Odia News Portal

୪୮ ବର୍ଷରେ ପାଦ ଥାପିଲେ କ୍ରିକେଟର ଭଗବାନ

ମୁମ୍ବାଇ : ୪୮ ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଜନ୍ମଦିବସରେ ତାଙ୍କୁ ଶୁଭକାମନାର ସୁଅ ଛୁଟୁଛି । କେତେକ ‘ସଚିନ୍ - ଅନୁଭବ’ ଶବ୍ଦରେ ପ୍ରକାଶ କରିଥିବା ବେଳେ କେହି କେହି ତାଙ୍କୁ ‘କ୍ରିକେଟ୍ ଭଗବାନ’ ଏବଂ ସର୍ବଶ୍ରେଷ୍ଠ ବୋଲି କହିଥିଲେ।

ରାଜ୍ୟରେ ଆଉ ୮ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ

ଖୋର୍ଦ୍ଧାରୁ ଧରାପଡିଲା କୋଟିଏ ଟଙ୍କାର ଧଳାଜହର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଧରାପଡିଲା କୋଟିଏ ଟଙ୍କାର ଧଳା ଜହର । ପ୍ରାୟ ୧ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି ଏସ୍‌ଟିଏଫ୍‌ ଟିମ୍‌ । ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ଏସ୍‌ଟିଏଫ୍‌ ୪ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ୍‌ସୁଗାର

ରେକର୍ଡ଼ ଭାଙ୍ଗିଲା କରୋନା: ଦିନକରେ ୬୬୪୭ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୧୩୪୧ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୯୨ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୮୫୫ ଜଣ କ୍ବାରେଣ୍ଟାଇନ୍‌ରେ

ସପ୍ତାହାନ୍ତ ସଟଡାଉନ୍: ଚେକ୍‌ ପୋଷ୍ଟରେ ଜୋରଦାର ଚେକିଂ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ସଟଡାଉନ୍ । ଏହା ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଉଛି । ଟ୍ୱିନ୍‌ ସିଟି କଟକ ଏବଂ ଭୁବନେଶ୍ବରରେ ସଟ୍‌ଡାଉନ୍‌ କଡାକଡି ଯାଞ୍ଚ କରାଯାଉଛି |

କିଙ୍ଗ୍ସର ଉତ୍ସାହପୂର୍ଣ୍ଣ ବିଜୟ

ମୁମ୍ବାଇ : ପୁୁଣି ପରାସ୍ତ ହେଲା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଉପରେ କିଙ୍ଗସ୍‌ର ବିଶାଳ ବିଜୟ। ୯ ଓ୍ବିକେଟରେ ବିଜୟ ଲକ୍ଷ ହାସଲ କଲା ପଞ୍ଜାବ କିଙ୍ଗସ୍‌। ଅଧିନାୟକ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ଦଳକୁ ସହଜ ବିଜୟ ଆଣିଦେଇଛି। ଆଜିର ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ୬

ବିଶ୍ୱକେଶନଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର : ଶେଷରେ ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପିପିଲି ଉପନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବିଶ୍ବକେଶନଙ୍କୁ ପ୍ରାର୍ଥୀ

ଡିଜିଟାଇଜେସନ୍ ହେବ ବିଧାନସଭାର ଆଲୋଚନା ଓ ରିପୋର୍ଟ

ଭୁବନେଶ୍ୱର : ବିଧାନସଭା ବୈଠକର ସମସ୍ତ ଅ।ଲୋଚନା ବିବରଣୀ ଏବଂ ବିିଭିନ୍ନ କମିଶନର ରିପୋର୍ଟ ଡିଜିଟାଇଜେସନ୍ କରିବାକୁ ହୋଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟପ୍ରଗତି ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର