Odia News Portal
Yearly Archives

2022

କଟକରୁ ନକଲି ଔଷଧ ଜବତ: ଆଜି ଗୟା ଓ ବେଙ୍ଗଲୁରୁ ଯିବ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍

କଟକ ସହରର ୩ଟି ଫାର୍ମରେ ଚଢ଼ାଉ କରି ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ । କଟକ ସହରର ନିମଚଉଡ଼ିସ୍ଥିତ କ୍ୟାଲ ଏଜେନ୍ସି ଓ ନୟାସଡ଼କର ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମ୍ଏଚ୍ ଫାର୍ମାସୀ ଭଳି ୩ଟି ଫାର୍ମରୁ ଟେଲମା-୪୦ ବ୍ରାଣ୍ଡର ଏହି ନକଲି ଔଷଧ ଜବତ…

ଭଦ୍ରକ ଆଖଣ୍ଡଳମଣି ପୀଠର ବିକାଶ କାମର ସମୀକ୍ଷା କରିବେ ସିଏସ ଓ ୫-ଟି ସଚିବ

ଭଦ୍ରକ ଆଖଣ୍ଡଳମଣି ପୀଠର ବିକାଶ କାମର ଆଜି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସଚିବ ୫-ଟି ସଚିବ ଭି.କେ ପାଣ୍ଡିଆନ । ଅପରାହ୍ନ ୪ଟାରେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ ମନ୍ଦିର ପରିଦର୍ଶନ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ । ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଓ…

ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି

ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ୨୦୨୧ ଡିସେମ୍ବର 31 ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ ସଂପତ୍ତିର ମୂଲ୍ୟ 64 କୋଟି 87 ଲକ୍ଷ ଟଙ୍କା ରହିଛି । ଏବେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୯୮୦ ମସିହାର ଆମ୍ବାସଡର କାର ରହିଛି ।…

ଏବେ ଏକ ଡଲାରର ମୂଲ୍ୟ ୮୧ ଟଙ୍କା

ଡଲାର ତୁଳନାରେ ଭାରତୀୟ ଟଙ୍କାର ଅବନତି ଜାରି ରହିଛି। ଶୁକ୍ରବାର ପ୍ରାରମ୍ଭିକ କରବାରରେ ଟଙ୍କା ରେକର୍ଡ ସ୍ତରକୁ ଖସି ୩୯ ପଇସା ହ୍ରାସ ପାଇଛି | ଏବେ ଏକ ଡଲାରର ମୂଲ୍ୟ ୮୧.୧୮ ଟଙ୍କା | ଡଲାର ତୁଳନାରେ ଟଙ୍କାର ଏହା ହେଉଛି ସର୍ବକାଳୀନ ସର୍ବନିମ୍ନ ସ୍ତର । ଆମେରିକାର ଫେଡେରାଲ ରିଜର୍ଭ…

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦

ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍‌ ନାଗପୁରର ବିଦର୍ଭ କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ । ମୋହାଲିରେ ଶୋଚନୀୟ ପରାଜୟ ପରେ ଟିମ୍‌ ଇଣ୍ଡିଆରେ ନାଗପୁରରେ କର ବା ମର ପରିସ୍ଥିତିର ସାମ୍ନା କରିବ…

୩୪ ଏକରରେ ବାଲିଯାତ୍ରା

ବିଏଆରଏଫଆଇ ପ୍ରକଳ୍ପକୁ ନେଇ ଏନଜିଟି ନିର୍ଦ୍ଦେଶ ପରେ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ବାଲିଯାତ୍ରାକୁ ନେଇ କିଛି ଦ୍ୱନ୍ଦ ନାହିଁ , ୩୪ ଏକର ଜାଗାରେ ହେବ ବାଲିଯାତ୍ରା । ସବୁଜ ବଳୟ ନେଇ ଏନଜିଟିଙ୍କ ନିର୍ଦ୍ଦେଶରେ ସବୁ କାମ ହେବ ବୋଲି କହିଲେ ଜିଲ୍ଲାପାଳ ।ତେବେ ୨ ବର୍ଷ ହେବ କରୋନା…

ଉତ୍ତରକାଶୀରେ ପ୍ରବଳ ବର୍ଷାରୁ ଭୂସ୍ଖଳନ, ଗଙ୍ଗୋତ୍ରୀରେ ଯୋଗାଯୋଗ ବିଚ୍ଛିନ୍ନ

ଉତ୍ତରାଖଣ୍ଡ ଉତ୍ତରକାଶୀରେ ବାଦଲ ଫଟା ବର୍ଷା ଫଳରେ ସ୍ଥିତି ଅଣାୟତ୍ତ ହୋଇଛି । ପ୍ରବଳ ବର୍ଷାରେ ଗଙ୍ଗା ଘାଟିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପାହାଡ଼ରୁ ବଡ଼ବଡ଼ ପଥର ଖଣ୍ଡ ଖସି ଗଙ୍ଗୋତ୍ରୀ ଜାତୀୟ ରାଜପଥ ହେଗ୍ଲୁଗାଡ ଏବଂ ସୁନାଗରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଦେଢ ହଜାରରୁ…

ରାଜ୍ୟରେ ୫ ଦିନ ଶୁଖିଲା ପାଗ

ରାଜ୍ୟରେ ଆଜିଠୁ ଶୁଖିଲା ରହିବ ପାଗ । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଲଘୁଚାପ ପ୍ରଭାବ କମିବା ଫଳରେ ବର୍ଷାର ପରିମାଣ ଓ ବିସ୍ତୃତି କମିଛି । ତେବେ, ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ଆସନ୍ତାକାଲି, ୨୬ ଓ ୨୭…

ବିଭିନ୍ନ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର

ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛନ୍ତି । ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୋଳ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ମନ୍ତ୍ରୀ…

ଅଭିନେତା ବାବୁସାନ ଅସୁସ୍ଥ, ହସ୍ପିଟାଲରେ ଚିକିତ୍ସାଧୀନ

ଓଡ଼ିଆ ଫିଲ୍ମ ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ ହୋଇପଡ଼ିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅକ୍ସିଜେନ କମିଯିବାରୁ ବାବୁସାନ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି। କିଛି ଦିନ ପୂର୍ବେ ବାବୁସାନ ‘ରାଇଡିଂ ଫର୍‌ ଦମନ୍‌’ ପାଇଁ ଲଦାଖ ଯାଇଥିଲେ । ସେଠାରେ…