Odia News Portal
Yearly Archives

2023

ଚାଷୀଭାଇମାନେ ସୁଧବିହୀନ ଋଣର ସୁବିଧା ନେଇ କୃଷିର ବିକାଶରେ ଭାଗୀଦାର ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳାର ଆଜି ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ସମବାୟ ବିଭାଗ ବିଭିନ୍ନ ସ୍ତରରେ ଚାଷୀ ପରିବାରଗୁଡ଼ିକୁ ସେବା ଯୋଗାଇ ଦେଉଛି । ସୁବିଧା ଅସୁବିଧାରେ ସେମାନଙ୍କ ସହିତ

ବିମାନ ପାହାଚରେ ଆରୋହଣ କରିବା ବେଳେ ଝୁଣ୍ଟି ପଡିଲେ ଜୋ ବାଇଡେନ

ପୋଲାଣ୍ଡ୍‌ର ୱାର୍‌ସରେ ‘ଏୟାର୍‌‌ ଫୋର୍ସ ୱାନ୍‌’ ବିମାନର ପାହାଚ ଆରୋହଣ କରିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଝୁଣ୍ଟି ପଡ଼ିଯିବା ପରି ମନେହେଉଛି। ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାଇରାଲ୍‌ ହେଉଥିବା ଉକ୍ତ ଘଟଣାର ଭିଡିଓରେ ଦେଖାଯାଉଛି ଉପର ପାହାଚରେ ଝୁଣ୍ଟି ଜୋ

ସ୍ପାନିସ ପାରା ବ୍ୟାଡମିଣ୍ଟନ; ପ୍ରିକ୍ୱାଟରରେ ଓଡିଆ ପୁଅ ପ୍ରମୋଦ ଓ ଦିଲେଶ୍ୱର

ସ୍ପେନ୍‌ର ଭିଟୋରିଆରେ ଚାଲିଥିବା ସ୍ପାନିସ୍‌ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପୁରୁଷ ଏକକ ପ୍ରିକ୍ବାର୍ଟରରେ ଅଲିମ୍ପିକ୍‌ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ ଓ ଦିଲେଶ୍ବର ରାଓ ପ୍ରବେଶ କରିଛନ୍ତି। ବୁଧବାର ଶେ‌ଷ ଗ୍ରୁପ୍‌ ମ୍ୟାଚ୍‌ରେ ପ୍ରମୋଦ ୨୧-୭, ୨୧-୬ରେ ସ୍ପେନ୍‌ର ଜାମି

ଆଇସିସି ଦଳରେ ସ୍ଥାନ ପାଇଲେ ୬ ଭାରତୀୟ କ୍ରିକେଟର

ଆଇସିସି ପକ୍ଷରୁ ୨୦୨୨ ବର୍ଷ ପାଇଁ ଶ୍ରେଷ୍ଠ ଖେଳାଳିମାନଙ୍କୁ ନେଇ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ପାକିସ୍ତାନର ବାବର ଆଜମ୍‌ଙ୍କ ନେତୃତ୍ବରେ ଘୋଷିତ ଦିନିକିଆ ଦଳରେ ଭାରତରୁ କେବଳ ଶ୍ରେୟସ ଆୟର ଓ ମହମ୍ମଦ ସିରାଜ ସ୍ଥାନ ପାଇଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବିରାଟ କୋହଲି କିମ୍ବା

ଦୁଇ ଦିନ ପରେ ସ୍ୱାଭାବିକ ଚାଲିଲା ବିଧାନସଭା

ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ସ୍ବାଭାବିକ ଚାଲିଛି ଗୃହ କାର୍ଯ୍ୟ। ଚାଲିଛି ପ୍ରଶ୍ନକାଳ। ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଜଳ ସଂରକ୍ଷଣ ନେଇ ଗୃହରେ ସରଗରମ ଆଲୋଚନା ଜାରି ରହିଛି। ପଦ୍ମନାଭ ବେହେରାଙ୍କ ଏକ ପ୍ରଶ୍ନରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହାନଦୀ

