ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ
କଟକ: ବେଆଇ ଭାବରେ ଚାଲିଥିଲା ଇଟାଭାଟି । ଚଢ଼ାଉ କରିବା ଲାଗି ଯାଇଥିଲେ ରାଜସ୍ୱ ନିରୀକ୍ଷକ । ଶେଷରେ ଆକ୍ରମଣର ଶିକାର ହୋଇଛନ୍ତି ରାଜସ୍ୱ ନିରୀକ୍ଷକ । କଟକ ଜିଲ୍ଲା ମାହାଙ୍ଗା ମହାଙ୍ଗା ତହସିଲ ଅଧିନସ୍ଥ ପର୍ଶୁରାମପୁର ଅଞ୍ଚଳରେ ବେଆଇ ଭାବରେ ଚାଲିଥିବା ଇଟାଭାଟି ଉପରେ ଚଢ଼ାଉ କରିବାକୁ ଯାଇଥିବା!-->…
