ପିପିଲିରେ ଚାଲିଛି ମତଦାନ
ପିପିଲି: ଚାଲିଛି ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ପିପିଲି ଉପନର୍ବିାଚନ ଲାଗି ଭୋଟରମାନେ ଦେଉଛନ୍ତି ଭୋଟ । ସକାଳୁ ସକାଳୁ ଆଗ୍ରହର ସହ ଭୋଟରମାନେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଉଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ମଧ୍ୟ ମତଦାନ!-->…