Odia News Portal

ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା

ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା ଅଧିବେଶନ । ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଧାୟକଙ୍କ ବସିବା ପାଇଁ ସ୍ଥାନ ନିରୂପଣ କରାଯାଇଛି। ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ବିଧାୟିକା ଏବଂ କର୍ମଚାରୀଙ୍କ ସମେତ ସାମ୍ବାଦିକଙ୍କ କୋଭିଡ ଟେଷ୍ଟ ହେବ । ୫ ଘଣ୍ଟା ରହିବ ବିଧାନସଭା

ଗାନ୍ଧୀ ପରିବାର ଉପରେ ସିବଲଙ୍କ ବଡ ହମଲା

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ହାରିବା ପରେ କଂଗ୍ରେସରେ ଉଠିଛି ବିରୋଧର ସ୍ଵର। କିଛି ନେତା ଗାନ୍ଧୀ ପରିବାର ହାତରେ କଂଗ୍ରେସର ନେତୃତ୍ଵ ରହିବା ଉଚିତ୍ ବୋଲି କହୁଥିବା ବେଳେ ଆଉ କିଛି ନେତା ଖୋଲାଖୋଲି ଗାନ୍ଧୀ ପରିବାରକୁ ବିରୋଧ କରିଛନ୍ତି। ସେମାନଙ୍କ ମତରେ ଗାନ୍ଧୀ ପରିବାର

ହୋଲି ପରେ ଗୋଆରେ ଗଠନ ହେବ ନୂଆ ସରକାର

ପ୍ରମୋଦ ସାୱନ୍ତ ଗୋଆର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ । ଅର୍ଥାତ ଦ୍ୱିତୀୟଥର ପାଇଁ ସେ ଗୋଆର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କ ପ୍ରତି ଦଳର ୨୦ ବିଧାୟକଙ୍କ ମଧ୍ୟରୁ ୧୭ ଜଣଙ୍କ ସମର୍ଥନ ରହିଛି । କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ହୋଲି ପରେ ଗୋଆରେ ନୂଆ ସରକାର ଗଠନ ହେବ ।

ରସିକିଆ ଡାକ୍ତରଙ୍କ ପ୍ରଥମ ସ୍ତ୍ରୀଙ୍କୁ ପଚରାଉଚରା କରୁଛି ପୋଲିସ

ଆଉ ଲୁଚିଛି କେତେ ରହସ୍ୟ । ଖୋଲତାଡ଼ କରୁଛି ପୋଲିସ । ଏହିକ୍ରମରେ ଆଜି ଭୁବନେଶ୍ବର ମହିଳା ଥାନାରେ ହାଜର ହୋଇଛନ୍ତି ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀ । ଖବର ଅନୁଯାୟୀ, ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ

ମିଜାଇଲ୍ ମିସ୍ ଫାୟାର୍ : ଉଚ୍ଚସ୍ତରୀୟ ତଦନ୍ତ କରୁଛି ଭାରତ

ଭାରତୀୟ ମିଜାଇଲ ମିସ୍ ଫାୟାର ହେବା ଏବଂ ପାକିସ୍ତାନରେ ପଡିବା ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ସରକାର । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗତ 9 ତାରିଖ ଦିନ ରକ୍ଷଣବେକ୍ଷଣ ଓ ତଦାରଖ ସମୟରେ ଭୁଲ୍ ବଶତଃ ଏକ ମିଜାଇଲ୍

୨୨ରେ ବାତ୍ୟା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଓଡିଶା ଉପକୂଳ ଠାରୁ ୨୦୦ କିଲୋମିଟର ଦୂରରେ ଏହା ବାଙ୍ଗଲାଦେଶ ଆଡକୁ ମୁହାଁଇବ । ଆସନ୍ତା ୨୨ ତାରିଖରେ ଏହା ବାତ୍ୟାର ରୂପ ନେବ । ୨୩ ତାରିଖ ପୂର୍ବାହ୍ନରେ ବାଙ୍ଗଲାଦେଶରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଓଡିଶା ଉପରେ ଏହାର କୌଣସି

ଶିକ୍ଷାନୁଷ୍ଠାନରେ ହିଜାବ କଟକଣାକୁ କାଏମ ରଖିଲେ କର୍ଣ୍ଣାଟକ ହାଇକୋର୍ଟ

ହିଜାବକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟଙ୍କ ବହୁ ପ୍ରତୀକ୍ଷିତ ରାୟ ଆସିଛି। ଶିକ୍ଷାନୁଷ୍ଠାନ ଗୁଡିକରେ ହିଜାବ କଟକଣାକୁ ହାଇକୋର୍ଟ କାଏମ ରଖିଛନ୍ତି । ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ ହିଜାବ ଇସଲାମରେ ଅନିର୍ବାଯ୍ୟ ନୁହେଁ ଏବଂ

ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୬ ଦିନିଆ ଅଧିବେଶନ। ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ଦିନ ୧୧ଟା ୩୦ରେ ବସିବ ବୈଠକ। ବିଧାନସଭାର ନିୟମାବଳୀ ଓ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ। ଅଧିବେଶନରେ ପ୍ରଶ୍ନକାଳ,

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ । ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ୍ ଚଢାଉ । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ନବରଙ୍ଗପୁର ବାସଭବନ ସହ, ମାଲକାନଗିରି କାର୍ୟ୍ୟାଳୟ ବାସଭବନ ଏବଂ ବିଶାଖାପାଟଣାରେ ଚାଲିଛି ରେଡ୍ । ଆୟ ବହିର୍ଭୂତ

ସମ୍ କୋଭିଡ୍ ଯୋଦ୍ଧା କମଳିନୀ ମଲ୍ଲିକଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ

ଭୁବନେଶ୍ୱର:ସମ୍ କୋଭିଡ୍ ହସ୍ପିଟାଲର କୋଭିଡ୍ ଯୋଦ୍ଧା ଶ୍ରୀମତି କମଳିନୀ ମଲ୍ଲିକଙ୍କୁ “କଳିଙ୍ଗ ବିରାଙ୍ଗନା”ସମ୍ମାନରେ ସମ୍ମାନିତ କରାଯାଇଛି । ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