ସାରା ଜଗତକୁ ହସାଉଥିବା କମେଡିକିଙ୍ଗ କପିଲ କ’ଣ ନିଜ ସ୍ତ୍ରୀଙ୍କୁ ହସାଇ ପାରନ୍ତି କି?
ସାରା ଦୁନିଆର ଲୋକଙ୍କୁ ହସାଉଥିବା କମେଡିଆନ୍ କପିଲ୍ ଶର୍ମା ନିଜ ପତ୍ନୀ ଗିନିଙ୍କୁ କିନ୍ତୁ ସବୁବେଳେ ହସାଇ ପାରନ୍ତି ନାହିଁ। ଏମିତି ବି ସମୟ ଆସେ ଯେବେ କପିଲଙ୍କ ଉପରେ ରାଗି ଯାଆନ୍ତି ଗିନି। କମେଡି କିଙ୍ଗ୍ କପିଲ୍ଙ୍କର ଏପରି କିଛି ଗୁଣ ଅଛି ଯାହା ଗିନିଙ୍କୁ ପସନ୍ଦ ଆସେ ନାହିଁ। ତାପରେ!-->…
