Odia News Portal
Yearly Archives

2022

ବିବାହ ବନ୍ଧନରେ ବାନ୍ଧି ହେବେ ସମଲିଙ୍ଗୀ ଡାକ୍ତର

ବନ୍ଧୁତାରୁ ପ୍ରେମ । ପ୍ରେମରୁ ଦୁହେଁ ଦୁହିଁକୁ ସାରା ଜୀବନ ଜୀବନସାଥୀ କରିବାକୁ ନିଷ୍ପତ୍ତି । ଏ ପ୍ରେମ କେଉଁ ଯୁବକ ଯୁବତୀଙ୍କର ନୁହେଁ ବରଂ ଦୁଇ ଝିଅଙ୍କ କଥା ଆମେ କହୁଛୁ । ଆଉ ଏଇ ଦୁଇ ଝିଅ ପ୍ରଫେସନରେ ହେଉଛନ୍ତି ଡାକ୍ତର । ମହାରାଷ୍ଟ୍ର ନାଗପୁରର ଦୁଇ ଯୁବତୀ ଡାକ୍ତର ପରସ୍ପରକୁ ଜୀବନସାଥୀ

ଭୁବନେଶ୍ୱରର ୫ ଟି ଅଂଚଳକୁ କଂଣ୍ଟନମେଣ୍ଟ ଜୋନରେ ଘୋଷଣା କରାଗଲା

ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଆଜି ସହରର ପାଞ୍ଚଟି ସ୍ଥାନକୁ ମାଇକ୍ରୋ କଣେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ଆଚାର୍ୟ୍ୟବିହାର ସାଇ ମନ୍ଦିର ନିକଟସ୍ଥ ନିର୍ଦ୍ଧିଷ୍ଟ ଅଞ୍ଚଳ, ଆଚାର୍ୟ୍ୟ ବିହାର ପାଣିଟାଙ୍କି ଅଞ୍ଚଳ, ସତ୍ୟନଗର ଓ ବାପୁଜୀ ନଗରର

ରାଜ୍ୟରେ ଓମିକ୍ରନ ସଂଖ୍ୟା ୬୦ ଟପିଲା

ରାଜ୍ୟରେ ଓମିକ୍ରନ ଆତଙ୍କ। ବଢ଼ିଲା ଓମିକ୍ରନ୍ ଆକ୍ରନ୍ତଙ୍କ ସଂଖ୍ୟା ସଂଖ୍ୟା । ଓଡିଶାରେ ବାହାରିଲେ ୨୪ ଓମିକ୍ରନ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ଆଇଏଲ୍ଏସ୍ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଛି। ଗତ

ଆସିଲା ନବାଗତ ନାୟକ ନାୟିକାଙ୍କ “ରିଅଲ ଲଭ ଷ୍ଟୋରୀ”

ଭୁବନେଶ୍ୱର: ଟଙ୍କପାଣି ରୋଡ଼ ସ୍ଥିତ ସାଇ ମନ୍ଦିରଠାରେ ଓଡ଼ିଆ ଚଳଚ୍ଚିତ୍ର ରିୟଲ ଲଭ ଷ୍ଟୋରୀର ଶୁଭାରମ୍ଭ ହୋଇଛି । ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିଜୟ ଦ୍ବୀବେଦି, ବିନି ପଟ୍ଟନାୟକ, ସମାଜସେବୀ ଗଣେଶରାମ ଅଗ୍ରୱାଲ ପ୍ରମୁଖ ଏହି ଚଳଚ୍ଚିତ୍ର ର ଶୁଭାରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରର କାହାଣୀ

ଆରମ୍ଭ ହେଲା ମାଟ୍ରିକ୍ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା

ଆରମ୍ଭ ହୋଇଯାଇଛି ମାଟ୍ରିକ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା। ୮ ହଜାର ୯୩୧ ସ୍କୁଲରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୭୬ହଜାର ୨୨୩ ଛାତ୍ରଛାତ୍ରୀ । ୩ହଜାର ୯୩ କେନ୍ଦ୍ରରେ ହେଉଛି ପରୀକ୍ଷା । ପରୀକ୍ଷା ପାଇଁ ଶହେରୁ ଅଧିକ ସ୍କ୍ଵାଡ ଗଠନ କରାଯାଇଛି। ପ୍ରଥମ ସିଟିଂରେ ମାତୃଭାଷା ପରୀକ୍ଷା

