ଅର୍ଚ୍ଚନା ନାଗ ମାମଲା: ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ
ବ୍ଲାକମେଲର ଭାବେ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବିଷୟରେ ଆସିଛି ନୂଆ ଅପଡେଟ । ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ଆବେଦନ ମାମଲାରେ ଇଡିକୁ ମିଳିଛି ମଞ୍ଜୁରୀ । ଏବେ ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି । ଇଡିକୁ ୭ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅର୍ଡର ଦେଇଛନ୍ତି!-->…