ତୃତୀୟ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ ଅଭିଯୋଗ
ନାବାଳିକାଙ୍କୁ ନାବାଳକଙ୍କ ଦୁଷ୍କର୍ମ । ତୃତୀୟ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ ଦଶମ ଶ୍ରେଣୀ ନାବାଳକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ନଦିଗାଁ ଅଞ୍ଚଳର ଜଣେ ନାବାଳିକା!-->…
