Odia News Portal
Yearly Archives

2021

କରୋନା ସଂକ୍ରମଣରୁ ପିଲାଙ୍କୁ ସୁରକ୍ଷା ଦେଇପାରେ ମିଳିମିଳା ଟିକା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସିରିନଥିବା ବେଳେ ତୃତୀୟ ଲହରକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ତୃତୀୟ ଲହର ସୁଦ୍ଧା ଟିକାଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ଏବେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଟିକା ନେଉଛନ୍ତି । ତେବେ ଦେଶରେ ଛୋଟ ଶିଶୁଙ୍କ ଲାଗି ଟିକା ଆସିନାହିଁ । ସୂଚନା

ଲଭ୍‌- ସେକ୍ସ ପରେ ଧୋକା ଦେଲା ପ୍ରେମିକ, ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର: ପୁଣି ପ୍ରେମ ଶବ୍ଧରେ ଲାଗିଲା କଳଙ୍କର ଛିଟା । ଲଭ-ସେକ୍ସ ପରେ ଧୋକା ଦେଲା ପ୍ରେମିକ । ଏପରିକି ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହୋଇଥିବା ବେଳେ ଭାଙ୍ଗି ଦେଇଛନ୍ତି ବେଇମାନ ପ୍ରେମିକ । ଶେଷରେ ପରିବାର ଲୋକଙ୍କ ଗାଳି ସହି ନପାରି ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ ।

ଖେଳ ଆରମ୍ଭରୁ ଭାରତକୁ ଝଟକା

ସାଉଥମ୍ପଟନ୍‌: ଷଷ୍ଠଦିନ ଖେଳ ଆରମ୍ଭରୁ ଭାରତକୁ ଲାଗିଛି ଝଟକା । ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରା ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ଭାରତ ଏବେ ୭୯ ରନରେ ୪ଟି ୱିକେଟ ହରାଇଛି । ଆଜିଙ୍କ୍ୟା ରାହାଣେ ଓ ଋଷଭ ପନ୍ଥ ଏବେ ପଡ଼ିଆରେ ବ୍ୟାଟିଂ ଜାରି

କିଡନୀ ରୋଗରେ ଛଟପଟ ଲୋପାଙ୍କୁ ସାହାଯ୍ୟ କରିବାକୁ ନିବେଦନ

ଜଟଣୀ: ଯିଏ ସିନ୍ଥିରେ ସିନ୍ଦୁର ଦେଇଥିଲା ସିଏ ପର କରିଦେଲା । ଯାହା ହାତ ଧରି ବାହା ହୋଇଥିଲେ ସିଏ ହାତ ଛାଡିଦେଲା । ରୋଗର ଯନ୍ତ୍ରଣା ସାଙ୍ଗକୁ ମାନସିକ ଯନ୍ତ୍ରଣାରେ ଛଟପଟ । ଇଏ ହେଉଛନ୍ତି ଲୋପାମୁଦ୍ରା ନାୟକ । ଘର ଜଟଣୀ । ୨୦୧୫ ମସିହାରେ ପୁରୀ ଜିଲ୍ଲା ଗୋପ ଥାନା ଗଡନିପାଣିଆର ସୁରେନ୍ଦ୍ର

୧୧ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭଦ୍ରକ: ଲକଡାଉନରେ ମାତିଛନ୍ତି ନିଶା ମାଫିଆ । ପ୍ରତିଦିନ ଧରା ହେଉଛି ନିଶାଡ଼ି । ତେବେ ଏହାରି ଭିତରେ ଭଦ୍ରକରୁ ଆସିଛି ଏକ ବଡ଼ ଖବର । ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହା ସହ ଦୁଇଜଣଙ୍କୁ ଗିରଫ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଭଦ୍ରକ ମଚେଲ ଛକ ନିକଟରେ ବାଇକରେ

ସ୍ନାନ ଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା

ପୁରୀ: ଚଳିତବର୍ଷ ସ୍ନାନ ଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା । କରୋନା କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଗଜପତିଙ୍କ ପ୍ରତିନିଧି ମୁରିରସ୍ତ କରିବେ ଛେରା ପହଁରା ନୀତି । ଆଜି ଏନେଇ ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଥାଉକି,

ଦେଶରେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ

ନୂଆଦିଲ୍ଲୀ: ଦେଶରେ କରୋନାର ୨ୟ ତରଙ୍ଗ ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୫୦,୮୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଦେଶ ପାଇଁ ଏବେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ ବୋଲି ଗବେଷଣାରୁ ଜଣାପଡିଛି। ଏବେ ମୋଟ ସଂକ୍ରମିତଙ୍କ ମଧ୍ୟରେ ଡେଲଟା

ଯୁକ୍ତ ୨ ଛାତ୍ର ଛାତ୍ରୀଙ୍କୁ ୨୫ରୁ ମିଳିବ ଆଡମିଟ କାର୍ଡ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡମିଟ କାର୍ଡ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଆସନ୍ତା ୨୫ ତାରିଖରୁ ଝଇଗଝ ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍

ଇଣ୍ଡିଗୋ ଏୟାରଲାନ୍ସର ଅଫର, ଟିକା ନେଇଥିବା ଲୋକଙ୍କୁ ମିଳିବ ସ୍ୱତନ୍ତ୍ର ରିହାତି

ନୂଆଦିଲ୍ଲୀ: ଦେଶରେ ଟିକାକରଣ କରିବାକୁ ସରକାର ଅନବରତ ସଚେତନ କରିଚାଲିଛନ୍ତି। ଟିକାକରଣକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ଆକର୍ଷଣୀୟ ଅଫର୍ ମଧ୍ୟ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭାରତର ଟିକାକରଣ କାର‌୍ୟ୍ୟକ୍ରମକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଇଣ୍ଡିଗୋ

ନକଲି ଔଷଧ ମାମଲାରେ ୩ଜଣଙ୍କୁ ଗିରଫ କଲା ଏସଟିଏଫ୍‌

କଟକ: ନକଲି ଔଷଧ ଜବତ । ୩ଜଣଙ୍କୁ ଗିରଫ କଲା ଏସଟିଏଫ । ତେବେ କମ୍ପାନୀ ମୁଖ୍ୟ ଶିବ ଜେନା ଫେରାର । ଔଷଧ ବିତରଣ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ସମେତ ୩ ଗିରଫ । ମୁମ୍ବାଇରେ ଏସଟିଏଫର ଏକ ଟିମ୍ ରହିଥିବା ସୂଚନା ମିଳିଛି । ହିମାଚଳର ଏକ କମ୍ପାନୀରୁ ମେଡିସିନ କିଣାଯାଉଥିବା ସୂଚନା ମିଳିଛି ।