Odia News Portal
Yearly Archives

2021

ପଞ୍ଚଭୂତରେ ବିଲୀନ ହେଲା ବିପିନ ରାୱତଙ୍କ ମର ଶରୀର

ସାମରିକ ମର୍ୟ୍ୟାଦା ସହ ବୀର ପୁତ୍ରଙ୍କୁ ଅନ୍ତିମ ବିଦାୟ ଦେଲା ଦେଶ । ପଞ୍ଚଭୂତରେ ଲୀନ ହେଲା ଭାରତର ପ୍ରଥମ ସିଡିଏସ୍ ଜେନେରାଲ ବିପିନ୍ ରାଓ୍ଵତଙ୍କ ମର ଶରୀର । ମୁଖାଗ୍ନି ଦେଲେ ଜେନେରାଲ ରାଓ୍ଵତଙ୍କ ଦୁଇ ଝିଅ କ୍ରିତିକା ଓ ତାରିଣୀ । ଜେନେରାଲ ରାଓ୍ଵତଙ୍କ ଶେଷକୃତ୍ୟ ପାଇଁ ତାଙ୍କ ମୂଳ

ଆଉ ୪ ମାସ ମାଗଣା ମିଳିବ ଚାଉଳ:ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୪ ମାସ ମାଗଣାରେ ମିଳିବ ଚାଉଳ । ମାଗଣାରେ ଅତିରିକ୍ତ ୫ କିଲୋ ଚାଉଳ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, କୋଭିଡ୍ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି

ଆଜି ଓଡିଆ ଯବାନ ରାଣା ପ୍ରତାପଙ୍କ ମର ଶରୀର ପହଂଚିବ ଓଡିଶାରେ

ଆଜି ଓଡ଼ିଶା ପହଞ୍ଚିବ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ମରଶରୀର । ଗାଁ ମାଟି ତାଳଚେର କୃଷ୍ଣଚନ୍ଦ୍ରପୁରରେ ହେବ ଅନ୍ତିମ ସଂସ୍କାର । ଶେଷକୃତ୍ୟ ପାଇଁ ଜନ୍ମାମାଟିରେ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଣା ପ୍ରତାପଙ୍କ ପାର୍ଥିବ ଶରୀର ଆଜି ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବ ବୋଲି

ଗତ ୨୪ ଘଣ୍ଟା ମଧ୍ୟରେ ୧୭୩ କରୋନା ଚିହ୍ନଟ ହୋଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ୧୭୩ କରୋନା ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୧୦୫୧୪୧୪ ରେ ପହଂଚିଛନ୍ତି । ସଂକ୍ରମିତ ମଧ୍ୟରୁ ୨୧ ଜଣ ୧୮ ବର୍ଷ ବୟସରୁ କମ୍ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୩ ଜଣ । ବରଗଡ ଜିଲ୍ଲାରୁ ୩ ଜଣ । ଭଦ୍ରକ ଜିଲ୍ଲାରୁ ଜଣେ ।

ଭେଣ୍ଟିଲେଟରରେ ମିହିର ଦାସ ; ସଙ୍କଟାପନ୍ନ ରହିଛି ସ୍ୱାସ୍ଥ୍ୟବସ୍ଥା

କଟକ : ସିନେ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତକାଲି ରାତିରେ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ସ୍ଥିତ ଅଶ୍ୱନି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କୁ ଏବେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ବର୍ତ୍ତମାନ ମିହିରଙ୍କର ଏକାଧିକ

ରେଳ ଯ।।ତ୍ରୀଙ୍କ ପାଇଁ ଏକ ବଡ଼ ଖବର; ଏହି ବର୍ଗର ଲୋକଙ୍କ ପାଇଁ ଆଉ ମିଳିବନି ରେଳ ଟିକେଟରେ ରିହାତି

