Odia News Portal
Monthly Archives

September 2023

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ ଉଦ୍ୟମ

ଅପହୃତ ଦୁଇ ଛାତ୍ରଙ୍କ ହତ୍ୟା ବିରୋଧରେ ମଣିପୁରରେ ଆନ୍ଦୋଳନ ତେଜିବାରେ ଲାଗିଛି । ବିକ୍ଷୋଭକାରୀମାନେ ଇମ୍ଫାଲ ଉପକଣ୍ଠରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ପୈତୃକ ଘର ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ଘଟଣା ଘଟିଛି। ସୁରକ୍ଷା…

ରାଜ୍ୟର ୧୫ଟି ଜିଲ୍ଲା ଭୂମିକମ୍ପପ୍ରବଣ

ରାଜ୍ୟର ୧୫ଟି ଜିଲ୍ଲା ଭୂମିକମ୍ପପ୍ରବଣ । ଏହି ଜିଲ୍ଲାଗୁଡ଼ିକ ମଧ୍ୟମ ଧରଣର ଭୂମିକମ୍ପପ୍ରବଣ(ଜୋନ୍‌) ଭାବେ ଚିହ୍ନଟ ହୋଇଛି ବୋଲି ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି । ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ମାର୍ଣ୍ଡି…

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୫୨ ମୃତ

ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ଏକ ମସଜିଦ ନିକଟରେ ଶୁକ୍ରବାର ଶକ୍ତିଶାଳୀ ବିସ୍ଫୋରଣରେ ଅତି କମରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇଦ୍ ଅବସରରେ ମସଜିଦ ବାହାରେ ଏକ ଶୋଭାଯାତ୍ରା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିବା ବେଳେ ଏହି…

ବାଚସ୍ପତିଙ୍କ ଚେୟାରକୁ ସମ୍ମାନ ଦିଅ: ସୁର ରାଉତରାୟ

ବିଧାନସଭାରେ ବିଜେପିର ହୀନ ଆଚରଣକୁ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁରେଶ କହିଛନ୍ତି ବାଚସ୍ପତିଙ୍କ ଚେୟାରକୁ ଅସମ୍ମାନ କରିଛି ବିଜେପି । ଚେୟାର ଉପରକୁ ଡାଲି ଫୋପାଡ଼ିବା ଠିକ ନୁହେଁ । ଏପରି ଆଚରଣ ଦେଖାଇ ଗୃହର ମର୍ଯ୍ୟାଦା ହାନୀ କରିଛନ୍ତି ବିଜେପି ବିଧାୟକ ।…

ହାଇକୋର୍ଟରେ ରତ୍ନଭଣ୍ଡାର ମରାମତି ମାମଲା 

ହାଇକୋର୍ଟରେ ରତ୍ନଭଣ୍ଡାର ମରାମତି ମାମଲା । ରତ୍ନଭଣ୍ଡାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି । ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ୨ ମାସ ଭିତରେ କମିଟି ଗଠନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ । ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ।

ବଙ୍ଗୋପସାଗରରେ ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା

ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଉତ୍ତର ଓଡ଼ିଶା ଓ…

ଏକନମ୍ବର ହାଟ ବନ୍ଦ

ଗାଡ଼ି ପାର୍କିଂକୁ କେନ୍ଦ୍ରକରି ୟୁନିଟ୍‌‌-୧ ମାର୍କେଟରେ ଉତ୍ତେଜନା ଦେଖାଦେଇଛି। ଉଭୟ ଉଠାଦୋକାନୀ ଓ ଭେଣ୍ଡିଂ ଜୋନ୍‌‌ ଏବଂ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ଉଗ୍ର ରୂପ ନେଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଏହି ମାମଲାରେ ହସ୍ତକ୍ଷେପ କରିଥିଲା। ପରେ ଉଭୟ ପକ୍ଷରୁ ଥାନା…

ବିଜେଡିରେ ସାମିଲ ହେଲେ ମାଲକାନଗିରି ଜିଲ୍ଲା ବିଜେପି ନେତା

ମାଲକାନଗିରି ବିଜେପିକୁ ଶକ୍ତ ଧକ୍କା। ଜିଲ୍ଲାର ଏକାଧିକ ବିଜେପି ନେତା ବିଜେଡିରେ ସାମିଲ ହୋଇଛନ୍ତି। ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ସାହୁ, କାଲିମେଳା ବ୍ଲକର ପଶୁଗୁଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମ ରବା ଏବଂ ବାଲିମେଳାର ବିଜେପି ସଦସ୍ୟ ଏନ୍‌. ଦାଶରଥି ଆଜି…

ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍ । ‘ନାରୀ ଶକ୍ତି ବନ୍ଦନ’ କୁ ମିଳିଲା ମଞ୍ଜୁରୀ । ଏହାଦ୍ୱାରା ମହିଳାଙ୍କୁ ଲୋକସଭା ଓ ରାଜ୍ୟସଭାରେ ଅଧିକ ପ୍ରତିନିଧିତ୍ୱ ମିଳିପାରିବ । ଏହାରି ମଧ୍ୟରେ ମହିଳାଙ୍କ ଲାଗି ସଂରକ୍ଷଣ କିପରି ଲାଗୁ…

୭୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ

ଜନସ୍ବାସ୍ଥ୍ୟ ବିଭାଗରେ କିପରି ଚାଲିଛି ଲାଞ୍ଚ କାରବାର ଆଜି ତାହା ପଦାରେ ପଡିଛି। ଏହି ବିଭାଗର ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ଲାଞ୍ଚ ନଦେଲେ କୌଣସି ଫାଇଲକୁ ଗ୍ରହଣ କରନ୍ତି ନାହିଁ। ବାରମ୍ବାର ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ବାବୁଙ୍କ ନାମରେ କେହି ପାଟି ଫିଟାଇବାକୁ ଡରନ୍ତି। କିନ୍ତୁ ଆଜି…