Odia News Portal

ବାଚସ୍ପତିଙ୍କ ଫିଟନେସ୍ ମନ୍ତ୍ର

ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଫିଟନେଓ ମନ୍ତ୍ରୀ । କାଦୁଅ ଲଟପଟ ହୋଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବାଚସ୍ପତି ମହାଶୟ ଫିଟନେଓ ରହିବା ନେଇ ବାଣ୍ଟୁଛନ୍ତି ଜ୍ଞାନ । ସୂର୍ୟ୍ୟବାବୁଙ୍କର ବୟସ ୭୫ ଛୁଇଁଲାଣି । ଏ ବୟସରେ ହାର୍ଟ, କିଡନୀ,

ଆଜି ସୋମେଶ୍ୱର ମହାଦେବଙ୍କ ରତ୍ନମୁଦ ଉତ୍ସବ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅନ୍ତର୍ଗତ ସମସରପୁର ଗ୍ରାମର ଗ୍ରାମ ଦେବତା ଶ୍ରୀ ଶ୍ରୀ ସୋମେଶ୍ୱର ମହାଦେବଙ୍କ ରତ୍ନମୁଦ ଉତ୍ସବ ପାଳିତ ହେଉଅଛି। ଆଜି ସୁଭଲଗ୍ନ ମୁତାବକ ଦିବା ୧୦.୪୩ ମିନିଟ୍ ଗତେ ପୁଜା କାର୍ଯ୍ୟ ଆରମ୍ଭ କରାଯାଇଅଛି।

ଜାଣନ୍ତୁ ପ୍ରତାପଙ୍କ ସମ୍ପତ୍ତି କେତେ ?

ଭୁବନେଶ୍ୱର: ଓଡିଶା ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଦିଆଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରତାପଙ୍କ ଘରେ ଭିିଜିଲାନ୍ସ ଚଢାଉ ହୋଇଥିଲା । ୧୧ଟି ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ । ଦୀର୍ଘ ୨୨ ଘଣ୍ଟାର ଚଢାଉ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୧୧,୪୬୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। କରୋନାରୁ ଆଉ ୧୧,୯୬୧ ଲୋକ ସୁସ୍ଥ ହୋଇଥିବା ବେଳେ ମୋଟ ଲୋକଙ୍କ ସଂଖ୍ୟା ୩,୩୭,୮୭,୦୪୭କୁ ବୃଦ୍ଧି ପାଇଛି | ଏଥି ସହିତ ସକ୍ରିୟ ମାମଲା ବିଷୟରେ କଥାବାର୍ତ୍ତା, ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧

ଦୂବରୁ ଦ୍ରୁମ ହେଲେ କେମିତି? କେବିଏନ୍‍ ଗୋଷ୍ଠିକୁ ଧରିବାକୁ ପୁଲିସ୍‍ ରାତି ଅନିଦ୍ରା

ଭୁବନେଶ୍ୱର : ତଥାକଥିତ ଗ୍ୟାଙ୍ଗଷ୍ଟାରଙ୍କ ମିଳିତ ମଞ୍ଚ କେବିଏନ୍‍ ଗ୍ରୁପ୍‍ ଏବେ କମିଶନରେଟ ପୁଲିସ୍‍ର ନିଦ ହଜାଇ ଦେଇଥିବାବେଳେ ଏମାନେ କିଭଳି ଦୂବ ରୁ ଦ୍ରୁମ ପାଲଟିଲେ ଓ କମିଶନରେଟ ପୁଲିସ୍‍ର ଦକ୍ଷ ବାବୁମାନେ ଏହାର ଟେର ପାଇଲେ ନାହିଁ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଏହାକୁ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୮୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୨୩ ଓ ସ୍ଥାନୀୟ ଅଞ୍ଚଳରୁ ୧୬୪ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗର ୭୫ ଜଣ ଅଛନ୍ତି ।ଖୋର୍ଦ୍ଧା

ଭୁବନେଶ୍ୱର ଏବଂ ନୟାଗଡ଼ ମଧ୍ୟରେ ଗଡିବ ମେମୁ ଟ୍ରେନ୍

ଭୁବନେଶ୍ୱର: ଭାରତୀୟ ରେଳ ଆଜି ନଭେମ୍ବର ୧୫, ୨୦୨୧ ରୁ ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ରେଳବାଇର ସରକାରୀ ସୂତ୍ରରୁ ପ୍ରକାଶ ଯେ ଗଋଗଟ ଟ୍ରେନ୍ ବର୍ତ୍ତମାନର ପାରମ୍ପାରିକ କୋଚ୍ ବଦଳାଇବ। ଭୁବନେଶ୍ୱରରୁ ଭୁବନେଶ୍ୱର-ନୟାଗଡ଼

ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଇଂଲଣ୍ଡ

ଆବୁଧାବି: ଚଳିତ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବୁଧବାର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଖେଳାଯିବ। ୨୦୧୬ ବିଶ୍ବ ‌ଟି-୨୦ ସେମିଫାଇନାଲ୍, ୨୦୧୯ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ ପରେ ଏବେ ୨୦୨୧ ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌। ବିଶ୍ବକପ୍‌ର ଶେଷ

ପବିତ୍ର ଛଟ୍ ପୂଜାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଛଟ୍ ପୂଜା । ସୂର୍ଯ୍ୟ ପୂଜାର ପର୍ବ । ଛଟ୍ ପୂଜା ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଗବାନ ସୂର୍ଯ୍ୟ ସବୁ ପ୍ରତିବନ୍ଧକ ଓ ବାଧାବିଘ୍ନ ଦୂର କରି ସମସ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ

ଓଁ ସାଇ, ଶ୍ରୀ ସାଇ, ଜୟ ଜୟ ସାଇର ଅର୍ଥ କଣ?

ଭୁବନେଶ୍ୱର: ଶିରିଡ଼ିର ଶ୍ରୀ ସାଇବାବାଙ୍କ ଉଦ୍ଦେଶ୍ୟରେ ରଚିତ ଏହି ମନ୍ତ୍ରଟି ଏକ ସାର୍ବଜନୀନ ସ୍ୱୀକୃତ ମନ୍ତ୍ର । ବାବାଙ୍କର ସମସ୍ତ ଭକ୍ତ ଏହି ମନ୍ତ୍ର ପାଠ କରନ୍ତି । ସମସ୍ତ ହିନ୍ଦୁ ମନ୍ତ୍ରର ମୂଳ ଶବ୍ଦ ହେଉଛି ଓଁ । ଏହି ଓଁ ବ୍ରହ୍ମାଣ୍ଡର ସୃଷ୍ଟି ପ୍ରକ୍ରିୟାର ଆଦି ଶକ୍ତି । ଏହାକୁ ପ୍ରଣବ