Odia News Portal
Yearly Archives

2022

ପ୍ରବଳ ବର୍ଷା ସମ୍ଭାବନା,୧୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର ଦିଗରେ ଗତି କରି ଛତିଶଗଡ଼ ମୁହାଁ ହୋଇଛି । ବାୟୁମଣ୍ଡଳରେ ୫.୮ କିମି ଯାଏଁ ଲମ୍ବିଛି ଲଘୁଚାପ କ୍ଷେତ୍ର । ଆଗାମୀ ଦୁଇଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଲଘୁଚାପ ସ୍ଥଳଭାଗ ମୁହାଁ ହୋଇଥିବାରୁ ପଶ୍ଚିମ

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସ୍ପାଇସ୍‌ଜେଟ୍‌ର କଟକଣା

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଘରୋଇ ଏୟାରଲାଇନ୍ସ ସ୍ପାଇସ୍‌ଜେଟ୍ ବିରୋଧରେ ଲାଗୁ କରାଯାଇଥିବା ଉଡାଣ କଟକଣା ମିଆଦକୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫଳରେ ସ୍ପାଇସ୍‌ଜେଟ୍‌ର ୫୦ ପ୍ରତିଶତ ବିମାନ ଆକାଶରେ ଉଡିପାରିବ । ସୂଚନାଯୋଗ୍ୟ ଏକାଧିକ

ପେପର ପ୍ଲେଟ୍ କାରଖାନାରେ ଅଗ୍ନିକାଣ୍ଡ, ୩ ମୃତ

ଆନ୍ଧ୍ରପ୍ରଦେଶଣ ଚିତ୍ତୁର ଜିଲ୍ଲାରେ ଥିବା ଏକ ପେପର ପ୍ଲେଟ୍ କାରଖାନାରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୩ ଜଣ ପ୍ରାଣ ହରାଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି । ମୃତାହତମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡିଛି । ତିନିଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଦେହାନ୍ତ

ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ପରଲୋକ ହୋଇଯାଇଛି। ରମ୍ଭା ସ୍ଥିତ ବାସଭବନରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଦିକନ୍ଦ ସେଠୀ ୨୦୦୯ ମସିହାରେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ

ଆଇଏଫ୍‍ଏସ୍‍ ସ୍ତରରେ ଅଦଳବଦଳ

ରାଜ୍ୟ ସରକାର ଆଇଏଫଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ୧୯୮୯ ବ୍ୟାଚର ଆଇଏଫଏସ ତଥା ରାଜ୍ୟ ପରିବେଶ ବିଭାଗର ନିର୍ଦ୍ଦେଶକ ସୁଶାନ୍ତ ନନ୍ଦଙ୍କୁ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ନୋଡାଲ) ଭାବେ ବଦଳି କରାଯାଇଛି। ଏହାସହ ସେ ପୂର୍ବପରି ଚିଲିକା ଉନ୍ନୟନ

ପାକିସ୍ତାନୀ ଅଭିନେତାଙ୍କ ପ୍ରେମରେ ଅମିଷା ପଟେଲ

ପୁଣି ଚର୍ଚ୍ଚାରେ ପାକିସ୍ତାନୀ ଓ ବଲିଉଡ ଷ୍ଟାର୍‌। ନୂଆ ସଂସାର ଗଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଗଦର୍‌ ଫେମ୍‌ ଅଭିନେତ୍ରୀ ଅମିଷା ପଟେଲ। ୪୬ ବର୍ଷ ଯାଏଁ ସିଙ୍ଗିଲ୍‌ ରହିବା ପରେ ଏବେ ବିବାହ କରିବାକୁ ପ୍ରସ୍ତୁତ ହୋଇଛନ୍ତି ଅମିଷା। ତେବେ ସେ କୌଣସି ବଲିଉଡ ଷ୍ଟାର୍‌ଙ୍କୁ ନୁହେଁ ପାକିସ୍ତାନୀ

ପଣସ ମଞ୍ଜିରୁ ମିଳେ ଏହି ଫାଇଦା

ପଣସର ଫାଇଦା ବିଷୟରେ ଆପଣ ଅଳ୍ପ ବହୁତ ଜାଣିଥିବେ। ଏହା ଏକ ସୁପରଫୁଡ୍, ଯାହାର ନ୍ୟୁଟ୍ରିସନାଲ୍ ଭାଲ୍ୟୁ ଢ଼େର୍ ଅଧିକ ରହିଛି। ଅନେକ ଲୋକ ପଣସ ଖାଇବା ସମୟରେ ଏହାର ମଞ୍ଜିକୁ ଫିଙ୍ଗି ଦିଅନ୍ତି। କିନ୍ତୁ ଯଦି ଆପଣ ଏହାର ଫାଇଦା ବିଷୟରେ ଜାଣିବେ, ତ ନିଶ୍ଚୟ ଖାଇବା ଆରମ୍ଭ କରି ଦେବେ। ପଣସ ମଞ୍ଜି

କୃଷକଙ୍କ ପାଇଁ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର

କୃଷକଙ୍କ ପାଇଁ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ଗୁଡ଼ିକ କମ୍ପ୍ୟୁଟରୀକରଣ କରାଯିବ । ରାଜ୍ୟରେ ମୋଟ ୨୭୧୦ଟି ପ୍ୟାକ୍ସ ଥିବାବେଳେ ଆସନ୍ତା ଅକ୍ଟୋବର ମାସ ପହିଲା ସୁଦ୍ଧା ୨୬୦୦ଟି ପ୍ୟାକ୍ସରେ କମ୍ପ୍ୟୁଟରୀକରଣ

ଏଣିକି ଜେଲ୍‌ରେ ରୋମାନ୍ସ କରିବେ କଏଦୀ, ମିଳିବ ୨ ଘଣ୍ଟା ସମୟ

ଜେଲ୍‌ରେ ନିଜ ପାର୍ଟନରଙ୍କ ସହ ରୋମାନ୍ସ କରିପାରିବେ କଏଦୀ । ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସରକାର କଏଦୀମାନଙ୍କୁ ନିଜ ପାର୍ଟନରଙ୍କ ସହ ରୋମାନ୍ସ କରିବାକୁ ଅନୁମତି ଦେଇଛନ୍ତି । ଏଣିକି କଏଦୀମାନେ ଜେଲର ଚାରିକାନ୍ଥ ଭିତରେ ଥାଇବି ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଆଗକୁ ବଢ଼ାଇ ପାରିବେ ।

ଏମିତି ଏକ ଶିବ ମନ୍ଦିର, ଯାହା କେବଳ ମହାଶିବରାତ୍ରୀରେ ଖୋଲାଯାଏ

ଆମ ଦେଶ ତଥା ଅନ୍ୟ କେତେକ ଦେଶରେ ଦେବ ଦେବ ମହାଦେବଙ୍କର ବହୁ ମନ୍ଦିର ଅଛି। ସେଥି ମଧ୍ୟରୁ ପ୍ରାୟ ଶୈବପୀଠ ବର୍ଷସାରା ଖୋଲା ରହୁଥିବାବେଳେ, ଆଉ କେତେକ ମାତ୍ର କିଛି ମାସ ପାଇଁ ଖୋଲାହୁଏ । କିନ୍ତୁ, ମଧ୍ୟପ୍ରଦେଶରେ ମହାଦେବଙ୍କର ଏପରି ଏକ ମନ୍ଦିର ଅଛି, ଯାହା କେବଳ ମହାଶିବରାତ୍ରୀରେ ଖୋଲିଥାଏ।