ସୁମିତଙ୍କ ବେଡରୁମରେ ରହିବେ ବୋଲି ଜିଦ୍ଦି ଧରିଲେ ତପସ୍ୱିନୀ

ଶାଶୁଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ତପସ୍ୱିନୀଙ୍କୁ ରହିବାକୁ ଗଞ୍ଜାମ ଜିଲା ଜଜ କୋର୍ଟ ରାୟ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ ବି ମଙ୍ଗଳବାର ରାତିରେ ତପସ୍ୱିନୀ ସୁମିତଙ୍କ ଘରର ଗ୍ୟାରେଜରେ ରାତି କାଟିଛନ୍ତି । ସୁମିତଙ୍କ ପରିବାର ପକ୍ଷରୁ ତାଙ୍କୁ ରହିବାକୁ ଯେଉଁ ଘର ଦିଆ

ମାଛ ଜାଲରେ ପଡିଲା କୁମ୍ଭୀର

ମାଲକାନଗିରି: ମାଛ ଜାଲରେ ପଡିଲା ବିରାଟକାୟ କୁମ୍ଭୀର । । ମାଲକାନଗିରି ଜିଲ୍ଲା ସଦାଶିବପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଗାଁ ପୋଖରୀରେ ଗ୍ରାମବାସୀ ମାଛ ଧରୁଥିବା ସମୟରେ ମାଛ ଜାଲରେ ମାଛ ବଦଳରେ ପଡ଼ିଥିଲା ବିରାଟ କାୟ କୁମ୍ଭୀର । ମାଛ ଧରାଳି ବିରାଟକାୟ ମାଛ ଭାବି

ବନ୍ଦହେଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ ହେଲା ମାର୍କେଟ ବିଲ୍ଡିଂ । ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ମାର୍କେଟ ବିଲ୍ଡିଂଙ୍କୁ ବନ୍ଦ କରାଯାଇଛି । ଜଣେ ଉଠାଦୋକାନୀ ମାର୍କେଟ୍ ବିଲ୍ଡିଂରେ ଥିବା ଆଉ ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ । ଯାହା ଫଳରେ ମାର୍କେଟ ବିଲ୍ଡିଂ ପରିସରରେ

ଭାରତ ଆଫଗାନିସ୍ଥାନ କୁ ପଠାଇଲା ୫ ଲକ୍ଷ କୋଭାକ୍ସିନ

ଦେଶରେ କୋଭିଡ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପୁଣି କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଏହା ଏତେ ମାତ୍ରାରେ ମାରାତ୍ମକ ନହେଲେ ମଧ୍ୟ ଏହାର ଲକ୍ଷଣ ଜଣା ପଡୁନଥିବାରୁ ଏହା ଅଧିକ ମାତ୍ରାରେ ବ୍ୟାପିବାକୁ ଲାଗିଛି । ଗୋଟେ ଦିନରେ ପ୍ରାୟ ୩୬ ପ୍ରତିଶତ କୋଭିଡ କେସ୍ ସାମ୍ନାକୁ

ଓମିକ୍ରନ ପାଇଁ ଲୋକଙ୍କୁ ସଚେତନ ଓ ମାସ୍କ ବଣ୍ଟନ

ଭୁବନେଶ୍ୱର : ହୁ ହୁ ହୋଇ ବଢୁଛି ଓମିକ୍ରନ । ଏହାକୁ ଦୃଷ୍ଟିରେ ରଖି ଆଜି ମାଉସୀମା' ଛକରେ ମା' ଗଜଲକ୍ଷ୍ମୀ ପୂଜା କମିଟି ଏବଂ ଟ୍ରଷ୍ଟ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲେକଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରାଯାଇଛି । ଏହି