Odia News Portal

ସ୍ଥଗିତ ହେଲା ମିସ୍ ଓ୍ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା

ମିସ୍ ଓ୍ୱାର୍ଲ୍ଡ ୨୦୨୧ ସ୍ଥଗିତ । ମିସ୍ ଇଣ୍ଡିଆ ମନାସା ସମେତ ୧୭ ପ୍ରତିଯୋଗୀ କରୋନା ପଜିଟିଭ। ମିସ୍ ଓ୍ୱାର୍ଲ୍ଡ ପ୍ରତିଯୋଗିତାର ଉଦଯାପନୀ ଦିବସ ସେନଜୁୟାନର ଡି ପିୟୁର୍ଟୋ ରିକୋରେ ହେବାର ଥିଲା। ମାତ୍ର ଏହା ପୂର୍ବରୁ ଏହାକୁ ସ୍ଥଗିତ କରିଦିଆଯାଇଛି। ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା

ଦୁର୍ଘଟଣାରୁ ରକ୍ଷା କରିବ ‘ରକ୍ଷକ’ ତାଲିମ ପ୍ରଶିକ୍ଷଣ

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅନୁଷ୍ଠିତ ହୋଇଛି ରକ୍ଷକ ତାଲିମ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମଟି କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ ତରଫରୁ ଆୟୋଜିତ ହୋଇଛ । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର

କଟକ ସଦର ବିଧାୟକ ବାଣ୍ଟିଲେ ‘ସ୍ମାର୍ଟ କାର୍ଡ’,ଉପକୃତ ହେବେ ହିତାଧିକାରୀ

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡର ଶୁଭାରମ୍ଭ । କଟକ କିଲ୍ଲା ପଡିଆରେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନାର ଶୁଭାରମ୍ଭ କରିଥିଲେ । ଏବେ ଜିଲ୍ଲାର ସାଲେପୁରରେ କାର୍ଡ ବଣ୍ଟନ କରିଛନ୍ତି ବିଧାୟକ ଚନ୍ଦ୍ରସାରଥୀ ବେହେରା । କଟକସଦର ବ୍ଲକର

ଚୁଟି ଝଡୁଥିଲେ ମାତ୍ର ୧୦ ମିନିଟ୍ କରନ୍ତୁ ଏହି କାମ, ଆଉ ଦେଖନ୍ତୁ ଫାଇଦା

କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ପୁଅ ହୁଅନ୍ତୁ କି ଝିଅ ସମସ୍ତଙ୍କ ଥରେ କେଶ ଝଡ଼ିବା ସମସ୍ୟା ଦେଖାଦେଉଛି। ଯଦି ଆରମ୍ଭରୁ ଏହାକୁ ରୋକା ନ ଯାଏ ତେବେ ଭବିଷ୍ୟତରେ ଚନ୍ଦା ହେବା ଆଶଙ୍କା ରହିଛି। ଏଣୁ ଚୁଟି ଝଡ଼ୁଥିଲେ ତୁରନ୍ତ ଡାକ୍ତରଙ୍କୁ ଦେଖନ୍ତୁ। ନଚେତ ଯୋଗ ପ୍ରାଣାୟମ

ତୃତୀୟ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ ଅଭିଯୋଗ

ନାବାଳିକାଙ୍କୁ ନାବାଳକଙ୍କ ଦୁଷ୍କର୍ମ । ତୃତୀୟ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ ଦଶମ ଶ୍ରେଣୀ ନାବାଳକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ନଦିଗାଁ ଅଞ୍ଚଳର ଜଣେ ନାବାଳିକା

ବିଜେପିରୁ ପ୍ରାର୍ଥୀ ହୋଇଥିଲେ, ଏବେ ରାଜନୀତିକୁ କଲେ ବାଏ ବାଏ ମେଟ୍ରୋ ମ୍ୟାନ୍

କେରଳର ପଲକ୍କଡ ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଲଢିଥିବା ମେଟ୍ରୋ ମ୍ୟାନ୍ ଶ୍ରୀଧରନ୍ ରାଜନୀତିରୁ ସନ୍ୟାସ ନେଇଛନ୍ତି । ଗୁରୁବାର ରାଜନୀତିକୁ ବାଏ ବାଏ କହିଛନ୍ତି ଦେଶରେ ମେଟ୍ରୋ ମ୍ୟାନ୍ ଭାବେ ପରିଚିତ ଶ୍ରୀଧରନ୍ । ରାଜନୀତିରୁ ସନ୍ୟାସ ନେବାପରେ ଶ୍ରୀଧରନ୍

ବଢିଲା ଝିଅଙ୍କ ବିବାହର ବୟସ ସୀମା

ଦେଶର ପ୍ରମୁଖ ସଂସ୍କାର ସହ ଜଡିତ ବିଲ୍ ବୁଧବାର କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିରେ ମହିଳାଙ୍କ ବିବାହ ବୟସକୁ ନେଇ ଏକ ବଡ ଖବର ଆସିଛି। ମିଳିଥିବା ସୂଚନା ଅନୁସାରେ, ବାଳକ ଓ ବାଳିକାମାନଙ୍କ ପାଇଁ ସର୍ବନିମ୍ନ ବିବାହ ବୟସକୁ ୨୧ ବର୍ଷ କରିବା ପାଇଁ କ୍ୟାବିନେଟ୍ ଏହି ବିଲ୍ ଅନୁମୋଦନ

୬୧୩୧ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ନିଯୁକ୍ତି ପତ୍ର

ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଲାଗି କଳିଙ୍ଗ ହକି ଷ୍ଟାଡିୟମ୍ରେ ବିଶାଳ କାର୍ୟ୍ୟକ୍ରମ । ୩୦ ଜିଲ୍ଲାର ୬୧୩୧ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। କଟକ ଜିଲ୍ଲାରୁ ସର୍ବାଧିକ ୪୩୮ଜଣ ରହିଥିବା ବେଳେ ଗଞ୍ଜାମ ସୁନ୍ଦରଗଡ଼ର ୩୯୧ ଜଣ ଲେଖାଏଁ ,

କେମିକାଲ ଫାକ୍ଟ୍ରିରେ ନିଆଁ ଲାଗି ଦୁଇ ଜଣଙ୍କର ମୃତ୍ୟୁ

ଗୁଜୁରାଟର ପଞ୍ଚମହଲ ଜିଲ୍ଲାର ଗୁଗାମବାସ୍ଥିତ ଗୁଜୁରାଟ ଫ୍ଲୋରୋ କେମିକାଲ୍ସ ଲିମିଟେଡ କମ୍ପାନୀରେ ବିସ୍ଫୋରଣ ଘଟି ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ସହିତ ରିଲିଫ ଓ ଉଦ୍ଧାର କାର୍ୟ୍ୟ ଜାରି ରହିଛି।

ଶ୍ରୀଜୀଉଙ୍କ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ

ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଆଜି ସକାଳେ ଦର୍ଶନ କରିଛନ୍ତି। ନୀତି ଆୟୋଗର ବିଭାଗୀୟ ଉପଦେଷ୍ଟା ଅବିନାଶ ମିଶ୍ର, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ,