Odia News Portal

ଜ୍ୱାଇଁକୁ ହତ୍ୟା କଲେ ଶ୍ୱଶୁର ଓ ୨ ଶଳା

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଜ୍ବାଇଁକୁ ପିଟିପିଟି ହତ୍ୟା କଲେ କାକା ଶ୍ବଶୁର ଓ ୨ ଶଳା । ହତ୍ୟାକାରୀ ଫେରାର ଥିବା ଜଣାପଡିଛି । ସୂଚନାନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ବଲାକିରା ଗ୍ରାମର ଗୋବର୍ଦ୍ଧନ

କୋଭିଡ୍ ସଂକ୍ରମଣ ପାଇଁ ଆଲର୍ଟ ଜାରି

ସ୍କୁଲ ଗୁଡିକରେ କୋଭିଡ ସଂକ୍ରମଣ ରୋକିବା ପାଇଁ ଆଲର୍ଟ ଜାରି ହୋଇଛି । ନୋଡାଲ ଅଫିସର ନେଉଛନ୍ତି ରିପୋର୍ଟ । ନିୟମିତ ଭାବେ ବୈଠକ ହେଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।କୋଭିଡ ନେଇ ମୁଖ୍ୟମନ୍ତ୍ରୀଙ୍କ ଯାହା ନିର୍ଦ୍ଦେଶ ଅଛି ତାକୁ କଡାକଡା ଭାବରେ ପାଳନ କରାଯାଉଛି ବୋଲ

ଧୀରେ ଧୀରେ କମୁଛି ଶୀତର ଲହରୀ

ରାଜ୍ୟରେ କମୁଛି ଶୀତର ଳହରୀ । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ସର୍ବନିମ୍ନ ରାତି ତାପମାତ୍ରା ୮ଡିଗ୍ରୀ ସେଲସିୟସ ସହ ସୁନ୍ଦରଗଡ଼ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ

ମହାରଷ୍ଟ୍ରରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ବଡଦିନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ରାଜ୍ୟରେ ଓମିକ୍ରନ ଭାରିଆଣ୍ଟର ଭୟାବହତା କୁ ଦୃଷ୍ଟିରେ ରଖି ତତ୍କାଳ ନାଇଟ କର୍ଫ୍ୟୁ ଲାଗୁ କଲେ ଉଦ୍ଧବ ସରକାର। ରାତି ୯ଟାରୁ ସକାଳ ୬ଟା ମଧ୍ୟରେ ଲାଗୁ ହେବ କଟକଣା। ଏହି ସମୟ ମଧ୍ୟରେ ୫ଜଣରୁ ଅଧିକ ଏକତ୍ରିତ ହେବା

ରାଜ୍ୟରେ ୧୨୪ କୋରେନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟ ମଧ୍ୟରେ ଓଡିଶାରେ ୧୨୪ କୋରେନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି।

ଚିଲିକାରେ କାଉ ମଡକ

ଚିଲିକାରେ କାଉ ମଡକ । ବସିଥିବା ଅବସ୍ଥାରେ ମରିକି ତଳେ ପଡୁଛନ୍ତି ଶହ ଶହ କାଉ । ସେପଟେ କୁକୁଡା ମାନଙ୍କର ବି ଅଜଣା ମୃତ୍ୟୁରୁ ର୍ବାଡ୍ ପ୍ଲୁ ସନ୍ଦେହ କରାଯାଉଛି ।

ମାର୍ଚ୍ଚମାସରେ ଭୟଙ୍କର ହେବ କୋରୋନା

ଦିନକୁ ଦିନ ଡରାଇବାରେ ଲାଗିଛି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏହା ଆଗକୁ ଆହୁରି ଭୟଙ୍କର ହେବ ବୋଲି କହୁଛନ୍ତି ଗବେଷକ । ତେଣୁ ସବୁ ପ୍ରକାର ସୁରକ୍ଷା ନେବାପାଇଁ ଜଣାଇ ଦେଇଛନ୍ତି ସରକାର । ଆଇଆଇଟି କାନପୁର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ଵାଲ ଏମିତି ସୂଚନା ଦେଇଛନ୍ତି ଯେ ମାର୍ଚ୍ଚରେ

ଡବଲ ଡୋଜ୍ ନେଇଥିଲେ ପ୍ରବେଶ କରିପାରିବେ ଚର୍ଚ୍ଚରେ

ଦୁଇଟି ଟିକା ନେଇଥିଲେ ଚର୍ଚ୍ଚକୁ ପ୍ରବେଶ ପାଇଁ ମିଳିବ ଅନୁମତି । କୋଭିଡ ଲକ୍ଷଣଯୁକ୍ତ ଲୋକଙ୍କୁ ଚର୍ଚ୍ଚ ଭିତରକୁ ପ୍ରବେଶ ପାଇଁ କଟକଣା ଜାରି କରିଛନ୍ତି ବିଏମସି । ଏହାଛଡ଼ା ପ୍ରତି ଚର୍ଚ୍ଚ ନିକଟରେ ବିଏମସି ପକ୍ଷରୁ ରାପିଡ଼ ଆଣ୍ଟିଜେନ୍ ଟେଷ୍ଟିଂ କରିବା ପାଇଁ ଯୋଜନା କରାଯାଉଛି । ଯେଉଁମାନଙ୍କ

ଭୁଲ ତଥ୍ୟ ଦେଲେ ୬ ମାସ ଜେଲ୍

ପଞ୍ଚାୟତ ନିର୍ବାଚନରେ ପାର୍ଥୀ ଭୁଲ ତଥ୍ୟ ଦେଲେ ୬ ମାସ ଜେଲ୍ ଦଣ୍ଡ ସହ ଜୋରିମାନା ଦବାକୁ ପଡିବ । ପଞ୍ଚାୟତ ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ଓ ପଞ୍ଚାୟତ ଆଇନର ସଂଶୋଧନ ପାଇଁ ରାଜ୍ୟ ସରକାର ଏହି ଅଧ୍ୟାଦେଶ ଜାରି କରିଛନ୍ତି । ଓଡ଼ିଶା ଗ୍ରମପଞ୍ଚାୟତ ଆଇନ ୧୯୬୪, ଓଡ଼ିଶା ପଞ୍ଚାୟତ ସମିତି

ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକ

ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ରାମକୃଷ୍ଣ ଙ୍କ ଶେଷକୃତ୍ୟ । ତାଙ୍କ ମରଶରୀର ଗତକାଲି ରାତି ୧୨ ଟାରେ ଗଂଜାମ ସ୍ଥିତ ଢୁଙ୍କାପଡା ଗ୍ରାମରେ ପହଂଚିଥିଲା । ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ ପାଇଁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଗାଁ ଲୋକେ ଅପେକ୍ଷା କରି ରହିଥିଲେ । ତାଙ୍କ ବାସଭବନରେ