Latest କରୋନାରେ ଆକ୍ରାନ୍ତ ହେଲେ କବି ଜୟନ୍ତ ମହାପାତ୍ର swadhikarnews Jun 1, 2021 0 *ଆଶୁ ଆରୋଗ୍ୟ କାମନା ସହ ଉତ୍ତମ ସ୍ବାସ୍ଥ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ।
ଅପରାଧ ପ୍ରେମ ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ swadhikarnews Jun 1, 2021 0 ରାୟଗଡ଼ା: ବନ୍ଧୁ ଶବ୍ଦରେ ଲାଗିଲା କଳଙ୍କ । ପ୍ରେମ ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ପୋଙ୍ଗିଲି ଅଂଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ । ରୁମାନ ତ୍ତବଗର୍ତ୍ତି ବିକାଶ ଭଟ୍ଟ ଓ ପ୍ରଶାନ୍ତ ବଗର୍ତ୍ତି ସହ ମିଶି ଉମାକାନ୍ତ କାଣ୍ଡଙ୍କୁ ହତ୍ୟା କରିଛନ୍ତି ।!-->…
ଅପରାଧ ଗଛକଟାରୁ ସଂଘର୍ଷ swadhikarnews Jun 1, 2021 0 ବିନିକା: ଝିମିଟି ଖେଳରୁ ମହାଭାରତ ହେବା ଭଳି ସାମାନ୍ୟ ଗଛକଟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହୋଇଛି ସଂଘର୍ଷ । ଉଭୟ ଉଭୟଙ୍କୁ ଆକ୍ରମଣ ଏବଂ ପ୍ରତିଆକ୍ରମଣ କରିଛନ୍ତି । ସବୁର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭବାନୀପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୋଟିଏ ପରିବାରର ଦୁଇ!-->…
Latest ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ swadhikarnews Jun 1, 2021 0 ଭୁବନେଶ୍ୱର: କରୋନାରେ ବରିଷ୍ଠ ଫୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଦେହାନ୍ତ ହୋଇଛି । ତେବେ ତାଙ୍କ ମୃତ୍ୟୁରେ ସମସ୍ତ କ୍ରୀଡା ଜଗତରେ ଦୁଃଖର ଛାୟା ଖେଳିଯାଇଛି!-->…
ରାଜ୍ୟ ଷ୍ଟ୍ରେଚରରେ ୨ କିଲୋମିଟର ବୁହାହେଲେ ଗର୍ଭବତୀ swadhikarnews Jun 1, 2021 0 ବିଷମକଟକ: ଗାଁକୁ ପକ୍କା ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ ଷ୍ଟ୍ରେଚରରେ ଦୁଇ କିଲୋମିଟର ବୁହାହେଲେ ଗର୍ଭବତୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସାରାଫାଶ ଗାଁରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଗାଁର ସାମୁଦୁ ମାଝୀଙ୍କ ସ୍ତ୍ରୀ ବାସନ୍ତୀ ମାଝୀଙ୍କୁ ଷ୍ଟ୍ରେଚରରେ ବୁହା!-->…
Latest କରୋନାରେ ବରିଷ୍ଠ ଫୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ swadhikarnews Jun 1, 2021 0 ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗୁଥିବା ସମୟରେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।ତେବେ କରୋନା ସଂକ୍ରମଣରେ ବହୁ ବରିଷ୍ଠ ଲୋକଙ୍କର ପରଲୋକ ଘଟୁଥିବା ସମୟରେ ଆଜି ବରିଷ୍ଠ ଫୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ!-->…
Latest ଆଜି ସର୍ବାଧିକ ୩୭ ଆକ୍ରାନ୍ତ ପ୍ରାଣ ନେଲା ମହାମାରୀ swadhikarnews Jun 1, 2021 0 ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ସଂକ୍ରମଣ କମିଥିବା ସମୟରେ କରୋନା ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲଗାମ ଲାଗୁ ନାହିଁ । ମହାମାରୀର ଏହି ସମୟରେ ଲୋକ ନିଜ ପ୍ରୀୟଜନଙ୍କ ଅନ୍ତିମ ସତ୍କାର ପରେ ଅସ୍ଥି କଳସ ମଧ୍ୟ ସାଙ୍ଗରେ ନେଇ ଯିବା ପାଇଁ ଡରୁଛନ୍ତି ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ ଜଣ!-->…
Latest ବଢୁଛି ସଂକ୍ରମଣ: ୮୭୩୫ ପଜିଟିଭ୍ ଚିହ୍ନଟ swadhikarnews Jun 1, 2021 0 ଭୁବନେଶ୍ୱର: ରାଜ୍ୟରେ କମିବାର ନା ଧରୁନି ସଂକ୍ରମଣ ।କିଛି ଦିନ ହେବ ରାଜ୍ୟରେ ସାମାନ୍ୟ ମାତ୍ରାରେ ସଂକ୍ରମଣ କମିଥିବା ସମୟରେ ଆଜି ପୁଣି ଥରେ ବଢ଼ିବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ!-->…
Uncategorized ରାଜଧାନୀରେ କମିଲା ସଂକ୍ରମଣ , ବଢ଼ିଲା ସୁସ୍ଥ swadhikarnews Jun 1, 2021 0 ୨୪ ଘଂଟାରେ ୮୧୧ ପଜିଟିଭ୍ , ୧୦୪୬ ସୁସ୍ଥ
Latest ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ swadhikarnews Jun 1, 2021 0 ଭୁୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଛି ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ । ବିଏମସିର ୩ ଟି ଜୋନ୍ ରେ ମୋଟ୍ ୬ ଟି ଆପାର୍ଟମେଂଟରେ ଟିକା ଦିଆଯାଇଛି । ପ୍ରତି ଆପାର୍ଟମେଂଟରେ ୨ ଶହ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ବିଶେଷ!-->…