Odia News Portal
Yearly Archives

2021

ସ୍ୱପ୍ନରେ ସାପ ଦେଖିବା ଶୁଭ ନା ଅସୁଭ

ମଣିଷ ଶୋଇଲା ମାନେ ସ୍ବପ୍ନ ଦେଖେ। କିନ୍ତୁ ଉଠିବାବେଳକୁ ସ୍ବପ୍ନ ଆଉ ମନେନଥାଏ ଅଥବା ହାଲୁକା ମନେଥାଏ। କିନ୍ତୁ ବେଳେବେଳେ ଆମେ ସ୍ବପ୍ନରେ ଏମିତି କିଛି ଜିନିଷ ଦେଖିଥାଉ ଯାହା ପରେ ଡରିଯାଉ ଏବଂ ନିଦ ଭାଙ୍ଗିଯାଏ। ବେଳେବେଳେ ନିଦରୁ ଉଠିବା ପରେ ସ୍ବପ୍ନ ଆଖି ଆଗରେ ଝଲସୁଥାଏ। ମନକୁ ବାରମ୍ବାର

କେମିତି ପାଇବେ ସୁନ୍ଦର ଓଠ

ସୁନ୍ଦର ତ୍ୱଚା ସହ ସୁନ୍ଦର ଓଠ ସମସ୍ତଙ୍କୁ ଦରକାର। ସେଥିପାଇଁ ଆମେ ବହୁତ କିଛି କସ୍‌ମେଟିକ ଜିନିଷ ବଜାରରୁ ଆଣି ବ୍ୟବହାର କରିଥାଉ। କେତେ କ’ଣ ଲଗାଇଥାଉ। କିନ୍ତୁ ପ୍ରାକୃତିକ ଉପାୟରେ ମଧ୍ୟ ଓଠ ସୁନ୍ଦର ହୋଇପାରିବ। ରୋଷେଇ ଘରେ ପ୍ରତିଦିନ ବ୍ୟବହାରରେ ଲାଗୁଥିବା ହଳଦୀ ଓଠର ସୁନ୍ଦରତାକୁ

ନୁଦୁରାମ ସୋରେନଙ୍କୁ ମିଳିଲାମରଣତ୍ତୋର ବୀର ଚକ୍ର

ଲଦାଖର ଗଲୱାନ୍ ଘାଟିରେ ଅପରେସନ୍ ସ୍ନୋ ଲିଓପାର୍ଡ ବେଳେ ଚାଇନାର ସେନା ସହ ଲହୁଲୁହାଣ ହୋଇ ସହିଦ ହୋଇଥିବା ଓଡ଼ିଆ ସେନା ଅଧିକାରୀ ନୁଦୁରାମ ସୋରେନ ମରଣୋତ୍ତର ବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି। ନାଏବ ସୁବେଦାର ନୁଦୁରାମଙ୍କ ପତ୍ନୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ମରଣୋତ୍ତର

ଡିଜେ ସାଉଣ୍ଡରେ ମରିଗଲେ ୬୦ କୁକୁଡା

ଡିଜେ ବାଜିବାରୁ ହୃଦଘାତରେ ମରିଗଲେ ୬୦ରୁ ଅଧିକ କୁକୁଡ଼ା। ଏନେଇ କୁକୁଡ଼ା ଚାଷୀ ରଞ୍ଜିତ ପରିଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ଥାନା ଅନ୍ତର୍ଗତ କାଣ୍ଡଗରଡ଼ି ଗାଁରେ । ସୂଚନାଅନୁସାରେ, ଗତକାଲି କାଣ୍ଡଗରଡ଼ି ଗାଁର ଜଣଙ୍କର ଝିଅ ବାହାଘରକୁ

ନିୟମିତ ହେବ ଠିକା ଡାଟାଏଣ୍ଟ୍ରି ଅପରେଟର

ରାଜ୍ୟରେ ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର। ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଆଉଟସୋର୍ସିଂରେ ୪ ଟି ବିଭାଗରେ କାର୍ଯ୍ୟରତ ଅଛନ୍ତି ଡାଟାଏଣ୍ଟ୍ରି ଅପରେଟର। ନିୟମିତ ହେବାକୁ ଥିବା ଡାଟାଏଣ୍ଟ୍ରି

