Odia News Portal

ଆଜି ଶତାଦ୍ଧୀର ଦୀର୍ଘତମ ଚନ୍ଦ୍ରଗ୍ରହଣ

ଆଜି ୫୮୦ ବର୍ଷ ପରେ ଦୃଶ୍ୟମାନ ହେବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ସଂଘଟିତ ହେବ । ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାୱାଇର କିଛି ଅଂଶ ତଥା ଉତ୍ତର-ପଶ୍ଚମ ଓ ଉତ୍ତର-ୟୁରୋପର କିଛି ଅଂଚଳରେ ଦୃଶ୍ୟମାନ ହେବ । ଭାରତ କିମ୍ବା ଓଡ଼ିଶାରେ ଏହା

ଆଜି ଭାରତ ନ୍ୟୁଜଲ୍ୟାଣ୍ଡ ଦ୍ୱିତୀୟ ଟି-୨୦

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ପ୍ରଥମ ଟି-୨୦ ଜିତି ସାରିଥିବାରୁ ସିରିଜ୍ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମ୍ୟାଚ୍ ଜିତି ସିରିଜ୍ ଆଗୁଆ ଜିତିବାକୁ ଚେଷ୍ଟା କରିବ ଭାରତୀୟ ଦଳ । ଆଜି ଭାରତ ବିଜୟୀ ହେଲେ କୋଚ୍ ରାହୁଲ ଦ୍ରାବିଡ୍ ଓ ଅଧିନାୟକ

କରୋନା କଟକଣାକୁ ମାନି ଡଙ୍ଗା ଭସାଇଲେ ଲୋକେ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କରୋନା କଟକଣା ସତ୍ୱେ ଲୋକେ ବିଭିନ୍ନ ସ୍ଥାନରେ ଡ଼ଙ୍ଗା ଭସାଇବାର ଚିତ୍ର ଦେଖିବାକୁ ମିଳିଛି । ଲୋକେ ପରିବାର ସହିତ ଏଭଳି ଡଙ୍ଗା ଭସାଉଛନ୍ତି, ଯାହାକୁ ଦେଖିଲେ ଲାଗୁନି ଯେ ଆଉ କରୋନାର ପ୍ରଭାବ ଅଛି । କଟକ ସହରରେ ସର୍ବସାଧାରଣ ଡଙ୍ଗାଭସା ଉପରେ କଟକଣା

ଦେଶକୁ ମିଳିବ ପ୍ରଥମ ସ୍ୱଦେଶୀ ହେଲିକପ୍ଟର

ଆଜିର ଦିନ ଭାରତୀୟ ସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଭାରତୟ ବାୟୁସେନାକୁ ମିଳିବ ପ୍ରଥମ ସ୍ୱଦେଶୀ ଆଟାକ ହେଲିକପ୍ଟର । ସବୁଠାରୁ ଖାସ ଓ ଗର୍ବ କରିବାର କଥା ହେଲା, ଏହା ବିଦେଶରୁ ଅଣାଯାଇନାହିଁ , ବରଂ ଦେଶରେ ତିଆରି ହୋଇଛି । ଏହି ଲାଇଟ କମ୍ବେଟ ହେଲିକପ୍ଟର, ଏଲସିଏଚକୁ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ

ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଗତ ଅକ୍ଟୋବର ମାସ ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ହୋଇଥିଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା। ରାଜ୍ୟର ପ୍ରାୟ ୧୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇର ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ

ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ଦୁର୍ନୀତି ବିରୋଧୀ ଅଭିଯାନ ଜରିଆରେ ସରକାର ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗହଣ କରିଛନ୍ତି । ପ୍ରତାପ ଏବେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ରାଜ୍ୟ ପୁଲିସ ହାଉସିଂ ନିଗମର ପୂର୍ବତନ ଡେପୁଟି

ମପା ହେବ ହୀରାକୁଦ ଜଳ ଭଣ୍ଡାର

ମପାଯିବ ହୀରାକୁଦ ଜଳଭଣ୍ଡାରର ଗଭୀରତା । ବିଶ୍ୱର ସର୍ବବୃହତ ମାଟିବନ୍ଧ ଗଭୀରତା ଓ ପଟୁ ମାଟି ମପାଯିବ । ଏନେଇ ସରକାରୀ ସ୍ତରରେ ଟେଣ୍ଡର ପ୍ରକ୍ରିୟା ସରିଛି ଏବଂ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ମହାନଦୀର ଜଳ ବିବାଦ ଟ୍ରିବୁନାଲରେ ଥିବା ବେଳେ ହୀରାକୁଦ ଡ୍ୟାମର ଗଭୀରତା ଓ ପଟୁ ମାଟି ମାପିବା

ପ୍ରତିଶୋଧ ନେଲା ଭାରତ

ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୁଗ ବିଜୟରୁ ଆରମ୍ଭ ହୋଇଛି । ଟି-୨୦ ବିଶ୍ବକପ୍‌ରୁ ଭାରତ ବିଦାୟର ପ୍ରମୁଖ କାରଣ ପାଲଟିଥିବା ନ୍ୟୁଜିଲାଣ୍ଡକୁ ମାତ୍ର କିଛି ଦିନ ପରେ ଏହି ଦୁଇ ଜଣଙ୍କ ବଳିଷ୍ଠ ରଣନୀତି ବଳରେ ୫ ୱିକେଟ୍‌ରେ ହରାଇ ଦେଇଛି ଭାରତ । ତା’ ସହ

ବନ୍ଧା ହେଲେ ସପନା ଚୌଧୁରୀ

ଚଣ୍ଡିଗଡ: ଖୁବ୍‌ ଶୀଘ୍ର ବନ୍ଧା ହେବେ ହରିୟାଣୀ ସୁପ ଗାୟିକା ତଥା ନୃତ୍ୟଶିଳ୍ପୀ ସପନା ଚୌଧୁରୀ। ସପନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ୱାରେଣ୍ଟ  । ଏକ ଠକେଇ ମାମଲାରେ ଖୁବ୍‌ ଶୀଘ୍ର ସପନା ବନ୍ଧା ହେବେ ବୋଲି ଜଣାଯାଇଛି। ଏକ ଇଭେଣ୍ଟକୁ ବାତିଲ କରି ଟିକେଟ୍ କିଣିଥିବା ଲୋକଙ୍କୁ ଟଙ୍କା

ଯମଜ ସନ୍ତାନର ମାଆ ହେଲେ ପ୍ରୀତି ଜିଣ୍ଟା

ମୁମ୍ବାଇ: ୪୬ ବର୍ଷ ବୟସରେ ମା’ ହେଲେ ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା। ପ୍ରୀତି ଓ ତାଙ୍କ ସ୍ୱାମୀ ଜେନ୍‌ ଗୁଡେନୋଫ ଉଭୟ ଯାଁଳା ସନ୍ତାନଙ୍କ ପିତାମାତା ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଝିଅ ଓ ଜଣେ ପୁଅ ଥିବା ଜଣାଯାଇଛି। ପ୍ରୀତି ଏନେଇ ଆଜି ସକାଳେ  ଇନଷ୍ଟାରେ ଏକ ପୋଷ୍ଟ ଶେଆର