍ୟୁ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ। ରାତି ୧୦ଟାରୁ ସକାଳ ୫ଟା ଯାଏଁ କେନ୍ଦ୍ରାପଡ଼ା ସହରରେ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ। ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇ ନଭେମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ। ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ

ମନୀଷ ଅନୁରାଗ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ ମୁହଁରୁ ସତ ଓଗାଳିବା ପାଇଁ କମିଶନରେଟ ପୋଲିସ ରିମାଣ୍ଡରେ ନେବ। ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ରିମାଣ୍ଡ ଆବେଦନର ଶୁଣାଣି ରହିଛି। ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି

ଦିପାବଳୀରେ ପରଦାକୁ ଆସିବ ‘ସୂର୍ଯ୍ୟବଂଶୀ’

ମୁମ୍ବାଇ: ପରଦାକୁ ଆସିବ ଆକ୍ସନ ମୁଭି ସୂର୍ଯ୍ୟବଂଶୀ । ଦିପାବଳୀରେ ମଲ୍ଟିଷ୍ଟାରଙ୍କୁ ନେଇ ଏହି ଚଳଚ୍ଚିତ୍ରଟି ରିଲିଜ ହେବାକୁ ଯାଉଛି । ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଏବଂ ଅକ୍ଷୟ କୁମାର ପ୍ରଥମ ଥର ପାଇଁ 'ସୁର୍ୟ୍ୟବଂଶୀ' ସହିତ ବଡ ପରଦାରେ ଆସିବେ। ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ

ଆଜି ଅନୀଲ କୁମ୍ବଲେଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କୋଚ ଅନୀଲ କୁମ୍ବଲେଙ୍କ ଆଜି ହେଉଛି ଜନ୍ମଦିନ । ୫୧ ବର୍ଷରେ ପାଦ ଥାପିଛନ୍ତି ଏହି କ୍ରିକେଟର । ତାଙ୍କ ସ୍ପିନ୍ ଆଗରେ କାହିଁ କେତେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଛନ୍ତି । ସେ ଟେଷ୍ଟରେ ୬୧୯ ୱିକେଟ ନେଇ ରେକର୍ଡ କରିଥିବା

କେରଳରେ ବର୍ଷା ବିତ୍ପାତ, ୯ ମୃତ

ଥିରୁବନ୍ତପୁରମ୍: କେରଳରେ ଭାରୀ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହେବା ସହିତ ୧୨ ଜଣ ନିଖୋଜ ଅଛନ୍ତି । ବର୍ଷା ଲୋକଙ୍କ ଚିନ୍ତା ବଢେଇ ଦେଇଛି । ଏହାର ସବୁଠୁ ଅଧିକ ପ୍ରଭାବ କୁଟ୍ଟିକ୍କଲ, କୋଟ୍ଟୟମ, ଇଡ୍ଡକି ଓ କୋକ୍କୟରରେ ଦେଖିବାକୁ

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ମାସେ କାଳ ଛୁଟିରେ ଥିଲେ । ସେ କାର୍ଯ୍ୟରେ ଯୋଗ ଦେବାପରେ ବଦଳି

ସ୍ତ୍ରୀକୁ ହାଣିଦେଲା ସ୍ୱାମୀ

ବଲାଙ୍ଗୀର: ସ୍ୱାମୀ ହେଉଛି ସ୍ତ୍ରୀର ରକ୍ଷା କବଚ । ସାତ ଜନ୍ମ ଲାଗି ସାଥୀ ହୋଇ ରହିବାକୁ ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲେ । ହେଲେ ଗୋଟିଏ ଜନ୍ମ ଅଧା ହୋଇନି ସ୍ତ୍ରୀ ହାତ ଛାଡ଼ିଛି ସ୍ୱାମୀ । ଅତି ନିର୍ମମ ଭାବେ ହାଣି ପାକଇଛି । ପାରିବାରିକ କଳହର କରୁଣ ପରିଣତି । ସୈତାନ ସ୍ୱାମୀର

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଏହି ଚଢ଼ାଉ।ପ୍ରଦୀପଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ମଧ୍ୟ ରେଡ୍

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣ ଉପର-ତଳ ହେଉଛି । ୪ ଶହରୁ କମ୍ ରହିବା ପରେ ଗତ ୨୪ ଘଣ୍ଟାରେ ପୁଣି ବଢିଛି ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ଆଉ ୪୪୩ ନୂଆ ଆକ୍ରାନ୍ତ । ନୂଆ ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ଅଛନ୍ତି ୭୫ ଜଣ ଶିଶୁ ଓ କିଶୋର । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩

ଗଡଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଆନ୍ଦୋଳନର ବାର୍ତ୍ତାବହ ଗଡଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ଜୟନ୍ତୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ଦିଗରେ ସାରଙ୍ଗଧର ଦାସଙ୍କ ପ୍ରୟାସ, ଓଡିଆ ସ୍ୱାଭିମାନ ତଥା ସମାଜର