ଟି-୨୦ ବିଶ୍ୱକପ: ଆଜିଠୁ ମହାମୁକାବିଲା
ଦୁବାଇ: ଟି-୨୦ ବିଶ୍ୱକପରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଅସଲ ମୁକାବିଲା । ଗତକାଲି ଶେଷ ହୋଇଛି ଯୋଗ୍ୟତା ଅର୍ଜନ ପର୍ଯ୍ୟାୟ । ଅପରାହ୍ଣ ୩.୩୦ରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଏବଂ ରାତି ୭.୩୦ରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଧାର୍ୟ୍ୟ ରହିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍ର ଦୁଇ ଅସଫଳ ଦଳ!-->…
