ଶ୍ରୀମନ୍ଦିର ଚାରି ଦ୍ୱାରରେ ପହଞ୍ଚିଲା ବ୍ୟାଗ ସ୍କାନର, ତାଲିମ ନେବା ପରେ ସିପାହୀ ଚଳାଇବେ
ଶ୍ରୀମନ୍ଦିର ଚାରି ଦ୍ୱାର ଆଗରେ ଶ୍ରଦ୍ଧାଳୁଙ୍କ ବ୍ୟାଗ୍ ଚେକିଂ ନିମନ୍ତେ ପହଞ୍ଚିଲା ବ୍ୟାଗ ସ୍କାନର । ଏହା କେବେ ବ୍ୟବହାର ହେବ ସେନେଇ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନି । ଶ୍ରୀମନ୍ଦିରରେ ଦୈନିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବାରୁ ଆତଙ୍କି ଅଘଟଣ ଘଟାଇବା ନେଇ ସର୍ବଦା ଆଶଙ୍କା…
