Odia News Portal
Yearly Archives

2021

ଫାଣ୍ଡି ଜଗିଲେ ସବଇନିସପେକ୍ଟର

ଭୁବନେଶ୍ୱର: ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱ ରେ ଏଣିକି ସବ୍ଇନ୍ସପେକ୍ଟର ମାନେ ରହିବେ । ଏ ସମ୍ପର୍କୀୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀ ସଵ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ ପ୍ରଦାନ କରିଛନ୍ତି।

ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଅଚଳ ପରେ ସ୍ୱାଭାବିକ ହେଉଛି ଫେସବୁକ୍ ଏବଂ ହ୍ୱାଟସଆପ୍

ଭୁବନେଶ୍ୱର: ସୋମବାର ରାତିରେ ଅଚାନକ ଭାବେ ଅଚଳ ହୋଇପଡ଼ିଥିଲା ଫେସବୁକ ଏବଂ ହପ୍ଟସଆପ । ସମସ୍ତେ ହୋଇପଡ଼ିଥିଲେ ବିଚଳିତ । କାହିଁକି କାମ କରୁନି । ମୋ ମୋବାଇଲ ଖରାପ ହୋଇଗଲା କି? ଭାଇରସ ପସିଗଲା କି? ଏଭଳି ଅନେକ ଆଲୋଚନା । ଆଉ ଅଧିକାଂଶ ୟୁଜର୍ସମାନେ ମୋବାଇଲକୁ ବାରମ୍ବାର ସୁଇଚ ଅଫ କରି ଅନ

ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ । ସେ ଥିଲେ ଓଡ଼ିଶା ମାଟିର ଗର୍ବ ଏବଂ ଗୌରବ । ସାରା ଦେଶରେ ତାଙ୍କର ବିରତ୍ୱର ଚର୍ଚ୍ଚା ହୁଏ । ତେବେ ଏହି ମହାପୁରୁଷଙ୍କ ଜୟନ୍ତୀ ଅବସରରେ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସ୍ୱାଧୀନତା ପାଇଁ ମାତ୍ର

ଆଜି ରାଜ୍ୟରେ ୪୫୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ

ରାଜ୍ୟର ୧୧୪ ପୌରସଂସ୍ଥାର ପରିମଳ କର୍ମଚାରୀ ସମ୍ମାନିତ

ଭୁବନେଶ୍ୱର: ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ୧୧୪ ପୌରାଞ୍ଚଳରେ ୨୭ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ବିଶେଷକରି ସ୍ୱଚ୍ଛ ସାଥୀମାନଙ୍କ ଦ୍ୱାରା ପରିମଳ କାର୍ଯ୍ୟକ୍ରମ,

ଜାଣନ୍ତୁ କ୍ରୋଧକୁ ନିୟନ୍ତ୍ରଣ କରିବା ଲାଗି ବାବା କଣ ଉପଦେଶ ଦେଉଥିଲେ

ଭୁବନେଶ୍ୱର: କ୍ରୋଧକୁ ଅନ୍ତର ମଧ୍ୟରୁ ସମ୍ପୂର୍ଣ୍ଣ ଭାବେ ନିର୍ବାପିତ କରିବା ଏତେ ସହଜ ବ୍ୟାପାର ନୁହେଁ । ବଡ଼ ବଡ଼ ମୁନି ଋଷିମାନେ ମଧ୍ୟ ଏହା କରିପାରି ନାହାନ୍ତି । ମୁନି ଦୁର୍ବାସାଙ୍କ କ୍ରୋଧ ଏହାର ଜ୍ୱଳନ୍ତ ଉଦାହରଣ । ଅହଂଭାବରୁ କ୍ରୋଧର ଉଦଭବ । ମନ ମଧ୍ୟରେ ଯଦି ତିଳେ ମାତ୍ର ଅହଂକାର ଥାଏ,

ନବୀନଙ୍କୁ ଭେଟିଲେ ରୁଦ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ସଦ୍ୟ ପିପିଲି ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀ ରୁଦ୍ର ମହାରଥୀ । ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଆର୍ଶୀର୍ବାଦ ନେଇଛନ୍ତି । ନିର୍ବାଚନ ଜିତିବା ପରେ ପ୍ରଥମଥର ଲାଗି ଆଜି ଭେଟିଛନ୍ତି । ତେବେ ରୁଦ୍ରଙ୍କ ସହ

୭ ତାରିଖ ଯାଏଁ NCB ରିମାଣ୍ଡରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ରିମାଣ୍ଡ ଅବଧି ଆହୁରି ୩ ଦିନ ବଢାଇଛନ୍ତି କୋର୍ଟ । ଏନସିବି ପକ୍ଷରୁ ଆର୍ଯ୍ୟନଙ୍କ ୭ ଦିନିଆ ରିମାଣ୍ଡର ଦାବି କରାଯାଇଥିବା ବେଳେ ୩ ଦିନିଆ ରିମାଣ୍ଡ ପ୍ରଦାନ କରିଛନ୍ତି କୋର୍ଟ । ଆସନ୍ତା ଅକ୍ଟୋବର ୧୧ ଯାଏଁ ଆର୍ଯ୍ୟନଙ୍କୁ

ଗ୍ୟାଙ୍ଗଷ୍ଟାର ହାଇଦର ପୁଅକୁ ଆଜୀବନ କାରାଦଣ୍ଡ

କଟକ: ଗ୍ୟାଙ୍ଗଷ୍ଟର ହାଇଦର ପୁଅ ସେକ୍ କାଦିର ଓରଫ ମୁନ୍ନାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜ୍ । ୨୦୧୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାମାମଲାରେ କାଦିର ଦୋଷୀ ସାବ୍ୟସ୍ତ ହୋଇଛି। ବ୍ୟବସାୟୀ ସାହା

ହାଇକୋର୍ଟ ଗଲା ଏସିଏଫ ସୌମ୍ୟ ମୃତ୍ୟୁ ମାମଲା

କଟକ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି ସୌମ୍ୟଙ୍କ ପରିବାର । ସିବିଆଇ ତଦନ୍ତ ନ ହେଲେ ବି ହାଇକୋର୍ଟଙ୍କ ତଦାରଖରେ ମାମଲାର ଯାଂଚ କରିବାକୁ ଅନୁରୋଧ କରାଯାଇଛି ।