୧୫ ରାଜ୍ୟରେ ୫୬ ଆସନ ପାଇଁ ହେବ ନିର୍ବାଚନ
ଫେବୃଆରୀ ୨୭ରେ ରାଜ୍ୟସଭା ନିର୍ବାଚନ । ଏନେଇ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଖାଲି ପଡିଥିବା ୫୬ଟି ସିଟ୍ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ଖାଲି ପଡିଥିବା ୧୫ ରାଜ୍ୟର ୫୬ ସିଟ୍ ମଧ୍ୟରେ ଓଡିଶାର ତିନୋଟି ଆସନ ରହିଛି ।
ତେବେ ଦେଶର ମୋଟ ୧୫ଟି ରାଜ୍ୟରେ ୫୬ଟି!-->!-->!-->…
