Odia News Portal
Yearly Archives

2021

୩ ନିର୍ବାହୀ ଅଧିକାରୀଙ୍କୁ ମାଧ୍ୟତାମୂଳକ ଅବସର

ଅପାରଗ ତଥା ଦୁର୍ନୀତିଗ୍ରସ୍ତ ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଏବଂ ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଏହା ସହିତ ଦୁଇ ଜଣ ଅଧିକାରୀଙ୍କ ପେନ୍ସନ ମଧ୍ୟ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ବାଧ୍ୟତାମୂଳକ ଅବସର ପାଇଥିବା ୩ ଜଣଙ୍କ ମଧ୍ୟରୁ ସମ୍ବଲପୁର ମହାନଗର ନିଗମର

୧୦୦ କି.ମି ପବନ ବହିବ

ଅଧିକ ଘନାଉଛି ବାତ୍ୟା ଜୱାଦ । ଯାହାକୁ ନେଇ ଧୀରେ ଧୀରେ ତାର ଗତିବିଧି ଉପରେ ମଧ୍ୟ ନଜର ରଖାଯାଉଛି । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅ ବପାତରେ ପରିଣତ ହେବ ବାତ୍ୟା । ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସମୟରେ ଏହା ବାତ୍ୟାରେ ପରିଣତ ହୋଇପାରେ । ଏହା ଉତ୍ତର

ବାତ୍ୟା ମୁକାବିଲା ପାଇଁ ମୋଦିଙ୍କ ସମୀକ୍ଷା

ଘନାଉଛି ବାତ୍ୟା ବିପଦ । ଓଡିଶା ଓ ଆନ୍ଦ୍ର ମୁହାଁ ବାତ୍ୟା ଜୱାଦ । ସମ୍ଭାବ୍ୟ ଘୁର୍ଣ୍ଣିଝଗକୁ ନେଇ ଏବେ ଠାରୁ ଅଶାନ୍ତ ହେଲାଣି ସମୁଦ୍ର । ଜୱାଦ ପାଇଁ ଉଭୟ ଓଡିଶା ଓ ଆନ୍ଦ୍ରପ୍ରଦେଶକୁ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ ଏହି ପ୍ରସଙ୍ଗକୁ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ସିଲ୍ ହେଲା ସାଇକୃପା

ସାଇକୃପା ଆବାସିକ କଲେଜରୁ ୩୩ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଘଟଣା ପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ । କଲେଜ ସହ ତିନୋଟି ହଷ୍ଟେଲକୁ ପ୍ରଶାସନ ସିଲ୍ କରିଛି । ଏହାସହ ସାଇକୃପା କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବୁଧବାର କଲେଜର

୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲେ ପ୍ରଶାସନ

ଗଞ୍ଜାମ ଜିଲ୍ଲା ବଡଗଡ ଧରାକୋଟ ସୀମାନ୍ତରେ ଥିବା ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ପ୍ରଶାସନ । ବଡଗଡ ଥାନା ସାବା କାରିପଲ୍ଲୀ ପାହାଡିଆ ଜଙ୍ଗଲ ଜମିରେ ଚାଷ ହୋଇଥିବା ଏକାଧୀକ ଏକର ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହୋଇଛି । ଆସିକା ଏସଡିପିଓଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଛି ।

ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ

ଶୁକ୍ରବାରଠୁ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ । ରାଜଧାନୀରେ ବାୟୁ ପ୍ରଦୂଷଣ ପାଇଁ ଏପରି ନିଷ୍ପତି ନେଲେ କେଜ୍ରିୱାଲ ସରକାର । ପୂର୍ବରୁ ବାୟୁ ପ୍ରଦୂଷଣ ପାଇଁ ସ୍କୁଲ ବନ୍ଦ ଥିଲା । କିନ୍ତୁ କିଛି ଦିନ ତଳେ ସ୍କୁଲ ଖୋଲିବା ନିଷ୍ପତି ନେଇଥିଲେ ସରକାର । ଯାହାକୁ ନେଇ ଅପେକ୍ଷା କରିଥିଲେ

ବିବାହ ପରେ ଇଣ୍ଡଷ୍ଟ୍ରି ଛାଡିବେ କ୍ୟାଟ୍ରିନା

ବଲିଉଡର ବାର୍ବୀ ଡଲ୍ କ୍ୟାଟ୍ରିନା କୈଫ୍ ତାଙ୍କର ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ। ବିକି ଏବଂ କ୍ୟାଟ୍ରିନା ଡିସେମ୍ବର ୯ ରେ ସାତ ଫେରା ନେବାକୁ ଯାଉଛନ୍ତି। ସେମାନଙ୍କ ବିବାହ ସମ୍ବନ୍ଧୀୟ ଖବର ସବୁଆଡେ ସାମ୍ନାକୁ ଆସୁଛି, କିନ୍ତୁ ଏନେଇ ଦୁହେଁ ଏପର୍ୟ୍ୟନ୍ତ କୌଣସି ମନ୍ତବ୍ୟ

ସମ୍ଭାବ୍ୟ ବାତ୍ୟାକୁ ନେଇ ୯୫ଟି ମେଲ ଓ ଏକ୍ଲପ୍ରେସ ବାତିଲ

ଓଡିଶା ଦେଇ ଯାଉଥିବା ୯୫ଟି ମେଲ ଓ ଏକ୍ସପ୍ରେସ ବାତିଲ । ସମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଠିରେ ରଖି ୩ ଓ ୪ ତାରିଖରେ ଯାତ୍ରା କରିବାକୁ ଥିବା ଟ୍ରେନକୁ ବାତିଲ କରାଯାଇଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ

୨୫ଟି ଦେଶକୁ ମାଡିଗଲାଣି ‘ଓମିକ୍ରନ’

ଦେଶରୁ ଦେଶକୁ ଡେଉଁଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ଏପର୍ୟ୍ୟନ୍ତ ବିଶ୍ୱର ୨୫ ରାଷ୍ଟ୍ରରୁ ୨ଶହରୁ ଅଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ବୁଧବାର ଆମେରିକାର କାଲିଫର୍ଣ୍ଣିଆରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ସେ କିଛି ଦିନ ତଳେ

କାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା

ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୪ ତାରିଖରେ ଉପକୂଳ ଓଡିଶାରେ ସର୍ବାଧିକ ପ୍ରଭାବ ରହିପାରିବ । ୩ ତାରିଖ ସଂଧ୍ୟାଠାରୁ ଦକ୍ଷିଣ ଉପକୂଳ ଓଡିଶାରେ ହାଲୁକାରୁ