Odia News Portal

ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ମିଳିଲା ଅଜଣା ବ୍ୟାଗ ପୋଲିସ୍ କୁକୁର କରୁଛି ଯାଂଚ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଦେଖିବାକୁ ମିଳିଲା କଡ଼ା ଚେକିଂ । ପୋଲିସ୍ କର୍ମଚାରୀମାନେ ସନ୍ଧାନୀ କୁକୁର ଧରି ପହଞ୍ଚିଗଲେ । କୁକୁରଟି ସୁଙ୍ଘି ସୁଙ୍ଘି କିଛି ଖୋଜୁଥିଲା । ପରେ ଏକ ଜରି ବ୍ୟାଗ ପାଖରେ ପହଞ୍ଚିଲା । ଯାହାକୁ ପୋଲିସ ଜବତ କରିଛି । ଟର୍ମିନାଲ-୧ରେ ଏହି ଘଟଣା

କୋଭିଡ ଟିକା ଓମିକ୍ରନ ଭାଇରସ ର ସୁରକ୍ଷା କବଚ

କୋଭିଡ ଟିକା କୋରୋନାର ନୂଆ ଭାରିଆଂଟ ଓମିକ୍ରନରୁ ମଧ୍ୟ ସୁରକ୍ଷା ଦେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁଣି ଥରେ କୁହାଯାଇଛି । ସମସ୍ତେ ଯଥା ଶୀଘ୍ର ଟିକା ନେବା ପାଇଁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ୧୦୦ ପ୍ରତିଶତ ନ ହେଲେ ବି କ୍ରସ ପ୍ରୋଟେକସନ ଦେବ ଟିକା । ଟିକା ନେଲେ

ଆଇଓସିଏଲ ଦେବ ଚାକିରି

ବେକାର ଯୁବକ ଯୁବତୀଙ୍କ ପାଇଁ ଚାକିରି ସୁଯୋଗ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(ଓଙଉଖ)ରେ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ଯଦି ଆପଣ ଏଠାରେ ଚାକିରି କରିବାକୁ ଚାହୁଁଚନ୍ତି ତେବେ ତୁରନ୍ତ କରନ୍ତୁ ଆବେଦନ। ଆଇଓସିଏଲରେ ଖାଲିପଡିଛି ଟେକ୍ନିସିଆନ୍ ଏବଂ ଟ୍ରେଡ୍

ବଟି ମାଗି ଗିରଫ ହେଲେ ମହିଳା ସାମ୍ବାଦିକ

ମହଙ୍ଗା ପଡିଲା ବଟି ଆଦାୟ । ଠିକାଦାରଙ୍କୁ ଯୋରଜବରଦସ୍ତ ବଟି ମାଗିବା ଓ ତାଙ୍କ ସ୍ତ୍ରୀ ଙ୍କୁ ଜାତିଆଣ ଆକ୍ଷେପ କରିବା ମହିଳା ସାମ୍ବାଦିକଙ୍କୁ ପଡିଲା ମହଙ୍ଗା । ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସ ଜଣେ ସାମ୍ବାଦିକାଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ମାମୁନି ଚକ୍ରବର୍ତ୍ତୀ ନାମକ ଜଣେ

ରାଜ୍ୟରେ ଗତ ୨୪ଘଣ୍ଟ ମଧ୍ୟରେ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୦ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ

ଡରାଉଛି ଓମିକ୍ରନ, ଦେଶରେ ୪୫ ଛୁଇଁଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଓମିକ୍ରନ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ସହ ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ, ଦିଲ୍ଲୀ, ଚଣ୍ଡିଗଡ଼, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହାକୁ ନେଇ ସତର୍କ ରହିବାକୁ କହିଛନ୍ତି କେନ୍ଦ୍ର ସରକାର । ଓଡ଼ିଶାରେ ଏଯାଏଁ

ଡିସିପି ଅଫିସ ସାମ୍ନାରେ ଘେରିଲା କଂଗ୍ରେସ୍

ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଗୋଡ଼ାଇ ପିଟିବା ଘଟଣାର ପ୍ରତିବାଦରେ ଆଜି ଭୁବନେଶ୍ବର ଓ କଟକ ଡିସିପି କାର‌୍ୟ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ

ମାଓବାଦୀଙ୍କ ବର୍ବରକାଣ୍ଡ

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛନ୍ତି ଲାଲ୍ବାହିନୀ। ଏରାବର ନିକଟରେ ମାଓବାଦୀମାନେ ଧାରୁଆ ଅସ୍ତ୍ରରେ ଗଳାକାଟି

ଇଣ୍ଡୋନେସିଆରେ ଭୟଙ୍କର ଭୁକମ୍ପ

ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ। ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଭୂକମ୍ପରେ ଦେଶରେ ସୁନାମି ଚେତାବନୀ। ଭୂକମ୍ପର ତ୍ରୀବତା ଥିଲା ୭.୩। ମାଉମେରୋ ସହରର ଉତ୍ତର ଦିଗଠାରୁ ୧୦୦ କିଲୋମିଟର ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଫ୍ଲୋରେସ ସମୁଦ୍ରରେ ୧୦ଟା ୨୦ ସମୟରେ ଏହି ଭୂକମ୍ପ ଅନୁଭୂତ

ଚର୍ବି ଅଂଶକୁ କମାଇବ ତ୍ରିଫଳା ଚୂର୍ଣ୍ଣ

ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି କାମ କରିବା ଦ୍ୱାରା ଏହାର ଖରାପ ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ସିଧା ପ୍ରଭାବ ଆମ ପେଟ ଓ ଅଣ୍ଟା ଉପରେ ପଡ଼ିଥାଏ। ଆମ ଆଖପାଖରେ ମଧ୍ୟ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପେଟ ବାହାରିଥାଏ। । ପେଟରେ ଚର୍ବି ଅଂଶ ବଢ଼ିଯାଇଥାଏ। ତେବେ