Odia News Portal
Yearly Archives

2023

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ

ଆସନ୍ତା ୩୦ ତାରିଖରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟକୁ ଚୁଡାନ୍ତ କରିଛି ଛତିଶାନିଯୋଗ। ଶୃଙ୍ଖଳିତ ନୀତିକାନ୍ତି ସହ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଛତିଶାନିଯୋଗ ସେବାୟତ ସଦସ୍ୟଙ୍କ

୨୨ ତାରିଖରେ ରାଜ୍ୟରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଭିତରେ ଆସିଛି ବଡ ଖବର । ଆସନ୍ତା ୨୨ ତାରିଖ ଦିନ ଶପଥ ନେବେ ନବୀନଙ୍କ ନୂଆ ମନ୍ତ୍ରୀ । ସୋମବାର ସକାଳ ସାଢେ ୯ଟାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଲୋକସଭା ଭବନର କନଭେନସନ୍ ହଲରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ବୋଲି ସୂଚନା

ବାରଣ୍ଡାରେ ବସିଥିଲେ ଯୁବତୀ ଆସିଲା ମୃତ୍ୟୁ

ବଜ୍ରାଘାତରେ ଚାଲିଗଲା ଯୁବତୀଙ୍କ ଜୀବନ । ଆହତ ହୋଇଛନ୍ତି ଆଉ ଜଣେ ମହିଳା । ଗଜପତି ଜିଲ୍ଲା ମୋହନା ବ୍ଲକରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । କାଳବୈଶାଖୀ ପ୍ରଭାବରେ କିଛି ଦିନ ହେବ ଚାରିଆଡେ ପବନ ବହିବା ସହ ବର୍ଷା ହେଉଛି । ସେହି ସମୟରେ ବିଜୁଳି-ଘଡଘଡି ମାରୁଛି । ସେହି ବଜ୍ରପାତରେ ଜଣେ

ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନ ଜାରି

ଓଡ଼ିଶାରେ କ୍ଷେତ୍ରପରିଦର୍ଶନ ଆରମ୍ଭ କରିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ହୀରାକୁଦ ନଦୀବନ୍ଧର ଦକ୍ଷିଣପାଶ୍ୱର୍ ଅନୁଧ୍ୟାନ ପରେ ପର୍ଯ୍ୟାୟକ୍ରମେ ବନ୍ଧର ମଧ୍ୟଭାଗ ଓ ଜବାହାର ଉଦ୍ୟାନ ଦେଇ ବୁର୍ଲାପାୱାର ଚ୍ୟାନେଲ ଆଦି ସ୍ଥାନରେ ପରିଦର୍ଶନ ଜାରି ରଖିଛନ୍ତି । ଏପଟେ ମହାନଦୀ ବଂଚାଓ

ହିରୋସୀମାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୭ ଶିଖର ସମ୍ମିଳନୀରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ହିରୋସୀମାରେ ପହଞ୍ଚିଛନ୍ତି । ଏହି ଅବସରରେ ମୋଦି ହିରୋସୀମାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ପୂଜ୍ୟପୂଜାଙ୍କୁ ପୁଷ୍ପାଞ୍ଜଳି ଜ୍ଞାପନ କରିଛନ୍ତି ।

ମୋଦୀଙ୍କୁ ଭେଟିଲେ ଜେଲେନସ୍କି

ଜାପାନରେ ମୋଦୀଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି । ଭୋଲଦମିର ଜେଲେନସ୍କି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ହିରୋସୀମାରେ ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଋଷ- ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ଉଭୟ ଦେଶର ନେତା ଭେଟଘାଟ ହୋଇଛନ୍ତି । ଏହି ବୈଠକ ବେଳେ

ଓଡିଶାରେ ୨ ନୂଆ ରେଳ ଲାଇନକୁ ମିଳିଲା ମଞ୍ଜୁରୀ

ଓଡିଶାର ୨ଟି ନୂଆ ରେଳ ଲାଇନକୁ ସ୍ୱତନ୍ତ୍ର ପ୍ରକଳ୍ପ ନେଇ ବିଜ୍ଞପ୍ତି । ୧୬.୫ କିମି ତାଳଚେର-ଅନୁଗୁଳ ନୂଆ ବ୍ରଡଗଜ୍ ଲାଇନ ନେଇ ବିଜ୍ଞପ୍ତି ଜାରି । ୧୬.୫ କିମି ନୂଆ ଲାଇନରେ ତାଳଚେରଠାରେ ୱାଇ କନେକ୍ସନ । ବରଗଡ-ନୂଆପଡା ରୋଡ୍ ୧୪୨ କିମିକୁ ସ୍ୱତନ୍ତ୍ର ପ୍ରକଳ୍ପ ମାନ୍ୟତା ମିଳିଛି । ୨ ନୂଆ

କର୍ଣ୍ଣାଟକରେ ଶପଥ ନେଲେ ସିଦ୍ଧରମୈୟା ଓ ଡି.କେ ଶିବକୁମାର

କର୍ଣ୍ଣାଟକରେ ଆରମ୍ଭ ହେଲା ସିଦ୍ଧରମୈୟା ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶାସନ ନେଲେ ସିଦ୍ଧରମୈୟା । ସିଦ୍ଦରମୈୟାଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା ସାମିଲ ଥିବା ମଧ୍ୟ ଜଣାପଡିଛି । ସେହିପରି ଉପମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ଡିକେ ଶିବକୁମାର

ଓପିଏସ୍‌ସି ଆଗରେ ବିକ୍ଷୋଭ

ଏଏସ୍‌ଓ ପରୀକ୍ଷା ମେରିଟ ଲିଷ୍ଟ ରଦ୍ଦ ନିର୍ଦ୍ଧେଶ ପ୍ରସଙ୍ଗ । ହାଇକୋର୍ଟଙ୍କ ନିର୍ଦ୍ଧେଶ ପରେ ଓପିଏସ୍‌ସି ଅଫିସ ସମ୍ମୁଖରେ ବିକ୍ଷୋଭ । ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ବିକ୍ଷୋଭ । ସେମାନଙ୍କ ପ୍ରତି ଅବିଚାର ହୋଇଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଷନ କରାଯାଇଛି । ଗତକାଲି