(ନୂଆଦିଲ୍ଲୀ) ଭାରତୀୟ ରେଳବାଇ ରେଳଯାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ବରିଷ୍ଟ ନାଗରିକଙ୍କ ଠାରୁ ଆରମ୍ଭ କରି କୌଣସି ଯାତ୍ରୀଙ୍କ ପାଇଁ ଟିକେଟରେ ରିହାତି ମିଳିପାରିବ ନାହିଁ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସଂସଦରେ ଏହି ସୂଚନା ଦେଇଛନ୍ତି । ସଂସଦରେ

ଗ୍ରାହକଙ୍କୁ ଲାଗିବାକୁ ଯାଉଛି ଆଉ ଏକ ଝଟକା ; ଆସନ୍ତା ବର୍ଷରୁ ମହଙ୍ଗା ହେବ ସ୍ୱାସ୍ଥ୍ୟ ସେବା

(ନୂଆଦିଲ୍ଲୀ) ବର୍ତ୍ତମାନ ସାରା ଦେଶରେ ଦରଦାମ ହୁ ହୁ ହୋଇ ବଡିବାରେ ଲାଗିଛି । ପେଟ୍ରୋଲ, ଡିଜେଲ.ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି ଖାଦ୍ୟ, ପାନୀୟ, ପନିପରିବା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ର୍ରୀର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ମହଙ୍ଗା ମାଡ଼ ସମୟରେ ଆଉ ଏକ

ବିପିନ ରାୱତଙ୍କ ବିୟୋଗ ପରେ ନୂଆ ସିଡିଏସ କିଏ ହେବ? ଏହି ଦୌଡରେ ଆ.ର ହରିକୁମାର ଓ ନରୱାଣେ

(ନୂଆଦିଲ୍ଲୀ): ଦେଶର ପ୍ରଥମ ସିଡିଏମ ବିପିନ ରାୱତଙ୍କ ଅକାଳ ବିୟୋଗ ପରେ କିଏ ହେବ ଦ୍ୱିତୀୟ ସିଡିଏସ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେନେଇ ପ୍ରତିକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି ଦୌଡରେ ସେନାର ମୁଖ୍ୟ ମୁକୁନ୍ଦ ନରୱଣେ ଏବଂ ନୌସେନାର ମୁଖ୍ୟ ଆର ହରିକୁମାର ରହିଛନ୍ତି ।

ଦୂର କରନ୍ତୁ ଓଠର କଳାପଣ

ଶୀତଦିନ ଆସିବା ମାତ୍ରେ ତ୍ୱଚାର ଅଧିକ ଦେଖାଶୁଣା କରିବା ନିହାତି ଆବଶ୍ୟକ ପଡିଥାଏ । ତ୍ୱଚାର ସଠିକ ଦେଖାଶୁଣା ନକରିବା ଦ୍ୱାରା ସ୍କିନ ଏବଂ ଓଠ ଫାଟିବାକୁ ଲାଗିଥାଏ । ଆଉ ଖାସ କରିକି ଶୀତଦିନେ ଆମେ ମାନେ ଆମ ମାନଙ୍କ ଶରୀରର ଅଧିକ ଧ୍ୟାନ ରଖିବା ଆବଶ୍ୟକତା ପଡିଥାଏ । ଅଧିକାଂଶ ଲୋକ କମଳାକୁ

ବିବାହ ପାଇଁ ସଜବାଜ

କେହି ପାଟି ଫିଟାଉ ନ ଥିଲେ ବି ଆରମ୍ଭ ହୋଇଗଲାଣି ସେଲିବ୍ରେସନ। ଜୋରସୋରରେ ଚାଲିଛି ପ୍ରସ୍ତୁତି। ମୁମ୍ବାଇସ୍ଥିତ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। ସେହିପରି ୱେଡିଂ ଡେଷ୍ଟିନେଶନ ରାଜସ୍ଥାନର ମାଧୋପୁରରେ ବି ରିସୋର୍ଟକୁ ଦିଆଯାଉଛି ରୟାଲ ଟଚ୍। କାଲିଠୁ ଆରମ୍ଭ ହୋଇଯିବ ଫଙ୍କସନ୍।