Odia News Portal

ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ନିହାର

ଭୁବନେଶ୍ୱର()   ଓଟିଭି ଗ୍ରୁପ୍‌ ଠାରୁ ସବୁ ସମ୍ପର୍କ ତୁଟାଇଲେ ନିହାର ରଞ୍ଜନ ଭୂୟାଁ । ଓଟିଭି ସିଓଓ ତଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ନିହାର । ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ମାମଲାରେ ଗତ ୧୭ ତାରିଖରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ…

କମେଡିଆନ୍ ଭାରତୀ ସିଂହଙ୍କୁ ଜାମିନ

ମୁମ୍ବାଇ()  ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କମେଡିଆନ୍ ଭାରତୀ ସିଂହ ଓ ସ୍ୱାମୀ ହର୍ଷଙ୍କୁ ଜାମିନ ମିଳିଛି । ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ଜାମିନ ମିଳିଛି । ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି ମାଜିଷ୍ଟ୍ରେଟ କୋର୍ଟ । ତେବେ ୨୧ ନଭେମ୍ବର ବା ଗତ ଶନିବାର ଦିନ…

ରାତ୍ରୀକାଳୀନ କର୍ଫ୍ୟୁ ଜାରି, ଫେରିବ ଲକଡାଉନ

କରୋନା ସଂକ୍ରମଣକୁ ରୋକିବା ପାଇଁ ୮ ଟି ଜିଲ୍ଲାରେ ରାତି୍ରକାଳୀନ କର୍ଫୁ୍ୟ ଜାରି କରିଛନ୍ତି ରାଜସ୍ଥାନ ରାଜ୍ୟ ସରକାର । ରାତିଠାରୁ ଏହାକୁ ଲାଗୁ କରାଯାଇଛି । ଜୟପୁର, ଯୋଧପୁର, କୋଟା, ବିକାନେର, ଉଦୟପୁର, ଆଜେମେର, ଅଲୱାର ଏବଂ ଭିଲୱାରାର ସହରାଞ୍ଚଳରେ ବଜାର, ରେସ୍ତୋଁରା, ସପିଂ ମଲ ଏବଂ ଅନ୍ୟ…

ସତ୍ୟପାଠ ଦାଖଲ କରିବାକୁ ଏଜିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର() କୋଭିଡ -୧୯ ପ୍ରଭାବ ପରିବାରର ଆୟ ଉପରେ ପଡ଼ିଛି  । ଏପରି ସ୍ଥଳରେ ପିଲାଙ୍କ ପାଠପଢ଼ା ଓ ସ୍କୁଲ ଫି’ ଅଭିଭାବକଙ୍କ ନିଦ ହଜାଇ ଦେଇଛି  ।  ତେବେ  ସ୍କୁଲ ଫି’ ହ୍ରାସ ଆବେଦନ ମାମଲାରେ ହାଇକୋର୍ଟ ଆଜି ଶୁଣାଣି କରିଛନ୍ତି ।  ଏହି ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ…

୮ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବୀମାଭୁକ୍ତ

ଭୁବନେଶ୍ୱର() ରାଜ୍ୟରେ ୮ଲକ୍ଷ ୬୪ହଜାର ୪୯୯ ହାଇସ୍କୁଲ ଛାତ୍ରଛାତ୍ରୀ ବୀମାଭୁକ୍ତ । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମୋଟ ୨୧ଲକ୍ଷ ୨୮ହଜାର ୨୪୬ ହାଇସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି । ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିବାକୁ ଷ୍ଟୁଡେଣ୍ଟ ସେଫ୍ଟି…

ଆଉ ୧୭ଜଣଙ୍କ ମୃତ୍ୟୁ, ଭୁବନେଶ୍ୱରରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୬୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୫୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ ଓ…

ଖୋଲିଲା ପ୍ରଥମ ଗୋ ହସ୍ପିଟାଲ

ମଣିଷ ମାନଙ୍କ ପାଇଁ ଏବଂ ପଶୁପକ୍ଷୀ ମାନଙ୍କ ପାଇଁ ହସ୍ପିଟାଲ ରହିଥାଏ । ତେବେ ଉତ୍ତର ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଏକ ଗୋ ହସ୍ପିଟାଲ ଖୋଲିଛି । ଆସାମରେ ଶ୍ରୀ ଗୋପାଳ ଗୋଶାଳା ପକ୍ଷରୁ ଏହି ଗୋ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ୧୭ ଲକ୍ଷ ଟଙ୍କା ବ୍ୟୟରେ ଏହି ଗୋ ହସ୍ପିଟାଲ ନିର୍ମାଣ…

୨୪ ଘଣ୍ଟାରେ ବାତ୍ୟା ରୂପ ନେବ ଅବପାତ, ପ୍ରବଳ ବର୍ଷିବ

ଭୁବନେଶ୍ୱର() ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କଡ ଲୋ-ପ୍ରେସର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ା ବା ବାତ୍ୟାର ରୂପ ନେବ । ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଏବଂ ପଣ୍ଡିଚେରୀ ମଧ୍ୟରେ…

ଶିଶୁ ସୁରକ୍ଷା କମିଶନଙ୍କୁ ମୋହରା କରୁଛନ୍ତି ବିଦେଶୀ ସଂସ୍ଥା

ଭୁବନେଶ୍ୱର() ଶିଶୁଙ୍କ ସୁରକ୍ଷା ଓ ବିକାଶ ପାଇଁ ଓଡିଶାରେ କାର୍ଯ୍ୟରତ କିଛି ବିଦେଶୀ ସଂସ୍ଥା ଏବେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା କମିଶନଙ୍କୁ ମୋହରା କରିଛନ୍ତି । ରାଜ୍ୟରେ ଶିଶୁଙ୍କ ସୁରକ୍ଷା ପାଇଁ ଏମାନେ ଯେତେ ବ୍ୟସ୍ତ ନୁହନ୍ତି କମିଶନଙ୍କ ସହାୟତାରେ କେତେ କାର୍ଯ୍ୟକ୍ରମ କରି ତାହାର ଫଟୋ…

ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ ୩ ଯାଏଁ ମୁଲତବୀ

ଭୁବନେଶ୍ୱର()  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ ଓ ଅନ୍ୟ ଦଳର ନେତା । ଏନେଇ ଗୃହରେ ୨ ମିନିଟ୍ ନିରବ ପ୍ରାର୍ଥନା ହୋଇଛି ।…