Odia News Portal
Yearly Archives

2023

ଅଧା ରହିଲା ତାରିଣୀ ଦର୍ଶନ; ଦୁର୍ଘଟଣାରେ ଚାଲିଗଲା ୮ ଜୀବନ

ମା ତାରିଣୀଙ୍କୁ ଦର୍ଶନ କରିବା ପାଇଁ ଖୁସିରେ ବାହାରିଥିଲେ ଦୁଇଟି ପରିବାର । ହେଲେ ସେମାନେ ଖୁସି ଗୋଟିଏ ମିନିଟରେ ପାଣି ଫୋଟାକା ପରି ମିଳାଇ ଯାଇଥିଲା। ତାରିଣୀ ମନ୍ଦିର ମାତ୍ର ୩ କିଲୋମିଟର ଥିବା ବେଳେ ଘଟିଥଲା ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍ ଧକ୍କା

ଏହି ୭ ଜିଲ୍ଲାକୁ ରହିଛି ବାତ୍ୟା ଭୟ

ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ । ଏହି ୭ ଜିଲ୍ଲାକୁ ରହିଛି ବାତ୍ୟା ଭୟ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଅଣ୍ଡାମାନ ସାଗର ନିକଟରେ ରହିଥିବା ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ଆଜି ଅବପାତର ରୂପ

ନବରଙ୍ଗପୁରରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ

ହାଜର ହେଲେନି ସୋମଲିକା

ବିଧାୟକ ବିଜୟ ଶଙ୍କର ଦାଶ ଓ ସୋମାଲିକା ବିବାହ ବିବାଦ ମାମଲା । ବିବାହ ପଞ୍ଜୀକରଣ ଅଧିକାରୀଙ୍କଠାର ହାଜର ହେଲେନି ସୋମାଲିକା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସୋମଲିକାଙ୍କ ଓକିଲ ହାଜର ହେଲେ । ବିଜୟଙ୍କ ବାନ୍ଧବୀ ପ୍ରତୁ୍ୟଷା ନନ୍ଦଙ୍କ ପୂର୍ବତନ ସ୍ୱାମୀ ହାଜର ହେଲେ । ପ୍ରତୁ୍ୟଷାଙ୍କ ସହ ବିବାହ

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ବନ୍ଧା ହେଲେ ଇଂରାଜି ଶିକ୍ଷକ

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୋଗରେ ଶିକ୍ଷକ ଅରୁଣ କୁମାର ଯୋଶୀଙ୍କୁ ବରେଇପାଲି ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି। ଘଟଣା ସଂପର୍କରେ ଖବର ପାଇ ସ୍କୁଲରେ ଉପଜିଲ୍ଲାପାଳ ଓ ତହସିଲଦାର ପହଞ୍ଚିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟାଳୟରେ

୪ ପୌରାଞ୍ଚଳ ଉପନିର୍ବାଚନରେ ବିଜେଡିର ବାଜିମାତ

ରାଜ୍ୟର ୨ଟି ପୌରପାଳିକା ଓ ୨ଟି ଏନ୍ଏସିରେ ବୁଧବାର ହୋଇଥିବା ଉପନିର୍ବାଚନର ଫଳ ଗୁରୁବାର ଘୋଷଣା କରାଯାଇଛି। ସବୁଠି ବିଜେଡି ବିଜୟୀ ହୋଇଛି। ଜଗତସିଂହପୁରକୁ ଛାଡ଼ି ଅନ୍ୟ ସମସ୍ତ ସହରରେ ବିପୁଳ ଜନସମର୍ଥନ ହାସଲ ସହ ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି ବିଜେଡି।

ଟ୍ରେନ ଟଏଲେଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଟ୍ରେନ ଟଏଲେଟରେ ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଷ୍ଟେସନ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ । ରାଜାରାଣୀ ଏକ୍ସପ୍ରେସ ଟଏଲେଟରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ଗତକାଲି ରାତି ପ୍ରାୟ ୧୨ ଟା ବେଳେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ବେକରେ

ଦ୍ଵିତୀୟ ଦିନରେ ରତ୍ନଭଣ୍ଡାର ବାହାରପାର୍ଶ୍ଵରେ କରାଗଲା ଲେଜର ସ୍କାନିଂ

ଦ୍ଵିତୀୟ ଦିନରେ ରତ୍ନଭଣ୍ଡାର ବାହାରପାର୍ଶ୍ଵ ଅମୁହାଁମନ୍ଦିର ବାହାର ପାର୍ଶ୍ଵ କାନ୍ଥର ଉତ୍ତର ଭାଗରେ କରାଯାଉଛି ଲେଜର ସ୍କାନିଂ | ଆଜି ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ ସରିବ | ବିଭିନ୍ନ ଦିଗକୁ ନଜରରେ ରଖି ରିପୋର୍ଟ ପ୍ରସ୍ତୁତ କରାଯିବ | ତେବେ ରିପୋର୍ଟ ଆସିଲା ପରେ ଶ୍ରୀମନ୍ଦିର

ରାଜ୍ୟର ସମସ୍ତ ବ୍ଲକ୍‌ରେ ହେବ କଏନ୍ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ

ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବରରୁ ଆରମ୍ଭ ହେବ ଏହି କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ୩

ଟନେଲରୁ ଉଦ୍ଧାର ପରେ ଓଡ଼ିଆ ଶ୍ରମିକଙ୍କ ସୂଚନା: ମୁଢ଼ି ଖାଉଥିଲୁ, ମୁଭି ବି ଦେଖୁଥିଲୁ

ଟନେଲରୁ ଉଦ୍ଧାର ପରେ ୧୭ ଦିନର କାହାଣୀ ବଖାଣିଛନ୍ତି ଓଡ଼ିଆ ଶ୍ରମିକ। ସମସ୍ତେ ଭଲରେ ଥିବା ନେଇ ସୂଚନା ଦେଇଛନ୍ତି ଉଦ୍ଧାର ଓଡ଼ିଆ ଶ୍ରମିକ ବିଶେଶ୍ୱର। ଭଗବାନଙ୍କ ଭରସାରେ ଥିବା କହିଛନ୍ତି ବିଶେଶ୍ୱର। ଟନେଲ ଭିତରେ ଭାଇ ଭାଇ ଭଳି ରହୁଥିବା ସେ କହିଛନ୍ତି। ଏକାଠି ଖାଉଥିଲେ ଏବଂ ନୂଆ ଜୀବନ