ଉତ୍ତରପ୍ରଦେଶରେ ଅଦିନିଆ ରଥଯାତ୍ରା, ପ୍ରତିବାଦ କରିଛି ପୁରୀ ଶ୍ରୀମନ୍ଦିର ପ୍ରଶାସନ
ଉତ୍ତରପ୍ରଦେଶରେ ଅଦିନିଆ ରଥଯାତ୍ରା । ହାପୁର ଜିଲ୍ଲାର ଶ୍ରୀଜଗନ୍ନାଥ ସେବା ସମିତି ଏହି ଅଦିନିଆ ରଥଯାତ୍ରା ପାଳନ କରିବାକୁ ଯାଉଛି । ଏହାକୁ ନେଇ ଦୃଢ ପ୍ରତିବାଦ କରିଛି ପୁରୀ ଶ୍ରୀମନ୍ଦିର ପ୍ରଶାସନ । ଏହା ଜାଣିବା ପରେ ହାପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର…