ଅଣ୍ଡା ତରକାରୀ ପାଇଁ ମାଆକୁ ହତ୍ୟା

ଯେଉଁ ମା’ ଦଶମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ପଣତ କାନିରେ ନିଜ ମୁହଁ ପୋଛି ଦେଉଥିଲା। ସେହି ମାକୁ’ ହାଣି ହତ୍ୟା କଲା ପୁଅ। ଏପରି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସଦରଥାନା ଅନ୍ତର୍ଗତ ଇବ୍ ଗାଁରେ। ମୃତ ମହିଳା ଜଣଙ୍କ ହେଲେ କୁମୋଦିନୀ ଭୋଇ। ତାଙ୍କୁ ୪୫ବର୍ଷ ହୋଇଥିଲା। ଅଭିଯୁକ୍ତ ପୁଅ

ପରମବୀର ସିଂଙ୍କୁ ପଳାତକ ଘୋଷଣା

ବେଆଇନ ଅର୍ଥ ଆଦାୟ ମାମଲାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଏବେ ସ୍ଥାନୀୟ ଅଦାଲତ ପଳାତକ ଘୋଷଣା କରିଛନ୍ତି । ଅଦାଲତର ଆଦେଶ ପରେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି । ଅନ୍ୟପଟେ ସୋମବାରଦିନ ପରମବୀର ସିଂଙ୍କ ଓକିଲ ସୁପ୍ରିମ କୋର୍ଟରେ

ଜୁନିଅର ବିଶ୍ୱକପ ହକି ପାଇଁ କଳିଙ୍ଗ ପ୍ରସ୍ତୁତ

ବିଶ୍ୱ ହକିର ପରିଚିତ କେନ୍ଦ୍ର ପାଲଟିଛି ଭୁବନେଶ୍ୱରର ଆଇକନିକ୍ କଳିଙ୍ଗ ଷ୍ଟାଡିୟମ । ଭାରତର ହକି ହୋମ୍ ଭାବେ ଲୋକପ୍ରିୟତା ହାସଲ କରିଥିବା କଳିଙ୍ଗ ହକି ଷ୍ଟାଡିୟମ ଆଉ ଏକ ବିଶ୍ୱ ଟୁର୍ଣ୍ଣାମେଂଟ ଆୟୋଜନ ପାଇଁ ପ୍ରସ୍ତୁତ । ଏଥର କଳିଙ୍ଗରେ ଆୟୋଜିତ ହେଉଛି ଜୁନିିଅର ବିଶ୍ୱକପ୍ ହକି । ଏଥିପାଇଁ

କାହିଁକି ପୁରୁଷ ଓ ମହିଳାଙ୍କ ସାର୍ଟ ବଟମ ଅଲଗା

ବହୁତ ଲୋକ ସାର୍ଟ ପିନ୍ଧିବାକୁ ଭଲ ପାଆନ୍ତି। ଏହି ପୋଷାକ ଯେତିକି ଆରାମ ଦାୟକ ପିନ୍ଧିବାକୁ ମଧ୍ୟ ସେତେ ଭଲ ଲାଗେ। କିନ୍ତୁ ପୁରୁଷ ଓ ମହିଳା ମାନଙ୍କର ସାର୍ଟ ସମ୍ପୁର୍ଣ୍ଣ ଭିନ୍ନ ଅଟେ। ବିଶେଷ କରି ମହିଳାମାନଙ୍କ ସାର୍ଟରେ ବଟମ ବାମ ପଟେ ଥିବାବେଳେ ପୁରୁଷ ମାନଙ୍କର ବଟମ ଡାହାଣ ପଟେ ଥାଏ।

ଭକ୍ତ ଦେଖିବେ ଭଗବାନଙ୍କ ନୂଆ ରୂପ

ପ୍ରଗତି ପଥରେ ଆଗେଇ ଚାଲିଛି ଶ୍ରୀକ୍ଷେତ୍ରର ରୂପରେଖ। ଦେଖିବାକୁ ମିଳିଛି ବହୁ ପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର ର ଝଲକ। କିଭଳି ଭାବେ ଶ୍ରୀମନ୍ଦିର ଚୌହଦୀ ରୂପରେଖ ବଦଳାଯିବ, ତା’ର ଚିଠା ଡିଜାଇନ୍ ୨୦୧୯ରେ ପ୍ରସ୍ତୁତ କରାଯାଇଥିଲା। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