ଏଥର କମେଡି ନୁହେଁ, ଫ୍ୟାମିଲି ମ୍ୟାନ ଚରିତ୍ରରେ ନଜର ଆସିବେ କପିଲ
କମେଡ଼ି କିଙ୍ଗ କପିଲ ଶର୍ମା ବହୁ ସୋ’, ଫିଲ୍ମରେ ଦର୍ଶକଙ୍କୁ ହସାଉଥିବା ଦେଖିଥିବେ । ହେଲେ ପ୍ରଥମ ଥର ପାଇଁ କପିଲ ଶର୍ମାଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିଛି । ଯେଉଁଥିରେ କପିଲ ଏକ ଫ୍ୟାମିଲ ମ୍ୟାନ ଭାବେ ନଜର ଆସିଛନ୍ତି । ରିଲିଜ ହୋଇଛି ବର୍ତମାନର କପିଲ ଶର୍ମା ଅଭିନୀତ ଅପକମିଙ୍ଗ!-->…
