Odia News Portal
Yearly Archives

2021

୨୦୦ କୋଟି ଠକେଇ ମାମଲାରେ ଜ୍ୟାକଲିନ

ମୁମ୍ବାଇ ବିମାନବନ୍ଦରରେ ହଟହଟା ହେଲେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ବିମାନବନ୍ଦରରେ ତାଙ୍କୁ ଅଟକ ରଖିବା ପରେ ଛାଡିଦେଇଥିଲେ ପବର୍ତ୍ତନ ନିର୍ଦ୍ଧେଶାଳୟ । କେବଳ ସେତିକି ନୁହେଁ ଏମିତି ବିଦେଶ ଯିବାକୁ ଅନୁମତି ମିଳିଛି । ପୂର୍ବରୁ ଜ୍ୟାକଲିନଙ୍କ ବିରୋଧରେ ଲୁକ ଆଉଟ ନୋଟିସ

ବାରଣାସୀ ଯିବେ ମୋଦୀ

ଡିସେମ୍ବର ୧୩ ଓ ୧୪ ରେ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପର୍ବରୁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଦୁଇ ଦିନ ଦେଶର ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ øା ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଆସନ୍ତା ୧୩ ତାରିଖରେ

ଏମିତି କଲେ ଆପଣ ବି ରହିବେ ସୁସ୍ଥ

ସମସ୍ତେ ଜାଣିଛନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ । ଯେପର୍ଯ୍ୟନ୍ତ ଆମେ କିଛି ଅସୁବିଧାର ଶୀକାର ନ ହୋଇଛେ ସେ ପର୍ଯ୍ୟନ୍ତ ଆମେ ମାନେ ଆମ ଶରୀରର ମହତ୍ୱ ବିଷୟରେ ଜାଣିପାରିବା ନାହିଁ । ଥରେ ରୋଗରେ ପଡିଲେ ତାର ଭରଣ ପୋଷଣରେ କଣ ଆଉ କେମିତି ଟଙ୍କା ଖର୍ଚ୍ଚ ହୁଏ ତାହା ଯିଏ କରେ ସେହିଁ ଜାଣିଛି ।

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଚ୍ୟୁତ ନନ୍ଦ ଖୁଣ୍ଟିଆ । ଆୟ ବର୍ହିଭୂତ ସଂମ୍ପତ୍ତୀ ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କ ଘରେ ଚଢାଉ କରିଥିଲା । ତେବେ ଭିଜିଲାନ୍ସ ପକ୍ଷରୁ ସେହିସମୟରେ ଏକକାଳୀନ ୩ଟି

ବଢୁଛି ଓମିକ୍ରନ ଭୟ

ଦେଶରେ ଓମିକ୍ରନ ଆତଙ୍କ ବଢିବାରେ ଲାଗିଛି । ଜୟପୁରର ଗୋଟିଏ ପରିବାରରୁ ସମସ୍ତେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ସେହିଭଳି ରାଜସ୍ଥାନରେ ମଧ୍ୟ ୯ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଯେଉଁମାନେ ସମସ୍ତେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଇଥିଲେ ସମସ୍ତେ ଦକ୍ଷିଣ

ଆଜିଠୁ ବଦଳିବ ପାଗ

ବାତ୍ୟା ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡକୁ ଚାଲି ଯାଇଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପାଗ ମେଘୁଆ ରହିଛି । ଉତ୍ତର ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛନ୍ତି । ଏହା ସହ ଆସନ୍ତା କାଲିଠୁ ପାଗରେ ପରିବର୍ତ୍ତନ ଆସିବ ଏବଂ ଶୀତ ଆରମ୍ଭ

ସ୍କୁଲ ଡେଇଁନ. କିନ୍ତୁ ଡାକ୍ତରୀ ଛାତ୍ର

ସ୍କୁଲ ଡେଇଁନି, କିନ୍ତୁ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ, ଡେଟିଂ ଓ ମାଟ୍ରିମୋନି ସାଇଟ ପ୍ରୋଫାଇଲରେ ଏମକେସିଜିରେ ପଢୁଥିବା ଡାକ୍ତରୀ ଛାତ୍ର ବୋଲି ଲେଖୁଥିଲା । ସୁଟ ବୁଟ ପିନ୍ଧା ଏମିତିକା ଫଟୋ ଛାଡୁଥିଲା ଯେ କାହାର ବି ସନ୍ଦେହ ହେବନି । ନିଜକୁ ବଡ ପରିବାରର ପିଲା କହି ଅନେକ ଝିଅହ୍କ ସହ

୪ ଦିନରେ ୫୨ ମିନିଟ୍

ଆଗୁଆ ବନ୍ଦ ହୋଇପାରେ ବିଧାନସଭା ଅଧିବେଶନ । ଗୃହରେ ହଟୁନି ଅଚଳାବସ୍ଥା । ନିଜ ନିଜ ଜିଦରେ ଅଟଳ ରହିଛନ୍ତି ଉଭୟ ଶାଶକ ଓ ବିରୋଧୀ ଦଳ । ୪ ଦିନରେ ମାତ୍ର ୪୨ ମିନିଟ ଚାଲିଛି ଗୃହ କାର୍ଯ୍ୟ । ଗୃହ କାର୍ଯ୍ୟ ସ୍ୱଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ କୈଣସି ସ୍ତରରେ ଉଦ୍ୟମ କରାଯାଇନାହିଁ ।

ସଂସଦ ଟିଭି ଆଙ୍କର ପଦରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚତୁର୍ବେଦୀ

ସଂସଦ ଟିଭି ଆଙ୍କର ପଦରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚତୁର୍ବେଦୀ । ଶିବସେନାର ରାଜ୍ୟସଭା ସାଂସଦ ପ୍ରିୟଙ୍କା ସଂସଦ ଟିଭିର ମେରୀ କାହାନୀ ସୋ’ର ଉପସ୍ଥାପିକା ଭାବେ ଦାୟିତ୍ୱ ତୁଲାଉଥିଲେ । ଅନ୍ୟ ୧୧ଜଣ ସାଂସଦଙ୍କ ସହ ପ୍ରିୟଙ୍କାଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯିବା ପ୍ରତିବାଦରେ ସେ ଏଥିରୁ

୧୦ କୋଟିର ଗିଫ୍ଟ

ବଢିଲା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । କୋଟି କୋଟି ଟଙ୍କାର ଅର୍ଥ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର, ଅଭିନେତ୍ରୀ ଜ୍ୟାକଲିନଙ୍କୁ ଦେଇଥିଲେ ଅଦ୍ଭୁତ ଉପହାର । ଏହା ମଧ୍ୟରେ ଥିଲା ୫୨ ଲକ୍ଷ ଟଙ୍କାର ଏକ ଘୋଡା ଓ ୯ ଲକ୍ଷ ଟଙ୍କାର ଏକ ପାର୍ସୀ ବିଲେଇ ।