ଆମ ଆଦମି ପାର୍ଟିର ନେତ୍ରୀ ଶେଲି ଓବରୟ ହେଲେ ନୂତନ ଦିଲ୍ଲୀ ମେୟର

ଦୀର୍ଘ ୭୫ ଦିନର ଅପେକ୍ଷା ପରେ ଦିଲ୍ଲୀକୁ ଶେଷରେ ନୂଆ ମେୟର ମିଳିଛି। ଆମ୍‌ ଆଦମୀ ପାର୍ଟି ନେତ୍ରୀ ଶେଲି ଓବରୟ ୧୫୦ ଭୋଟ୍‌ରେ ମେୟର ନିର୍ବାଚନ ଜିତିଛନ୍ତି। ବିଜେପିର ରେଖା ଗୁପ୍ତାଙ୍କୁ ସେ ୩୪ ଭୋଟ୍‌ରେ ହରାଇଛନ୍ତି। ମୋଟ୍‌ ୨୬୬ ଭୋଟ୍‌ରୁ ଶେଲିଙ୍କୁ ୧୫୦ ଭୋଟ ମିଳିଥିବା ବେଳେ ରେଖା

କଂଗ୍ରେସରୁ ଇସ୍ତାଫା ଦେଲେ ସି. ଆର କେଶବନ

ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ କାଳ ଦଳ ପାଇଁ କାର୍ଯ୍ୟ କରି ଆଜି ଭାରତର ପ୍ରଥମ ଗଭର୍ଣ୍ଣର୍‌ ଜେନେରାଲ୍‌ ସି. ରାଜଗୋପାଳଚାରୀଙ୍କ ନାତି ସି. ଆର୍‌. କେଶବନ୍‌ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ୨୦୦୧ରେ ବିଦେଶରେ ଭଲ କ୍ୟାରିୟର୍‌ ଛାଡ଼ି ସେ କେମିତି କଂଗ୍ରେସରେ ଯୋଗ ଦେଇଥିଲେ ସେକଥା ଦଳର

ମୋର୍ବି ଟ୍ରାଜେଡିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମୃତକଙ୍କ ପରିବାରକୁ ୨୦ ଲକ୍ଷ ଦେବ ଓରେଭା ଗ୍ରୁପ

ମୋର୍ବି ପୋଲ ଭୁଶୁଡ଼ିବା ଘଟଣାରେ ଗୁଜରାଟ ହାଇକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପୋଲର ମରାମତି ଦାୟିତ୍ବ ନେଇଥିବା ଓରେଭା ଗ୍ରୁପ୍‌ ପ୍ରତି ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନ୍ତରୀଣ ୧୦ ଲକ୍ଷ କ୍ଷତିପୂରଣ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ କ୍ଷତିପୂରଣ ଦେବାପାଇଁ

ଆଦି ମହୋତ୍ସବରେ ଓଡିଶାର ଯାଦୁ, ପ୍ରଶଂସା କରି ସାମଗ୍ରୀ କିଣିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହେଉଛି ଚଳିତ ବର୍ଷର ଆଦି ମହୋତ୍ସବ ସମାରୋହ। ଏଥିରେ ଓଡ଼ିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃ ଏବଂ ନବରଙ୍ଗପୁର ଜିଲ୍ଲାର ଭଣ୍ଡାର ଘରଣୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ଅଂଶଗ୍ରହଣ କରିଛନ୍ତି।

ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋରେ ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ କରିବେ । ନୂଆ ରୂପରେ ସଜେଇ ହୋଇଛି ଉତ୍କଳମଣିଙ୍କ ପବିତ୍ର ଷଠିଘର ସମେତ ଐତିହ୍ୟ ଗ୍ରାମ ସୁଆଣ୍ଡୋ। ସେଠାରେ ଉତ୍କଳମଣି ଗୋପବନ୍ଧୁଙ୍କ ସର୍ବବୃହତ ପୂର୍ଣ୍ଣାବୟବ ବ୍ରୋଞ୍ଜ