ବଢୁଛି ଓମିକ୍ରନ ଭୟ
ଦେଶରେ ଓମିକ୍ରନ ଆତଙ୍କ ବଢିବାରେ ଲାଗିଛି । ଜୟପୁରର ଗୋଟିଏ ପରିବାରରୁ ସମସ୍ତେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ସେହିଭଳି ରାଜସ୍ଥାନରେ ମଧ୍ୟ ୯ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଯେଉଁମାନେ ସମସ୍ତେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଇଥିଲେ ସମସ୍ତେ ଦକ୍ଷିଣ!-->…
