Odia News Portal
Yearly Archives

2022

ବଢିଲା ଟମାଟୋ ଦର

ବଜାରରେ ହୁ ହୁ ହୋଇ ବଢୁଛି ଟମାଟୋ ଦର । ୪ ଦିନ ତଳେ ଟମାଟୋ ଦର ୨୫ରୁ ୩୦ ଟଙ୍କା ଦରରେ ବିକ୍ରୀ ହେଉଥିବାବେଳେ ଏବେ ଏହା ୮୦ରୁ ୯୦ ଟଙ୍କାରେ ବିକ୍ରୀ ହେଉଛି । ସପ୍ତାହକ ଭିତରେ ଟମାଟୋର ମୂଲ୍ୟ ପ୍ରାୟ ୩ ଗୁଣା ବୃଦ୍ଧି ପାଇଛି । କିଛିଦିନ ତଳେ ଲେମ୍ବୁ ଦର ବୃଦ୍ଧି ପାଇଥିବାବେଳେ ଏବେ ଟମାଟୋ

ପ୍ରଥମେ ଥଇଥାନ ପରେ ଉଚ୍ଛେଦ: କଟକ ମହାନଗର ନିଗମ

କଟକ ବସ୍ତି ବାସିନ୍ଦାଙ୍କ ଉଚ୍ଛେଦକୁ ନେଇ ଇଡକୋର ନୋଟିସ୍ ଘଟଣାରେ ହସ୍ତକ୍ଷେପ କରିଛି କଟକ ମହାନଗର ନିଗମ | ପ୍ରଥମେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବା ପରେ ଉଚ୍ଛେଦ କରିବାକୁ ପରାମର୍ଶ ଦିଆଯାଇଛି | ଯେପର୍ଯ୍ୟନ୍ତ ଥଇଥାନ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି

ଶ୍ରୀମନ୍ଦିରରେ ପୁଣି ଘଟିଲା ଅଘଟଣ

ପୁରୀ ଶ୍ରୀମନ୍ଦିରରେ ପୁଣି ଘଟିଛି ଅଘଟଣ । ଗରମ ଡାଲି ପଡ଼ି ଯିବାରୁ ଜଣେ ବୋଝିଆ ଆହତ ହୋଇଛନ୍ତି। ଆହତ ବୋଝିଆଙ୍କ ଘର ପୁରୀ ମିଶ୍ର ସାହିର ହୋଇଥିବା ବେଳେ ତାଙ୍କ ନାଁ ବିଶ୍ଵନାଥ ବେହେରା । ସୂଚନା ଅନୁସାରେ, ଭୋଗମଣ୍ଡପ ଦ୍ଵାର ମୁହଁରେ ମହାପ୍ରସାଦ ନେବା ବେଳେ ଗରମ ଡାଲି ଶରୀରରେ ପଡି

ପାଠ ପଢ଼ିବା ପାଇଁ ପାକିସ୍ତାନ ନ ଯିବାକୁ ଡ଼ାକ୍ତରୀ ଛାତ୍ରଙ୍କୁ ପରାମର୍ଶ

ଭାରତୀୟ ମେଡିକାଲ ଛାତ୍ରମାନଙ୍କ ପାଇଁ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏବଂ ଡେଣ୍ଟାଲ କାଉନସିଲ ଅଫ୍ ଇଣ୍ଡିଆ (ଡିସିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଜାରି କରିଛନ୍ତି । ଏଥିରେ ପାଠ ପଢ଼ିବା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ ପାକିସ୍ତାନ

ସହିଦ୍ ଓଡ଼ିଆ ଯବାନଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ନବୀନ

ଯୁଦ୍ଧ ତଥା ଉଗ୍ରବାଦର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହିଦ୍ ଓଡ଼ିଆ ଯବାନମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣକୁ ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟଯେ

ରେପୋ ରେଟ୍ ବଢ଼ାଇଲା ରିଜର୍ଭ ବ୍ୟାଙ୍କ, ମହଙ୍ଗା ହୋଇପାରେ ଋଣ

ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବୃଦ୍ଧି କରିଛି । ରେପୋ ରେଟ୍ ଋ ୪୦ ବେସିସ୍ ପଏଣ୍ଟ୍ ବଢ଼ାଇଛି ଆରବିଆଇ । ଆରବିଆଇର ଏହି ନିଷ୍ପତ୍ତି ପଛରେ ଥିବା ଉଦ୍ଦେଶ୍ୟ ହେଉଛି ମୁଦ୍ରାସ୍ଫୀତି ହ୍ରାସ କରିବା | ଆରବିଆଇର ଏହି ନିଷ୍ପତ୍ତି ସହିତ ବର୍ତ୍ତମାନ ରେପୋ ୪.୪୦ ପ୍ରତିଶତକୁ ବୃଦ୍ଧି ପାଇଛି | ଆରବିଆଇର

ନିଲାମ ହେବ ବିଶ୍ୱର ସବୁଠାରୁ ବଡ ମଦ ବୋତଲ

ଚଳିତ ମାସ ନିଲାମ ହେବ ବିଶ୍ୱର ସର୍ବବୃହତ ସ୍କଚ୍ ହ୍ୱିସ୍କି ବୋତଲ । ୩୧୧ ଲିଟର ହ୍ୱିସ୍କି ଧାରଣ କ୍ଷମତା ଏହାର ରହିଛି । ଏଇଟି ୩୨ ବର୍ଷ ପୁରୁଣା ମ୍ୟାକାଲାନ୍ ହ୍ୱିସ୍କି । ବୋତଲଟି ଇଣ୍ଟ୍ରିପିଡ୍ ନାମରେ ପରିଚିତି । ଏହାର ଉଚ୍ଚତା ୫.୧୧ ଫୁଟ । ଆସନ୍ତା ମାସ ୨୫ ତାରିଖରେ ଏଡିନ୍ବର୍ଗ ସ୍ଥିତ

ବାତ୍ୟା ଭୟ : ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନ ରଖିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଯଥା ଅତ୍ୟାବଶ୍ୟକ ଜିନିଷ ବହୁ ମାତ୍ରାରେ କ୍ରୟ କରି ମହଜୁଦ ନ ରଖିବାକୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପରାମର୍ଶ ଦେଇଛନ୍ତି । କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷଣ ନଜର ରଖାଯାଉଅଛି ଏବଂ ଆବଶ୍ୟକ ସ୍ଥଳେ ଶକ୍ତ

ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସକାଳ ୫ଟା ୩୦ମିନିଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ବାୟୁମଣ୍ଡଳ ମଧ୍ୟ ଭାଗ ଯାଏଁ ବ୍ୟାପିଛି ଘୂର୍ଣ୍ଣିବଳୟ । ୬ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା

ଅଗ୍ନିଶମ କର୍ମଚାରୀ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ଆନ୍ତର୍ଜାତିକ ଅଗ୍ନିଶମ କର୍ମଚାରୀ ଦିବସ। ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଗ୍ନିଶମ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ମୂଲ୍ୟବାନ ଆମ ଜୀବନ, ସଂପତ୍ତି ଓ ସଂପ୍ରଦାୟର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରନ୍ତି । ଆଜି ଆନ୍ତର୍ଜାତିକ