Odia News Portal

ଜଗିଲା ବାଲା ହିଁ ଚୋର

କଟକ () କଟକ ନୟାସଡକ IIFLରୁ ୨୦କୋଟି ଟଙ୍କାର ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ଲୁଟ୍ ଘଟଣାରେ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ଥିଲେ ମାଷ୍ଟରମାଇଣ୍ଡ । ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଏ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍ ଜରିଆରେ ସୂଚନା…

ଅଭିନେତା ଆଶିଷ ରାୟଙ୍କ ପରଲୋକ

ମୁମ୍ବାଇ() ନିଜ ଦମ୍‌ଦାର ଅଭିନୟ ମାଧ୍ୟମରେ ଟିଭି ଓ ଫିଲ୍ମ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ଆଶିଷ ରାୟ ଆଉ ନାହାନ୍ତି। ଦୀର୍ଘ ଦିନ ଧରି କିଡ୍‌ନୀ ରୋଗରେ ଯୁଝିବା ପରେ ସୋମବାର ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଉଭୟ କିଡ୍‌ନୀ ଖରାପ…

ଆଉ ୧୪ ମୁଣ୍ଡ ନେଲା କରୋନା, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୬୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୭୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ…

ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର ()  ବିଧାନସଭା ଚାଲିଥିବା ବେଳେ ଫାଟକ ସାମ୍ନାରେ ସ୍ଵାମୀ-ସ୍ତ୍ରୀ ଡିଜେଲ ଢାଳି ଆତ୍ମହତ୍ୟା ଉଦ୍ୟମ। ୫ ବର୍ଷ ଝିଅ ହତ୍ୟା ମାମଲାରେ ବାପା ମା' ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେମାନଙ୍କୁ ଫାଟକ ଆଗରୁ କାବୁ କରିଛି ପୋଲିସ। ଦୀର୍ଘ ତିନିମାସ ପରେ ମଧ୍ୟ ଝିଅକୁ ନ୍ୟାୟ ମିଳିନଥିବା କହି…

ପୁରୀ ଘଟଣା ପରେ ପୁଲିସ୍‍ ବାବୁ ଛାନିଆ

ଭୁବନେଶ୍ୱର()  ପୁରୀ ଜିଲ୍ଲାରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେେ ଜାତୀୟ ଓ ରାଜ୍ୟ ମାନବ ଅଧିକାର କମିଶନରେ ମାମଲା ରୁଜୁ ହେବା, ହାଇକୋର୍ଟରେ ମାମଲା ହେବା ଏବଂ ରାଜ୍ୟ ସରକାର ପୁରୀ ଏସ୍‍ପିଙ୍କୁ ରାତି ଅଧିଆ ବଦଳି କରିବାପରେ ଏବେ ସାରା ରାଜ୍ୟରେ ପୁଲିସ୍‍ ମନରେ ଛନକା ପଶିଛି ।…

ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୧ କୋଟି କରୋନା ଡୋଜ

ନୂଆଦିଲ୍ଲୀ () ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ ଦ୍ୱାରା ସର୍ବାଧିକ ପ୍ରପୀଡିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ବୈଠକ କରିବେ । କରୋନାକୁ ସଫଳ ଭାବରେ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଏହି ବୈଠକ…

ସମସ୍ତଙ୍କୁ ଜୀବନସାଥି ବାଛିବାର ଅଧିକାର ଅଛି

କଥିତ ଲଭ୍‌ ଜେହାଦ ବିରୋଧରେ  ୟୁପିରେ ସରକାର ଶକ୍ତ ଆଇନ୍‌ ପ୍ରସ୍ତୁତି କରିବା ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ସ୍ୱତନ୍ତ୍ର ନିଷ୍ପତ୍ତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେକେହି ବ୍ୟକ୍ତିଙ୍କୁ ନିଜର ଜୀବନସାଥି ବାଛିବାର ଅଧିକାର ରହିଛି । କୋର୍ଟ କହିଛନ୍ତି , ସେ  ସମାନ ଲିଙ୍ଗି ବା ବିପରୀତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ

ଆସାମ() ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କର ଆଜି ପରଲୋକ ଘଟିଛି । ତରୁଣ ଗୋଗୋଇ କରୋନାରେ ସଂକ୍ରମିତ ଥିଲେ । ସେ ୩ ଥର ଆସାମର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ସହ ୬ ଥର ଲୋକସଭା ସଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଲୋକାୟୁକ୍ତ ସଂଶୋଧନ ବିଲ-୨୦୨୦ ପାରିତ

ଭୁବନେଶ୍ୱର()  ବିଧାନସଭାରେ ଆଜି ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ-୨୦୨୦ ପାରିତ ହୋଇଛି । ଓଡିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ସଂଶୋଧନ ବିଲ ଗୃହରେ ପାରିତ ହୋଇଛି । ଏହା ସହ ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ହୋଇଛି । ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଧର୍ମଘଟକୁ ପ୍ରୋତ୍ସାହନ ଦେଲେ ଜେଲ

ଭୁବନେଶ୍ୱର() ବିଧାନସଭାରେ ଅତିଆବଶ୍ୟକ ସେବା ସଂଶୋଧନ ବିଲ୍ ପାରିତ ହୋଇଛି । ବେଆଇନ୍ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ମିଳିବ ଜେଲଦଣ୍ଡ । ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡିତ କରାଯିବ । ଆଇନ ଅନୁଯାୟୀ ଧର୍ମଘଟ କରୁଥିବା କର୍ମଚାରୀ ଦଣ୍ଡିତ ହେବେ । ବେଆଇନ…