ପରଲୋକରେ ସ୍ବର୍ଗତ ନବ ଦାସଙ୍କ ମା
ସ୍ବର୍ଗତ ନବ ଦାସଙ୍କ ମା ତଥା ବିଧାୟିକା ଦୀପାଲି ଦାସଙ୍କ ଜେଜେ ମା ବିଷ୍ଣୁପ୍ରିୟା ଦାସଙ୍କ ପରଲୋକ ହୋଇଛି। ୮୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ସମ୍ବଲପୁର ସ୍ଥିତ ତାଙ୍କ ବାସ ଭବନରେ ଇହଧାମ ତ୍ୟାଗ କରିଛନ୍ତି। ସେ ବହୁ ଦିନ ଧରି ଅସୁସ୍ଥ ଥିଲେ ।
Recover your password.
A password will be e-mailed to you.
Recover your password.
A password will be e-mailed to you.