Odia News Portal
Yearly Archives

2021

ମୁହାଁମୁହିଁ ହେବେ ଅକ୍ଷୟ ଓ ପ୍ରଭାସ୍

ମୁମ୍ବାଇ: ମହାରାଷ୍ଟ୍ର ସରକାର ନିକଟରେ ସିନେମା ହଲ୍ ଖୋଲିବା ପାଇଁ ଘୋଷଣା କରିଛନ୍ତି। ଏନେଇ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନେ ଦୀର୍ଘ ନିଶ୍ୱାସ ଛାଡିଛନ୍ତି। ପ୍ରାୟ ଦେଢ ବର୍ଷର ଦୀର୍ଘ ଅପେକ୍ଷା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ଖୁସି ଖବର ଆସିଥିବାର କୁହାଯାଇଛି। ମହାରାଷ୍ଟ୍ର

ସମୁଦ୍ର କୂଳରୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ

ଗଞ୍ଜାମ: ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ଗ୍ରାମପଞ୍ଚାୟତର ନୋଳିଅକ୍ଷ ନୁଆଗାଁ ସମୁଦ୍ର କୂଳରେ ଆଜି ସକାଳୁ ଏକ ଅଜଣା ବ୍ୟକ୍ତିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ସମୁଦ୍ରକୁ ଯାଉଥିବା ବେଳେ ଏକ

ଭାଇରାଲ ହେଉଛି ନୀରଜ ଚୋପ୍ରାଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ବିଜ୍ଞାପନ, ମ୍ୟାଗେଜିନ୍, ଟିଭି ଶୋ ଭଳି ସବୁ ଜାଗାରେ ନୀରଜଙ୍କ ଚର୍ଚ୍ଚା ହେଉଛି । ନିକଟରେ ନୀରଜ ଇଣ୍ଡିଆ ଟୁଡେ ମ୍ୟାଗେଜିନ ପାଇଁ ଏକ ଫଟୋସୁଟ କରିଛନ୍ତି । ଏବେ

ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଭାତ

କଟକ: ଏସସିବିରେ ଚିକତ୍ସିତ ହେଉଥିବା ଓଟିଭି କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଅରିନ୍ଦମଙ୍କ କଥା ମନେପକେଇ କାନ୍ଦିଛନ୍ତି ପ୍ରଭାତ । ମେଡିକାଲରୁ ଡିସଚାର୍ଜ ହେବା ପରେ ପ୍ରଭାତ କହିଛନ୍ତି, ଅରିନ୍ଦମ ଓ ମୁଁ ଏକାଠି ସବୁ ଜାଗାକୁ ନ୍ୟୁଜ କଭର କରିବାକୁ ଯାଉ।

କୋରାପୁଟ ଜିଲ୍ଲାରେ ପ୍ରଭାବ ଛାଡ଼ିଛି ବାତ୍ୟା ଗୁଲାବ

କୋରାପୁଟ: ଆନ୍ଧ୍ର-ଓଡ଼ିଶା ଉପକୂଳର କଳିଙ୍ଗପଟ୍ଟନମରେ ସ୍ଥଳଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶା ଦେଇ ଓଡ଼ିଶା ଅତିକ୍ରମ କରିଛି ବାତ୍ୟା ଗୁଲାବ । କୋରାପୁଟ ଜିଲ୍ଲା ଦେଇ ଯିବା ବେଳେ ସାମାନ୍ୟ ପ୍ରଭାବ ଦେଖାଇଥିଲା ବାତ୍ୟା । କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ।

ଟେଷ୍ଟ କ୍ରିକେଟରୁ ମୋଇନ୍ ଅଲ୍ଲୀଙ୍କ ଅବସର

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ମୋଇନ୍ ଅଲ୍ଲୀ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ମୋଇନ୍ ଇଂଲଣ୍ଡ ପାଇଁ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ମୋଇନ୍ ୨୦୧୪ରେ ନିଜ ଟେଷ୍ଟ୍ ଡେବ୍ୟୁ କରିଥିଲେ । ସେ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ୨୯୧୪ ରନ୍ ସଂଗ୍ରହ କରିଛନ୍ତି। ଏହି ଫର୍ମାଟରେ ସେ

୫ଦିନ ମଧ୍ୟରେ କ୍ଷୟକ୍ଷତି ହିସାବ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ୱର: ବର୍ତ୍ତମାନ ବାତ୍ୟାର କେନ୍ଦ୍ରବିନ୍ଦୁ ମାଲକାନଗିରି ଜିଲ୍ଲାରେ ରହିଛି । ୨ ରୁ ୩ ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଅତିକ୍ରମ କରିବ । ତେବେ ପବନରବେଗ କେଉଁଠି ବି ଅଧିକ ହୋଇନାହିଁ । ଗଜପତି ଓ କୋରାପୁଟରେ କେବଳ ଦୁଇଟି ତିନୋଟି ସ୍ଥାନରେ ମାଟି ଅତଡ଼ା ଖାସିଥିଲା ।

କାବୁଲରୁ ଉଡ଼ିବ ବିମାନ

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ ରାଜୁତି । ତାଲିବାନିମାନେ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଖେଳିଯାଇଛି ଭୟର ବାର୍ତ୍ତାବରଣ । ବିମାମ ଯାତ୍ରା ଉପରେ ଲଗାଯାଇଥିଲା କଟକଣା । ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ କାବୁଲ ବିମାନବନ୍ଦର ବର୍ତ୍ତମାନ ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ହୋଇଛି

ଝିଆରୀକୁ ଦୁଷ୍କର୍ମ କରି ବନ୍ଧାହେଲା ଦାଦା

କେନ୍ଦୁଝର: ଲଜ୍ଜା । ପୁଣି ଲଜ୍ଜା । ସାମାନ୍ୟ ଦେହର ସୁଖ ଲାଗି ମଣିଷ ପାଲଟି ଯାଇଛି ପଶୁ । କିଛି କ୍ଷଣର ସୁଖ ଲାଗି ସମ୍ପର୍କକୁ ଭୁଲିଯାଇଛି ନରରାକ୍ଷସ । ଝିଆରୀକୁ ଦୁଷ୍କର୍ମ କରି ବନ୍ଧା ହୋଇଛି ଅଭିଯୁକ୍ତ ଦାଦା । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର

ନଦୀ ପାର ହେଉଥିଲେ, ଭାସିଗଲେ

ଗଜପତି: ନଦୀ ପାର୍ ହେବା ବେଳେ ଭାସିଗଲେ ଯୁବକ। ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ସଇଲଡା ଗାଁରେ ଏହି ଅଘଟଣ ଘଟିଛି। ନିଖୋଜ ଯୁବକ ସଇଲଡା ଗାଁର ଜି.ରାମୁ। ଗତକାଲି ସେ ମହେନ୍ଦ୍ର ତନୟା ନଦୀ ପାର୍ ହେଉଥିବାବେଳେ ପାଣି ସ୍ରୋତରେ ଭାସି ଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଓ ଓଡ୍ରାଫ୍ ଟିମ୍