Odia News Portal

ଆଜି ବସିବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ଦଳରେ ଚାଲିଥିବା ବିବାଦ ମଧ୍ୟରେ ଆଜି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଲକ୍ଷ୍ମୀପୁର ଖେରୀ, ପାଞ୍ଚଟି ରାଜ୍ୟରେ କୃଷକଙ୍କ ଆନ୍ଦୋଳନ, ଦରଦାମ୍ ବୃଦ୍ଧି ଏବଂ ବିଧାନସଭା

ହେମା ମାଳିନୀ @୭୩

ଭୁବନେଶ୍ୱର: ବଲିଉଡର ଡ୍ରିମଗାର୍ଲ ହେମା ମାଳିନୀଙ୍କ ଆଜି ହେଉଛି ଜନ୍ମଦିନ । ୭୩ ବର୍ଷରେ ପାଦ ଥାପିଛନ୍ତି ହେମା । ତେବେ ତାଙ୍କ ବୟସ ଏତେ ହୋଇଥିଲେ ସୁଦ୍ଧା ସେ ଆଜି ପର୍ଯ୍ୟନ୍ତ ସୁନ୍ଦର ଦେଖାଯାଉଛନ୍ତି । ଡ୍ରିମଗାର୍ଲଙ୍କ ବୟସ ଯେତିକି ବଢ଼ୁଛି ଦିନକୁ ଦିନ ତାଙ୍କର ଗ୍ଲାମର ସେତିକି ବଢ଼ିବାରେ

ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ନୂଆ ଓଡ଼ିଶାର ବିନ୍ଧାଣୀ ସବୁରି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ହେଉଛି ଜନ୍ମଦିନ । ନବୀନଙ୍କୁ ସବୁଆଡୁ ଜନ୍ମଦିନ ଶୁଭେଚ୍ଛା ମିଳିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ୱର: ସେ ନିଷ୍ପତ୍ତି ନେବାରେ ଧୁରନ୍ଧର, ଆଉ ନୂଆ ନୂଆ ଯୋଜନା କରିବାରେ ଓସ୍ତାଜ୍ । ସବୁବେଳେ ସେ ବିରୋଧୀଙ୍କୁ ଦେଇଛନ୍ତି ଚକମା । ଆଉ ଯେଉଁ ନେତା ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ସଙ୍ଗେ ସଙ୍ଗେ ତାଙ୍କ ଉପରେ ନେଇଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ । ତାଙ୍କର ଦୃଢ଼ ନେତୃତ୍ୱ ଲାଗି ସେ

ପରଲୋକରେ ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହ

ଭୁୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ତଥା କେଜେଏସ ଗ୍ରୁପର ଅଧ୍ୟକ୍ଷ କମଳଜିତ ସିଂହ ଆଲୁୱାଲିଆଙ୍କ ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୭୮ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ଶିଳ୍ପଜଗତରେ ଶୋକର ଛାୟା ଖେଳିଯାଇଛି ।ଭାରାତୀୟ ଖଣି ଓ ଲୌହ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ଶ୍ରୀ ସିଂହ ଜଣେ ପ୍ରମୁଖ ଓ

ରାହୁଲଙ୍କୁ ଟପିଲେ ଗାଇକ୍ୱାଡ

ଦୁବାଇ: ଆଇପିଏଲ ୨୦୨୧ରେ ସର୍ବାଧିକ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗସର ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକ୍ୱାଡ । କେଏଲ ରାହୁଲ ୬୨୬ ରନ କରିଥିବା ବେଳେ ଏବେ ଏହାକୁ ପାର କରିଛନ୍ତି ଗାଇକ୍ୱାଡ । ଏବେ ସେ ପଡିଆରେ ମହଜୁଦ ଅଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲରେ ସେ

ଘନ କେଶ ଲାଗି ଆପଣାନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ୱର: ସୁସ୍ଥ କେଶ ପାଇଁ ଘିକୁଆଁରୀ ଓ ମହୁର ବ୍ୟବହାର କରିପାରିବା। ଏହା ଆପଣଙ୍କ କେଶକୁ ସୁସ୍ଥ ରଖିବା ସହ ପୋଷଣ ଯୋଗାଇଥାଏ। ଘିକୁଆଁରୀ ଓ ମହୁରେ ଥିବା ପୋଷକ ତତ୍ତ୍ବ ରକ୍ତସ୍ତରକୁ ଠିକ ରଖିଥାଏ। ଏହାଦ୍ବାରା କେଶ ଠିକ ଭାବେ ବୃଦ୍ଧି ପାଇଥାଏ। କେଶ ପାଇଁ ଘିକୁଆଁରୀ ଓ ମହୁର ବ୍ୟବହାର

ଝାନସୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୧ ମୃତ

ଉତ୍ତରପ୍ରଦେଶ: ଝାନସୀ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ୭ ଜଣ ମହିଳା ଏବଂ ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଚିରାଗାଓଁ ଅଞ୍ଚଳର ଭଣ୍ଡେରା ରାସ୍ତାରେ ତୀର୍ଥଯାତ୍ରୀମାନେ ଦଶହରା ପୂଜା ପରେ ନିଜ ଗାଁକୁ ଫେରୁଥିବା ବେଳେ

ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନଙ୍କୁ ପୁଣି ଇଡିର ସମନ

ନୂଆଦିଲ୍ଲୀ: ଟାଇମ୍ସ ନ୍ୟୁ ଅନୁଯାୟୀ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଇଡି ସମନ କରିଥିଲା। ତେବେ ଅଜି ଜ୍ୟାକଲିନଙ୍କୁ ଇଡି ପଚରାଉଚରା ପାଇଁ ଡାକିଥିବା ବେଳେ ଜାକଲିନ୍ କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ହାଜର

ଖାଇବାକୁ ଡାକିଲେ, ଦୁଷ୍କର୍ମ କଲେ

ନୂଆଦିଲ୍ଲୀ: ଲଜ୍ଜା । ପୁଣି ଲଜ୍ଜା । ଥମିବାର ନାଁ ଧରୁନି ଲଜ୍ଜା । ସାମାନ୍ୟ ଦେହର ସୁଖ ଲାଗି ମଣିଷ ପାଲଟି ଯାଉଛି ନରରାକ୍ଷସ । ସମ୍ପର୍କର ମୋହ ମାୟାକୁ ଭୁଲିଯାଇ ଘଟାଉଛି ଅଘଟଣ । ତେବେ ବିଶ୍ୱାସରେ ବିଷ ଦେଇ ଦୁଷ୍କର୍ମ କରିଥିବା ଘଟଣା ନଜରକୁ ଆସିଛି । ଘଣକୁ ଖାଇବାକୁ ଡାକି ଜଣେ ଡାକ୍ତର