Odia News Portal
Yearly Archives

2021

କେନ୍ଦ୍ରାପଡ଼ାରେ ଟିକାକରଣ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଯାଇଛି ଟିକାକରଣ | ଜିଲ୍ଲାପାଳ ଅମୃତ ଋତୁରାଜ ଫିତା କାଟି ଟିକାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କିଶୋର ଚନ୍ଦ୍ର ମିଶ୍ର…

ଭଦ୍ରକରେ ଟିକାକରଣର ମହା ଅଭିଯାନ

ଭଦ୍ରକ: ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ମହା ଅଭିଯାନ | ଶେଷ ଲଢେଇ ସଦୃଶ ଆଜିଠୁ ଦେଶ ସମେତ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଏହି କ୍ରମରେ ଆଜି ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି ଟିକାକରଣ| ଜିଲ୍ଲାରେ ପ୍ରଥମ ପର୍ଯାୟରେ ୮,୫୬୬ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ଟିକାକରଣ…

ରବିବାର ଦିଆଯିବ ନାହିଁ ଟିକା

ଭୁବନେଶ୍ୱର: କରୋନା ବିରୁଦ୍ଧରେ ଆରମ୍ଭ ହୋଇଯାଇଛି ମହାସମର | ସାରା ଦେଶ ସମେତ ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ ।ତେବେ ରାଜ୍ୟରେ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟା ସକାଳ ସାଢେ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ମୋଟ ୧୬୧ଟି ଟିକାକରଣ କେନ୍ଦ୍ରରେ ଦିଆଯାଉଛି କରୋନା…

ଟିକାକରଣର ଫିଡବ୍ୟାକ୍‌ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଫିଡବ୍ୟାକ୍‌ ନେଲେ ମୁଖ୍ୟମନ୍ତ୍ରୀ | ଟିକାକରଣ ନେଇ ଫିଡବ୍ୟାକ୍‌ ନେଲେ ମୁଖ୍ୟମନ୍ତ୍ରୀ ନବୀନ | ଭିଡ଼ିଓ କନଫରେନସିଂ ଜରିଆରେ ବିଭିନ୍ନ ହସ୍ପିଟାଲରୁ ଫିଡବ୍ୟାକ୍‌ ନେଇଛନ୍ତି | ଭିଡ଼ିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ନେଇଥିବା ସଫେଇ…

କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ

ଭୁବନେଶ୍ୱର: କରୋନା ବିରୁଦ୍ଧରେ ମହାସମର | ସାରା ଦେଶ ସମେତ ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ । ରାଜ୍ୟରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ଟିକାକରଣ |ତେବେ ପ୍ରଥମେ ଜଣେ ସଫେଇ କର୍ମଚାରୀଙ୍କୁ ଦିଆଯାଇଛି କରୋନା ମହାମାରୀର ପ୍ରଥମ ଟିକା। ପ୍ରଥମ ପର୍ଯାୟରେ ପ୍ରାୟ ରାଜ୍ୟର ୧…

ଦେଶରେ ଟିକାକରଣର ଶୁଭାରମ୍ଭ

ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣର ମହାସମର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକକଲ୍ୟାଣ ମାର୍ଗରୁ ଟିକା ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦେଶରେ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କୁ ଟିକା ଦିଆଯାଉଛି । ଦେଶର ସମୁଦାୟ ୩୦୦୦…