Odia News Portal

‘ୟାସ୍’ର ଲ୍ୟାଣ୍ଡଫଲ: ବାଲେଶ୍ଵର,ଭଦ୍ରକରେ ବଢ଼ିଲା ପବନର ବେଗ

ଭୁବନେଶ୍ୱର: ବାତ୍ୟା ୟାସ୍ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ୩ରୁ ୪ ଘଣ୍ଟା ଲାଗିବ । ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣରେ ଲ୍ୟାଣ୍ଡଫଲ କରୁଛି ୟାସ । ସକାଳ ୯ଟାରୁ ଏହି ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବା ନେଇ ଆଇଏମଡି ପକ୍ଷରୁ ସୂଚନା

ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବୁଧବାର ସକାଳେ ବାତ୍ୟା ୟାସ୍ ଓଡ଼ିଶା ଉପକୂଳକୁ ସ୍ପର୍ଶ କରିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାତ୍ୟାର ସ୍ଥିତି ଓ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ରଦ୍ଦ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ପାଇଁ ବିସିସିଆଇ ସବୁ କିଛି କରିବାକୁ ପ୍ରସ୍ତୁତ। କାରଣ ବାଜିରେ ଲାଗି ଯାଇଛି ବୋର୍ଡର ୨୫୦୦ କୋଟି ଟଙ୍କା। ଆଇପିଏଲର ବଳକା ମ୍ୟାଚ୍ ନହେଲେ ପୂରା  ଘାଟାରେ ପଡିଯିବ ବିସିସିଆଇ। ତେଣୁ ଯେମିତି ହେଉ ପଛେ ଆଇପିଏଲ ଆୟୋଜନ ପାଇଁ ବିସିସିଆଇ ଅଣ୍ଟା

ସୁବୋଧ ଜୟସଓ୍ଵାଲ ସିବିଆଇ ନୂତନ ନିର୍ଦ୍ଦେଶକ

ନୂଆଦିଲ୍ଲୀ : ଆଇପିଏସ ଅଧିକାରୀ ସୁବୋଧ କୁମାର ଜୟସଓ୍ଵାଲଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)ର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ। ଜୟସଓ୍ଵାଲ ୧୯୮୫ ବ୍ୟାଚ୍‌ର ଆଇପିଏସ ଅଫିସର। ସେ ପୂର୍ବରୁ ମହାରାଷ୍ଟ୍ରର ପୋଲିସ ମହାନିର୍ଦ୍ଦେଶକ

ଅଭାବୀ ଲୋକଙ୍କୁ ସାହାଯ୍ୟ କରିବେ ଦକ୍ଷିଣୀ ସୁନ୍ଦରୀ

ନୂଆଦିଲ୍ଲୀ: ମାରାତ୍ମକ କୋଭିଡ-19 ସଙ୍କଟର ଦ୍ୱିତୀୟ ତରଙ୍ଗ ସହ ଦେଶ ମୁକାବିଲା କରୁଥିବା ବେଳେ ସେଲିବ୍ରିଟିଙ୍କ ସମେତ ସମସ୍ତେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜର ସମର୍ଥନ ବଢାଉଛନ୍ତି।ଲୋକପ୍ରିୟ ଦକ୍ଷିଣ ଅଭିନେତ୍ରୀ ରଶ୍ମିକା ମନ୍ଦନା ଆଗକୁ କୋଭିଡ-19 ମହାମାରୀ ମଧ୍ୟରେ ସାହାଯ୍ୟ

୫ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରିତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟାସ’ ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ‘ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ’ ଆହ୍ୱାନକୁ ସାକାର କରିବା ପାଇଁ ନିଆଯାଇଥିବା ସମସ୍ତ

ମାଡି ଆସୁଛି ୟସ୍: ଏସଆରସିଙ୍କ ଗୁରୁତ୍ଵପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡି ଆସୁଛି ବାତ୍ୟା ୟସ୍ । ତେବେ ବାତ୍ୟା ନେଇ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏସଆରସିଙ୍କ କହିବା ଅନୁଯାୟୀ,ଏବେ ପର୍ଯ୍ୟନ୍ତ ୨ ଲକ୍ଷ ଲୋକଙ୍କ ସ୍ଥାନାନ୍ତରଣ ସରିଛି । ଭିତରକନିକା, ଚାନ୍ଦବାଲି, ଧାମରାରେ ବାତ୍ୟା ଲ୍ୟାଣ୍ଡଫଲ