Odia News Portal
Yearly Archives

2023

ଗୋପାଳଙ୍କ ଭାଇଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ୍

କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ ଅଭିଯୁକ୍ତ ଗୋପାଳ ଦାସଙ୍କ ପୂରା ପରିବାରକୁ ପଚରା ଉଚରା କରିଛି । ପ୍ରଥମ ପର୍ଯ୍ୟାୟରେ ପଚରାଉଚରା ପରେ ଅଭିଯୁକ୍ତ ଗୋପାଳ ଦାସଙ୍କ ବଡ଼ ଭାଇଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଛି । ଯାହାକୁ ନେଇ ବଡ଼ ଚର୍ଚ୍ଚା ସାମ୍ନାକୁ ଆସିଛି । ରାଜ୍ୟର ବିରୋଧୀ ଓ

ରେଳବାଇକୁ ବଜେଟ ବୁଷ୍ଟ : ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ

କେନ୍ଦ୍ର ଅର୍ଥମନ୍ତ୍ରୀ ଭାରତୀୟ ରେଳବାଇ ପାଇଁ ଏଥର ୨.୪୦ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି। ଏହା ହେଉଛି ଆଜି ପର୍ଯ୍ୟନ୍ତ ରେଳବାଇ କ୍ଷେତ୍ରରେ ସବୁଠୁ ଅଧିକ ପୁଞ୍ଜି ବରାଦ ୨୦୧୩-୧୪ ରେଳବାଇ ବଜେଟ୍‌ରେ ହୋଇଥିବା ବ୍ୟୟବରାଦର ଏହା ୯ ଗୁଣ। ‘ବନ୍ଦେ ଭାରତ ଟ୍ରେନ୍‌’ ଉପରେ

ଫ୍ରେବ୍ରୁୟାରୀ ୧୦ ତାରିଖରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁଣିଥରେ ନିଜ ରାଜ୍ୟକୁ ଆସୁଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ । ଆସନ୍ତା ଫେବ୍ରୁଆରୀ ୧୦ ତାରିଖରେ ଓଡିଶା ମାଟିରେ ସେ ପଦାର୍ପଣ କରିବେ । ରାଜଧାନୀ ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି । ଏ ନେଇ ରମାଦେବୀ ମହିଳା

ବଜେଟ୍‌-୨୦୨୩: ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରି ଉଦ୍‌ବୋଧନ ଆରମ୍ଭ କରିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ବେଳେ ଆରମ୍ଭ ହେଲା ବଜେଟ ଅଧିଵେଶନ। ଚଳିତ ବର୍ଷର ବଜେଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ

ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ଜଣାଯାଇଛି। ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ ଥିବାର ସୂଚନା ମିଳିଛି। ସେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ

ନବ ଦାସଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିବା ପରେ ରାଜ୍ୟ ପୋଲିସ ବିଭାଗରେ ଏକ ବଡ ଧରଣର ଅଦଳବଦଳ ହୋଇଛି । ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବଦଳି କରାଯାଇ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି । ତାଙ୍କ ସ୍ଥାନରେ ଆଠମଲ୍ଲିକ ଏସଡିପିଓ ଚିନ୍ତାମଣୀ ପ୍ରଦାନଙ୍କୁ

ଆସିଲା ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଆସିଲା ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ । କ୍ୟାପିଟାଲ୍‌ ହସ୍ପିଟାଲର ବିଭାଗୀୟ ଡାକ୍ତର ନିର୍ଦ୍ଦେଶକଙ୍କୁ ରିପୋର୍ଟ ଆଜି ହସ୍ତାନ୍ତର କରିଛନ୍ତି । ଗତ ରବିବାର ଦିନ ଗୁଳିମାଡରେ ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହୋଇଥିଲା । ଏହାପରେ କ୍ୟାପିଟାଲ୍‌ ହସ୍ପିଟାଲରେ ତାଙ୍କର ପୋଷ୍ଟମର୍ଟମ

ବିଆର୍‌ଏସ୍‌ରେ ସାମିଲ୍ ପରେ ଫେରିଲେ ଟିମ୍ ଗମାଙ୍ଗ

ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ରେ ସାମିଲ ହେବା ପରେ ହାଇଦ୍ରାବାଦରୁ ଫେରିଛନ୍ତି ‘ଟିମ୍ ଗମାଙ୍ଗ’ । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗାମାଙ୍ଗ କହିଛନ୍ତି ଯେ, ଓଡ଼ିଶାରେ ଲୋକେ ମନ ପରିମର୍ତ୍ତନ କରି ସାରିଲେଣି । ନୂଆ କିଛି ହେବାକୁ ଯାଉଛି । କେବଳ ଅପେକ୍ଷା କରନ୍ତୁ ।’

ନବ ଦାସ ହତ୍ୟା ମାମଲା: ୨୦୧୩ରେ ଗୋପାଳଙ୍କୁ ମିଳିଥିଲା ବନ୍ଧୁକ, ସାମ୍ନାକୁ ଆସିଲା ପିସ୍ତଲ ଇସ୍ୟୁର ଡକ୍ୟୁମେଣ୍ଟ

ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ନବଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ତନାଘନା ଆରମ୍ଭ ହୋଇଛି । ଏହି ମାମଲାର ଅଭିଯୁକ୍ତ ବହିଷ୍କୃତ ଏଏସଆଇ ଗୋପାଳ ଦାସଙ୍କୁ କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି । ଏହାରି ମଧ୍ୟରେ ଅଭିଯୁକ୍ତ ଗୋପାଳଙ୍କୁ ନେଇ ଏପ ବଡ଼ ଖବର

୪ଟି ବିମାନବନ୍ଦର ପାଇଁ ୫୦ ଅଗ୍ନିଶମ କର୍ମଚାରୀଙ୍କ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି

୫୦ ଅଗ୍ନିଶମ ସେବା କର୍ମଚାରୀ ପଦବୀ ସୃଷ୍ଟି ପାଇଁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ। ଆଞ୍ଚଳିକ କନେକ୍ଟିଭିଟି ସ୍କିମ୍ (ଆରସିଏସ୍) –