Odia News Portal
Yearly Archives

2023

ପୁଲିସ ଓ ନକ୍ସଲଙ୍କ ଗୁଳି ବିନିମୟ; ୩ ସୁରକ୍ଷା କର୍ମଚାରୀ ସହିଦ

ଆଜି ସକାଳେ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୩ଜଣ ‘ଡିଷ୍ଟ୍ରିକ୍ଟ୍‌ ରିଜର୍ଭ ଗାର୍ଡ’ (ଡିଆର୍‌ଜି) କର୍ମଚାରୀ ସହିଦ ହୋଇଛନ୍ତି ବୋଲି ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛି। ଗୁଳି ବିନିମୟ ସମୟରେ ‘ଏଏସ୍‌ଆଇ’ ରାମୁରାମ ନାଗ, ସହକାରୀ

ପିଆଜର ଅଭାବୀ ବିକ୍ରି; ୫୧୨ କେଜି ପିଆଜକୁ ମାତ୍ର ୨ ଟଙ୍କା

ଚାଷ କାମ ଯାହାର କି ଆନନ୍ଦ ତାହାର। ସମ୍ଭବତଃ ଏହି ଲୋକକଥାଟି ଭୁଲ ପ୍ରମାଣିତ ହେବାରେ ଲାଗିଛି। ଦେଶର ଚାଷୀମାନେ କେମିତି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି, ସେକଥା ସମସ୍ତେ ଜାଣିଛନ୍ତି। ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଚାଷୀଙ୍କ କଥା ଚିନ୍ତା କରୁଥିବା କହୁଥିଲେ ହେଁ ସେମାନଙ୍କ

ୟୁକ୍ରେନକୁ ଧ୍ୱଂସ କରିବାରୁ ରୁଷକୁ ସମ୍ଭବତଃ ଭାରତ ଓ ଚୀନ ହିଁ ରୋକିଛନ୍ତି – ବ୍ଲିଙ୍କେନ

ପରମାଣୁ ଅସ୍ତ୍ର ପ୍ରୟୋଗ କରି ୟୁକ୍ରେନ୍‌କୁ ଧ୍ବଂସ କରିବାରୁ ରୁଷ୍‌କୁ ସମ୍ଭବତଃ ଭାରତ ଓ ଚୀନ୍‌ କ୍ଷାନ୍ତ କରାଇଛନ୍ତି ବୋଲି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ସେ କହିଛନ୍ତି, ଭାରତ ଓ ଚୀନ୍‌ ବିରୋଧ କରି ନ ଥିଲେ, ଯୁଦ୍ଧର ଅବସାନ ଘଟାଇବା ଲାଗି ରୁଷୀୟ

ବଜେଟ ପର ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ : କୃଷି ନାହିଁ ତ ସମ୍ପୂର୍ଣ୍ଣ ବିକାଶ ବି ନାହିଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କୃଷି ଓ ସମବାୟ ଉପରେ ବଜେଟ ପର ୱେବିନାରରେ ଉଦ୍‌ବୋଧନ ଦେଇଛନ୍ତି । ସରକାର ବଜେଟ ପର ୧୨ଟି ବିଷୟ ଉପରେ ଆୟୋଜନ କରୁଥିବା ୱେବିନାର ମଧ୍ୟରୁ ଏହା ହେଉଛି ଦ୍ୱିତୀୟ । କେନ୍ଦ୍ର ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେପଗୁଡ଼ିକର ପ୍ରଭାବୀ

ଅଧିକ ଚିକିତ୍ସା ପାଇଁ ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର

ଡୋନର ଅପେକ୍ଷାରେ ପିଣ୍ଟୁ ନନ୍ଦ। ତେଣୁ ଆଜି ତାଙ୍କୁ ନୂଆଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆ ଦିଲ୍ଲୀସ୍ଥିତ ILBS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ନିଜ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ ମ୍ୟାଚ ନ

