ଧାନ ଜଗିବାକୁ ଯାଇଥିବା ଚାଷୀକୁ ବିଲରେ ଦଳିଦେଲା ଦନ୍ତା
ଚାଷୀଙ୍କୁ ଦଳିଦେଲା ଦନ୍ତା । ଏଭଳିଆ ଘଟିଛି ଢେ଼ଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳ ମୁଣ୍ଡା ଗାଁରେ ।ଗତକାଲି ରାତିରେ ଧାନ ଜଗିଥିବା ଚାଷୀଙ୍କୁ ଦଳିଦେଲା ଦନ୍ତା । ମୃତକ ପରଜଙ୍ଗ ଥାନା ଖଣ୍ଡୁଆଳମୁଣ୍ଡା ଗାଁର ଉପେନ୍ଦ୍ର ଅମାତ । କୁମ୍ଭୀରପଶି!-->…
