Odia News Portal
Yearly Archives

2021

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ସମୟ ବଦଳିବା ସହ ମାନସିକ ସ୍ୱାସ୍ଥ୍ୟ ନେଇ ସାମାଜିକ ସଚେତନତାର ଆବଶ୍ୟକତା ଅଧିକ ଆବଶ୍ୟକ ରହିଛି । ମାନସିକ ସ୍ୱାସ୍ଥ୍ୟ ସଂପର୍କରେ ଶିକ୍ଷା, ସଚେତନତାର ପ୍ରସାର

ସୀମା ବିବାଦ ନେଇ ଆଜି ଭାରତ-ଚୀନ୍ ଆଲୋଚନା

ନୂଆଦିଲ୍ଲୀ: ଆଜି ଭାରତ ଏବଂ ଚୀନ୍ ମଧ୍ୟରେ ଆଉ ଏକ ରାଉଣ୍ଡ ସ୍ତରୀୟ ଆଲୋଚନା ହେବ। ଏଥିରେ ପୂର୍ବ ଲଦାଖର ଅବଶିଷ୍ଟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାରେ ଅଗ୍ରଗତି ଉପରେ ଫୋକସ୍ କରାଯିବ । ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ର ଚୀନ୍ ପାର୍ଶ୍ୱରେ ଥିବା ମୋଲଡୋ ସୀମାରେ

ରାଜ୍ୟରେ ୬୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୨ ଜଣ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷରୁ କମ । କ୍ବାରାଣ୍ଟାଇନରୁ ୩୮୦ ଜଣ ଚିହ୍ନଟ ହୋଇଥିବାବେଳେ ୨୭୨ ଜଣ ସ୍ଥାନୀୟ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୧ ଜଣ ନୂଆ

ଅବତାର ମାନେ ହିଁ କଣ ବିଭିନ୍ନ ଧର୍ମର ସୃଷ୍ଟି ପାଇଁ ଦାୟୀ

ଭୁବନେଶ୍ୱର: ଧର୍ମ ଅନେକ । ଇଶ୍ୱରଙ୍କୁ ଅନ୍ୱେଷଣ କରିବାର ମାର୍ଗ ବି ଅନେକ । କିନ୍ତୁ ଲକ୍ଷ୍ୟ ସେଇ ଏକ- ଇଶ୍ୱର ଉପଲବ୍ôଧ । ବୁଦ୍ଧ, ଖ୍ରୀଷ୍ଟ ଓ ମହମ୍ମଦ ଏମାନେ ସମସ୍ତେ ଇଶ୍ୱରଙ୍କ ଅବତାର । ମନୁଷ୍ୟ ଶରୀର ଧାରଣ କରି ଭିନ୍ନ ଭିନ୍ନ ସମୟରେ ସେମାନେ ଧରାରେ ଅବତୀର୍ଣ୍ଣ ହୋଇଥିଲେ । ତେଣୁ ସମସ୍ତ

୧୩ରେ ଉନ୍ମୋଚିତ ହେବ ନୂଆ ଭାରତୀୟ ଜର୍ସି

ମୁମ୍ବାଇ : ଆଗାମୀ ଟି-୨୦ ବିଶ୍ବକପ୍ରେ ଭାରତୀୟ ଦଳ ନୂଆ ଜର୍ସି ପରିଧାନ କରିବ। ଚଳିତ ମାସ ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ମିଳିତ ଭାବେ ଆୟୋଜିତ ହେବାକୁ ଯାଉଥିବା ଏହି ବିଶ୍ବକପ୍ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଆସନ୍ତା ୧୩ ତାରିଖରେ ଉନ୍ମୋଚିତ ହେବ ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଲକାନଗିରି ପଂଚାୟତରେ ଦୁଇ ଭଉଣୀଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ବାପାମା' କାମକୁ ଯାଇଥିବା ବେଳେ ପୋଖରୀରେ ଦୁଇ ଭଉଣୀ ବୁଡ଼ି ଯାଇଥିବା ନେଇ ସୂଚନା ମିଳିଛି । ମାଲକାନଗିରି ଜିଲ୍ଲା ପୋଡ଼ାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମଙ୍ଗ ଗାଁରେ ଏମିତି ଏକ

ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ଯାଜପୁର: ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ। କେଉଁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁଙ୍କ ନିକଟରୁ ୧୦ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ସେ ଟଙ୍କା ନେଇ ଯାଉଥିବା ଖବର ପାଇଥିଲା ଭିଜିଲାନ୍ସ।

ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଲାଇଭ ଇନ ହ୍ୟାଣ୍ଡ ଟ୍ରେନିଂ ପୋଗ୍ରାମ ଅନୁଷ୍ଠିତ

ବଲାଙ୍ଗୀର: ଆଜି ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଏକ " ଲାଇଭ ଇନ ହାଣ୍ଡ୍ସ ଟ୍ରେନିଂ ପ୍ରୋଗ୍ରାମ " ବଲାଙ୍ଗୀର ,ସୋନପୁର ଓ ବୌଦ୍ଧ ଜିଲ୍ଲାମାନଙ୍କର ଆଇନଜୀବୀଙ୍କ ପାଇଁ ଆୟୋଜନ କରାଯାଇଛି . ଏହି ଟ୍ରେନିଂ ପ୍ରୋଗ୍ରାମଟି ବିଶେଷ କରି ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ

ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ହେବ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ । ଟ୍ୱିନସିଟିରେ ଭିଡ ବଢିବାର ଯଥେଷ୍ଟ ସମ୍ଭାବନା ଅଛି । ଏହାସହିତ ବର୍ତ୍ତମାନ ସମୟରେ କଟକ -ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଭିଡ ହ୍ରାସ ପାଇଁ ଆସନ୍ତା ୧୧ ତାରିଖରୁ ଟ୍ୱିନସିଟିରେ ନାଇଟ୍ କର୍ଫ୍ୟୁ ଅବଧି

ଆର୍ୟନଙ୍କ ପାଇଁ ଶାହାରୁଖଙ୍କ ହାତରୁ ଗଲା ବିଜ୍ଞାପନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ଏବେ ଏହାର ପ୍ରଭାବ ତାଙ୍କ ବାପା ଶାହରୁଖ ଖାନଙ୍କ ପେସାଦାର ଜୀବନ ଉପରେ ମଧ୍ୟ ପଡ଼ିଛି। ଲର୍ନିଂ ଆପ୍ ବାଇଜୁସ୍ ଏବେ ଶାହାରୁଖଙ୍କ ସମସ୍ତ ବିଜ୍ଞାପନ ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି । କ୍ରୁଜ୍