କଟକରୁ ନକଲି ଔଷଧ ଜବତ: ଆଜି ଗୟା ଓ ବେଙ୍ଗଲୁରୁ ଯିବ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍
କଟକ ସହରର ୩ଟି ଫାର୍ମରେ ଚଢ଼ାଉ କରି ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ।
କଟକ ସହରର ନିମଚଉଡ଼ିସ୍ଥିତ କ୍ୟାଲ ଏଜେନ୍ସି ଓ ନୟାସଡ଼କର ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମ୍ଏଚ୍ ଫାର୍ମାସୀ ଭଳି ୩ଟି ଫାର୍ମରୁ ଟେଲମା-୪୦ ବ୍ରାଣ୍ଡର ଏହି ନକଲି ଔଷଧ ଜବତ!-->!-->!-->…