ଦିଲ୍ଲୀ ନଗର ନିଗମ ନିର୍ବାଚନ: ୧୩୪ ସିଟ୍ରେ ଜିତିଲା ଆପ୍
ଦିଲ୍ଲୀ ଏମସିଡିରେ ଚାଲିଲା ଝାଡୁ । ୧୫ ବର୍ଷ ବିଜେପି ଶାସନରେ ଝାଡୁ ଲଗେଇଲା ଆମ ଆଦମୀ ପାର୍ଟି । ନଗର ନିଗମ ନିର୍ବାଚନରେ ଆପ୍ର ବାଜିମାତ । କେଜରିଓ୍ବାଲଙ୍କ ଦଳ ବହୁମତ ସଂଖ୍ୟା ପାର କରିସାରିଥିବା ବେଳେ ବିଜେପି ଦୁଇ ନମ୍ବରକୁ ଖସି ଆସିଛି । ଦୀର୍ଘ ଦେଢ଼ ଦଶନ୍ଧୀ ପରେ ଏମସିଡିରେ ଭାରତୀୟ!-->…