ମାର୍ଚ୍ଚରୁ ବଢିବ ଉତ୍ତାପ

ମାର୍ଚ୍ଚ ପହିଲାରୁ ରାଜ୍ୟରେ ପ୍ରବଳ ଖରା ହେବ। ଗତ କିଛି ଦିନ ହେଲା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାତିର ହାବଭାବରୁ ଏହାର ସ୍ପଷ୍ଟ ସଂକେତ ମିଳି ସାରିଲାଣି। ଶୁକ୍ରବାର ଦିନ ମାଲକାନଗିରି ଓ ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮ଡିଗ୍ରି ରେକର୍ଡ ହୋଇଛି। ସକାଳୁ ସୂର୍ଯ୍ୟଙ୍କ ତାପ

ପୂର୍ଣ୍ଣ ରାଜ୍ୟ ବଜେଟ ୨୦୨୩-୨୪ ସମ୍ପୂର୍ଣ୍ଣ ତଥ୍ୟ;

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌ରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି। ଶୁକ୍ରବାର ଦିନ ବିଧାନସଭାରେ ଅର୍ଥ ମନ୍ତ୍ରୀ ଏହି ବଜେଟ୍‌ ଉପସ୍ଥାପନ କରିଥିଲେ। ଏଥିରେ ବିଭିନ୍ନ ବିଭାଗ ପାଇଁ ଅନୁଦାନ ଦିଆଯାଇଛି। -ଧାନସଂଗ୍ରହ ସମୟରେ ଚାଷୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ ପାଇଁ

ରିଭଲଭର ସଫା ବେଳେ ଗୁଳି ଫୁଟି ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଦାୟିତ୍ୱର ପୋଲିସଙ୍କ ମୃତ୍ୟୁ

‘ସର୍ଭିସ୍‌ ରିଭଲ୍‌ଭର୍‌’ରୁ ଆକସ୍ମିକଭାବେ ଗୁଳି ଫୁଟି ମୁଣ୍ଡରେ ବାଜିବାରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଜଣେ ପୁଲିସ କର୍ମଚାରୀଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ମୃତ ପୁଲିସ କର୍ମଚାରୀଜଣକ ଥିଲେ ହେଡ୍‌

ବରିଷ୍ଠ ଫଟୋ ସାମ୍ବାଦିକ ହୀରାଲାଲ ଶର୍ମାଙ୍କ ପରଲୋକ

ଶୁକ୍ରବାର ଅପରାହ୍‌ଣ ୪ଟାରେ ବରିଷ୍ଠ ଫଟୋ ସାମ୍ବାଦିକ ହୀରାଲାଲ ଶର୍ମା(୮୬)ଙ୍କ ତାଳଭଟ୍ଟାପଡାସ୍ଥିତ ବାସଭବନରେ ପରଲୋକ ହୋଇଥିଲା। ସେ ଗତ ୩/୪ ଦିନ ହେଲା ଅସୁସ୍ଥ ଥିଲେ। ରାଜସ୍ଥାନର ରତନଗଡ଼ରେ ଜନ୍ମିତ ହୀରାଲାଲଙ୍କ ସମ୍ବଲପୁର ଥିଲା କର୍ମକ୍ଷେତ୍ର। ସେ ଯୁଗଧର୍ମ, ଦୈନିକ ଭାସ୍କର ଓ ହୀରାଖଣ୍ଡ

ପଞ୍ଜାବରେ ତେଜୁଛି ଖଲିସ୍ତାନୀ ଆକ୍ରମଣ, ତଥାପି ପୋଲିସ କାହିଁକି ଚୁପ?

ପଂଜାବରେ ଏବେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି। ସ୍ବତନ୍ତ୍ର ଖଲିସ୍ତାନ ରାଷ୍ଟ୍ରଗଠନ ଦାବି ନେଇ ଅନେକ ବେଆଇନ ସଂଗଠନ ସେମାନଙ୍କ କାୟାବିସ୍ତାର କରିଚାଲିଥିବା ବେଳେ ଗତକାଲି ସଶସ୍ତ୍ର ଖଲିସ୍ତାନୀ ସମର୍ଥକ ଅମୃତସରର ଅଜନାଲା ଥାନାକୁ ଯେଭଳି କବ୍‌ଜା କଲେ ତାହା