ପୁରୀରେ ଖୋଲିବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ, ୧୯ରୁ ଆରମ୍ଭ ହେବ ଚିକିତ୍ସା
ପୁରୀ: ରାଜ୍ୟରେ କରୋନା ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ପାଇଁ ସମସ୍ତ ବ୍ୟବସ୍ଥା ଜାରି ରହିଛି । ମେ ୧୯ରେ ପିପିପି ମୋଡରେ ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲରେ ଏକ ନୂତନ କୋଭିଡ ହସ୍ପିଟାଲର ଉଦଘାଟନ କରିବାକୁ ପ୍ରସ୍ତୁତ ହୋଇଛି। ସମ୍ ହସ୍ପିଟାଲ ଏହି ପ୍ରକଳ୍ପ!-->…
