Odia News Portal
Yearly Archives

2021

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପରୀର ପରିବାର

ସୁପ୍ରିମକୋର୍ଟ ନିର୍ଦ୍ଦେଶ ମାନି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପରୀର ପରିବାର। ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ପରୀ ମା'। ପ୍ରଥମେ ରିଟ୍ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଏନେଇ ଆବେଦନ କରାଯାଇଥିଲା। ହାଇକୋର୍ଟ ରିଟ୍

ଜାମ୍ମୁ-କାଶ୍ମୀର ସୋପୋରରେ ଏନକାଉଣ୍ଟର,୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀରରେ ଚାଲିଛି ଅଲ ଆଉଟ୍ ଅପରେଶନ । ଜଣେ ପରେ ଜଣେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛନ୍ତି ସୁରକ୍ଷା କର୍ମୀ । ଏହି କ୍ରମରେ ମଙ୍ଗଳବାର ଦିନ ପୋଲିସ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଏନଆଇର ସୂଚନା ମୁତାବକ କାଶ୍ମୀରର ବାରାମୁଲ୍ଲା ଜିଲ୍ଲା ସୋପୋରରେ ସୋମବାର

ପାକିସ୍ଥାନୀ ନେତାଙ୍କ ବିସ୍ପୋରକ ବୟାନ

ତାଲିବାନ୍ ନିଜ ଭାବମୂର୍ତ୍ତି ସଜାଡିବାକୁ ଚେଷ୍ଟା କରୁଥିବାବେଳେ ପାକିସ୍ତାନ ନେତାଙ୍କ ବିସ୍ଫୋରକ ବୟାନ ସମସ୍ତଙ୍କୁ ଚକିତ କରିଛି । ତାଲିବାନ ଦିନେ କାଶ୍ମୀରକୁ ବିଜୟ କରି ପାକିସ୍ତାନକୁ ଉପହାର ଭାବେ ଦେବ ବୋଲି ପାକିୀସ୍ତାନର ଇମ୍ରାନ ସରକାରଙ୍କ ନିଲମ୍ ଇର୍ସାଦ୍ ଶେଖ୍ ପାକିସ୍ତାନୀ

ପ୍ରକାଶ ପାଇଲା ଅଫଲାଇନ ମାଟ୍ରିକ ପରୀକ୍ଷା ଫଳ

ପ୍ରକାଶ ପାଇଲା ଅଫଲାଇନ ମାଟ୍ରିକ ପରୀକ୍ଷା ଫଳ । ଅଫଲାଇନ ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଯେଉଁଥିରେ ୩୧୦୦ ଛାତ୍ର ଓ ୨୧୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଅଫଲାଇନ ପରୀକ୍ଷାରେ ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଅଫଲାଇନ ପରୀକ୍ଷାରେ ୧୪୧

ନେଲ୍ ପଲିସ୍ ଲଗାଇଲେ କଟିବ ମହିଳାଙ୍କ ଆଙ୍ଗୁଠି

ଆଫଗାନିସ୍ତାନରୁ ପ୍ରତିଦିନ ତାଲିବାନର ଅତ୍ୟାଚାର ଖବର ସାମ୍ନାକୁ ଆସୁଛି । ନିଜକୁ ପରିବର୍ତ୍ତନ କହୁଥିବା ତାଲିବାନ ପୁରୁଣା ମାନସିକତାରେ ପୀଡିତ ଥିବା ବେଳେ ସେମାନେ ଆଫଗାନ ଲୋକଙ୍କୁ ହଇରାଣ କରୁଛନ୍ତି । ତାଲିବାନ ଜିନ୍ସ ପିନ୍ଧିବାକୁ ବ୍ୟାନ କରିବା ସହ ଯୁବତୀଙ୍କୁ ନେଲ ପଲିସ ବ୍ୟବହାର

କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କଲେ ରାଜ୍ୟ ସରକାର

କରୋନାରେ ଶିଶୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ନିଷ୍ପତି ଗ୍ରହଣ କରୁଛନ୍ତି । ତେଣୁ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରାଯାଇଛି। ତେଣୁ ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ

ତୃତୀୟ ଲହରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କରୋନାର ସମ୍ଭାବିତ ୩ୟ ଲହର ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହି ବୈଠକ ଅପରାହ୍ନ ୩ଟା ୩୦ରେ ହେବ । ବୈଠକରେ କରୋନାର ବର୍ତ୍ତମାନର ସ୍ଥିତି ଉପରେ ଚର୍ଚ୍ଚା ହେବ । ଏଥି ସହିତ ମହାମାରୀରୁ ବର୍ତ୍ତିବା ପାଇଁ ଏପର୍ଯ୍ୟନ୍ତ ନିଆଯାଇଥିବା ସମସ୍ତ

କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ୨୦୨୦ ଗ୍ରୀଷ୍ଣକାଳୀନ ପାରା ଅଲମ୍ପିକ୍ସ

ଜାପାନରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଆରମ୍ଭ ହୋଇଛି ୨୦୨୦ ଗ୍ରୀଷ୍ମ ପାରା ଅଲମ୍ପିକ୍ସ । ୧୬୨ଦେଶର ୪,୪୦୦ କେଳାଳୀ ଏଥିରେ ଅଶଂ ଗ୍ରହଣ କରିକ ନିଜ ଦେଶ ପାଇଁ ପଦକ ଜିତି ଇତିହାସ ରଚିବାକୁ ଆଶା ବାନ୍ଧିଛନ୍ତି । ଜାପାନର ସମ୍ରାଟ ନାରୁହିତୋଙ୍କ ଦ୍ୱାରା ଆଜି ଏହା ଆନୁଷ୍ଠାନିକ ଭାବରେ

ସଲମାନଙ୍କୁ ଯାଂଚ କରିଥିବା ସୋମନାଥଙ୍କ ମୋବାଇଲ ଜବତ

ମାୟାନଗରୀ ମୁମ୍ବାଇ  ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇ ରାତାରାତି ଚର୍ଚ୍ଚାକୁ ଚାଲି ଆସିଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଅଡ଼ୁଆରେ ପଡ଼ି ଯାଇଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ

କାଲିଠୁ ୩ ଦିନ ବର୍ଷିବ

ମୌସୁମୀ ପ୍ରବାହ ଏବେ ଓଡ଼ିଶା ଉପରେ ଦୁର୍ବଳ ଥିବା ସତ୍ତ୍ୱେ ଆସନ୍ତା କାଲିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା।  ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ହେବାକୁ ଥିବା ବେଳେ  କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯ |